Swastik Tv News Odisha

କିଏ ହେବ ଓଡିଶାର ପରବର୍ତ୍ତୀ ମୂଖ୍ୟ ମନ୍ତ୍ରୀ? ମାଳିକା ଦେଲା ବଡ ପ୍ରମାଣ ଦେଖନ୍ତୁ କିଏ ସେ ବ୍ୟକ୍ତି ?

0

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ‘ଇନ୍ଦ୍ର ଗୋବିନ୍ଦ ଗୀତା’ ନାମକ ଏକ ମାଳିକା ଶାସ୍ତ୍ର ରହିଛି ଯାହା ସବୁ ଭକ୍ତ ମାନଙ୍କୁ ମିଳିଥାଏ। ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ମାଳିକା ରେ ଓଡ଼ିଶା ର ରାଜନୈତିକ ଭବିଷ୍ୟତ ବିଷୟରେ ଯାହା ଉଲ୍ଲେଖ ରହିଛି ତାହା ଆମେ ଆଜି ଜାଣିବା।୨୦୨୪ ରୁ ୨୯ ଭିତରେ ଓଡିଶାର ଶାସନ କ୍ଷମତା ଯାହା ହାତରେ ରହିବ ସିଏ କିଏ, ନାରୀ ନା ପୁରୁଷ, ବିବାହିତ ନା ଅବିବାହିତ, ଏପରି ଅନେକ କଥା ଆଗତ ଭବିଷ୍ୟତ ମାଳିକା ରେ ଲେଖିଛନ୍ତି। ଏଥିରେ ମହାପୁରୁଷ ଲେଖିଛନ୍ତି ଯେ ଏମିତି ସମୟ ଆସିବ ଯେଉଁ ସମୟରେ ଅନେକ ଅଲୌକିକ ଘଟଣା ସବୁ ଦେଖିବାକୁ ମିଳିବ।ଏହି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ନାରୀ ହେବେ। ଆଉ ଏହା ସତ ଘଟିବ ବୋଲି ମଧ୍ୟ ଦୃଢୋକ୍ତି ରହିଛି।

ମହାପୁରୁଷ କହୁଛନ୍ତି ଅଚଳ ବୃକ୍ଷ ଚାଲି ପାରେ, ଶିଳା ପର୍ବତ ଚାଲି ପାରନ୍ତି, ଅମୃତ ଖାଇ କେହି ମରି ପାରନ୍ତି କିନ୍ତୁ କେବେ ମହାପୁରୁଷ ଙ୍କ ଏହି ଉକ୍ତି ଅସତ୍ୟ ହେବ ନାହିଁ ବୋଲି ମହାପୁରୁଷ କହିଛନ୍ତି। ତେବେ ବାସ୍ତବରେ ମହାପୁରୁଷ ଙ୍କ ଏଭଳି ଦୃଢ଼ୋକ୍ତି ସମସ୍ତଙ୍କୁ ଧନ୍ୟ କରିବ। ତାଙ୍କ ଦିବ୍ୟ କଥା ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠେ। ଆପଣ ଏହି ତଥ୍ଯ କୁ ତର୍କ ଦୃଷ୍ଟିରେ ନନେଇ ଆପଣ ଶାସ୍ତ୍ର ଖେଳାନ୍ତୁ ଏବଂ ଏହାର ସତ୍ୟତା କୁ ଜାଣନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.