Swastik Tv News Odisha

ସ୍କୁଲ ଝିଅ ଲୁଚି କରୁଥିଲେ ପ୍ରେମ ପହଞ୍ଚିଗଲେ ଶିକ୍ଷକ, ଆଉ ତାପରେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଛି। ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଭୁଲି ଯିବା ସହିତ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ପାଠ ପଢା ନାଁ ରେ ଘରେ ମିଛ କଥା କହି ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁଚି ଲୁଚି ବାହାରେ ଆସି ପ୍ରେମ କରୁଛନ୍ତି।

ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଆଜି ଖରାପ ଆଡକୁ ଗତି କରୁଛି ଓ ଅନ୍ୟ ପିଲା ମାନଙ୍କ ପ୍ରତି ମଧ୍ୟ ଖରାପ ପ୍ରଭାବ ପଡୁଛି। ସେମାନେ ସବୁ କିଛି କୁ ଗୋଡ଼ରେ ଆଡେଇ ଦେଇ ତାଙ୍କ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ପ୍ରେମରେ ଅନ୍ଧ ହୋଇ ଭୁଲ କାର୍ଯ୍ୟ ବି କରି ବସୁ ଛନ୍ତି। ଯାହାକି ସମାଜ ପାଇଁ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ।ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଖରାପ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ସ୍କୁଲ ଛାତ୍ର ଓ ଛାତ୍ରୀ ସ୍କୁଲରେ ପ୍ରେମ କରୁଥିବା ସମୟରେ ସ୍କୁଲ ଶିକ୍ଷକ ଆସି ପହଁଛି ଯାଇଥିଲେ ବୋଲି ସୂଚନା ମିଳୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଜଣେ ଛାତ୍ର ଓ ଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି। ସେହି ସ୍କୁଲରେ ଛାତ୍ର ଓ ଛାତ୍ରୀ ଦୁହେଁ ଦୁହିଁଙ୍କୁ ପରସ୍ପର ବହୁତ ଭଲ ପାଆନ୍ତି। ସେ ଦୁହେଁ ସ୍କୁଲର ସିଡି ଘରେ ରାସ ଲୀଳା କରୁଥିଲେ, ସେମାନେ ରାସ ଲୀଳା କରୁଥିବା ସମୟରେ ତାଙ୍କ ସ୍କୁଲ ଶିକ୍ଷକ ଆସି ପହଁଛି ଯାଇ, ସେ ଦୁହିଁଙ୍କର ଭିଡ଼ିଓ ରେକର୍ଡ଼ କରିଥିଲେ ଓ ତାଙ୍କୁ ମଧ୍ୟ ଖୁବ ଜୋରରେ ଗାଳି ଗୁଲଜ କରିଥିଲେ। ସେ ଦୁହେଁ କିଛି ନ କହି ସେହି ସ୍ଥାନରୁ ଚାଲି ଯାଇଥିଲେ। ପରେ ଶିକ୍ଷକ ଜଣଙ୍କ କରିଥିବା ଭିଡ଼ିଓ ରେକର୍ଡ଼କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଖୁବ ଜୋରରେ ଭାଇରଲ ହେବାରେ ଲାଗିଛ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.