Swastik Tv News Odisha

ନଈକୁ ମାଛ ଧରିବାକୁ ଯାଇଥିଲେ ହେଲେ ହଠାତ ଦେଖିଲେ….. ଦେଖନ୍ତୁ ଭିଡ଼ିଓ

0

ଦିନକୁ ଦିନ ଆମ ସମାଜରେ ବିଭିନ୍ନ ପ୍ରକାର ଅପରାଧ ବଢ଼ି ବଢ଼ି ଚାଲିଛି। ସମାଜରେ ଲୋକ ମାନଙ୍କ ମଧ୍ୟରୁ ମାନବିକତା କମି ଗଲାଣି, ଲୋକମାନେ ନୃଶଂସ ପାଲଟି ଯାଉଛନ୍ତି। କାହାରିକି ଖାତିର କରୁ ନାହାନ୍ତି, ଚୋରି, ହତ୍ୟା, ଡକାୟତି ଭଳି କାର୍ଯ୍ୟ କରୁଛନ୍ତି, ପୋଲିସକୁ ମଧ୍ୟ ଟିକିଏ ହେଲେ ଭୟ ନାହିଁ। ନିର୍ଭୟରେ ବିଭିନ୍ନ ପ୍ରକାର ଅପରାଧ କରିଚାଲିଛନ୍ତି। ସୋସିଆଲ ମିଡିଆରେ ଆପଣ ମାନେ ଅନେକ ଅପରାଧିକ ଭିଡ଼ିଓ ଦେଖିବାକୁ ପାଉଥିବେ ନିଶ୍ଚିତ ଭାବରେ, କିନ୍ତୁ ବେଳେ ବେଳେ ବେଳେ ଏଭଳି କିଛି ନୃଶଂସ ଭୟାନକ ଦୃଶ୍ୟ ଦେଖିବା ପାଇଁ ମିଳେ, ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଲାଗିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଛି, ଯାହାକୁ ଦେଖି ଆପଣଙ୍କ ରୁମ ଟାଙ୍କୁରି ଉଠିବ। ତେବେ ଆମେ ଏହି ଭିଡିଓ ବିଷୟରେ କହିବା ପାଇଁ ଯାଉଛ। ତେବେ ଘଟଣାଟି ହେଉଛି, ଗାଁ ଲୋକ ମାଛ ଧରିବା ପାଇଁ ନଇ କୁ ଯାଇଥିଲେ, ଆଉ ତାପରେ ଯାହା ଦେଖିଲେ, ପାଦତଳୁ ମାଟି ଖସି ଗଲା। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ସୂଚନାନୁସାରେ, କିଛି ଲୋକ ମାଛ ଧରିବାକୁ ନିକଟସ୍ଥ ନଦୀକୁ ଯାଇଥିଲେ ଏବଂ କିଛି ଲୋକ ଶୌଚ ହେବା ପାଇଁ ଯାଇଥିଲେ। କିନ୍ତୁ ସେମାନେ ସକାଳେ ଯେତେବେଳେ ନଦୀ କୂଳରେ ପହଞ୍ଚିବା ପରେ ସେମାନେ ଯାହା ଦେଖିଥିଲେ ତାହା ବିଶ୍ୱାସ କରିପାରିଲେ ନାହିଁ। ତେବେ ସେମାନେ ଏକ ଶବ ଭାସୁଥିବାର ଦେଖିବା ପାଇଁ ପାଇଥିଲେ, ପ୍ରଥମେ ସେମାନେ ଭୟଭୀତ ହୋଇଯାଇଥିଲେ। ତାପରେ ଗାଁର ବୟସ୍କ ଲୋକଙ୍କୁ ଖବର ଦେଇଥିଲେ, ଏହାପରେ ଗାଁର ସମସ୍ତ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକଙ୍କ କହିବା କଥା ମୃତ ଶବଟି ହେଉଛି, ଜଣେ ୩୦ ରୁ ୪୦ ମଧ୍ୟରେ ଯୁବକ ବୟସ ହେବ। ଏହାପରେ ସେମାନେ ପୋଲସକୁ ଖବର ଦେଇଥିଲେ। ପୋଲିସ ଆସି ପହଞ୍ଚିଥିଲା, ଦେଖି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠା ଯାଇଛି।

ତେବେ ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାର ସୋର ଥାନା ଅନ୍ତର୍ଗତ କାଂଶବାଂଶ ନଦୀ କୂଳରେ ଦେଖିବା ପାଇଁ ମିଳିଥିଲା। ତେବେ ମୃତ ଯୁବକର ପରିଚୟ ଅସ୍ପଷ୍ଟ ରହିଛି, ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା କହିବା କଷ୍ଟକର ବ୍ୟାପାର କାରଣ ଶବଟି ପୂରା ଫୁଲି ଯାଇଛି। ତେବେ ଯାହା ଜଣା ପଡୁଛି ଦୁଇ ତିନି ଦିନ ହେଲା ଯୁବକଟିର ମୃତୁ ହୋଇଛି। ନଦୀ ଠାରୁ ପ୍ରାୟ ୧୫ ମିଟର ଦୂରରେ ଭାସୁଥିବାର ଦେଖିଥିଲେ। ଲୋକମାନେ ଏହା ଆଶଙ୍କା କରୁଛନ୍ତି, ଯେ ହୁଏତ କେହି ତାଙ୍କୁ ହତ୍ୟା କରି ପୋଲ ତଳେ ଥିବା ନଦୀକୁ ଫୋପାଡ଼ି ଦେଇ ଚାଲିଯାଇ ଥିବ। ଏହା ମଧ୍ୟ ହୋଇ ଥାଇ ପାରେ ସେ ନଦୀକୁ ଡେଇଁ ନିଜେ ନିଜେ ଆତ୍ମହତ୍ୟା କରିଥାଇ ପାରେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କିପରି ହେଲା ଆଉ ଯୁବକର ଠିକଣା ବିଷୟରେ କୌଣସି ସୂଚନା ମିଳିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.