Swastik Tv News Odisha

ଆଶ୍ଚର୍ଯ୍ୟ ! କୁନି ଝିଅର ଭିଡ଼ିଓ ସାରା ରାଜ୍ୟରେ ହେଉଛି ଭାଇରାଲ୍ କଥା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ ,ଯାହାକି ଶୁଣିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇ ଥାଆନ୍ତି। ବିଶେଷ କରି ବଡ଼ ଲୋକ ମାନଙ୍କ ପାଖରୁ ଛୋଟ ପିଲା ମାନଙ୍କ ପାଖରେ ଅଧିକ ମାତ୍ରାରେ ଭଲ ଗୁଣ ରହିଥାଏ। ଭଗବାନ ଛୋଟ ଛୁଆଙ୍କୁ ଏଭଳି ଏକ ବର ଦାନ ଦେଇଥାନ୍ତି ଯେ,ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡେ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ କଳା ବା ଭଲ ଗୁଣକୁ ସମସ୍ତଙ୍କ ନିକଟରେ ପରିବେଷଣ କରି ପାରନ୍ତି ,ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ।ତେବେ ଘଟଣାଟି ହେଉଛି ଜଣେ ଛୋଟ ଝିଅଟି ତାର ବୁଦ୍ଧି ବଳରେ ଦେଶ ବା ରାଜ୍ୟ ବିଷୟରେ ଅନେକ କଥା କହୁ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଖୁସିର କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପ୍ରତୀକ୍ଷା ସ୍ୱାଇଁ ନାମକ ଜଣେ ଛୋଟ ଝିଅଟି ରାଜ୍ୟ ବା ଦେଶ ବିଷୟରେ ଅନେକ ଗୁଡିଏ କଥା କହୁଥିବାର ଦେଖିବାକୁ ମିଳୁଛି। ଯାହାକି ଏହା ହେଉଛି ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ। ଏତେ କମ ବୟସରୁ ଏଭଳି ଅନ୍ଦାଜରେ କଥା କହିବାର ଛୋଟ ପିଲାଙ୍କ ପାଇଁ ବହୁତ କଷ୍ଟ କର କଥା ଅଟେ। କିନ୍ତୁ ସେହି ଛୋଟ ପିଲାଟି ପାଖରେ ବହୁତ ଟ୍ୟାଲେଣ୍ଟ ଭର୍ତ୍ତି ହୋଇ ରହିଛି ସେଥିପାଇଁ ସେ ନିଜର ବୁଦ୍ଧି ବଳରେ ଏତେ ବଡ ବଡ଼ କଥା ମଧ୍ୟ କହି ପାରୁଛି।

ତେବେ ସେହି ଛୋଟ ଝିଅଟିର ଏଭଳି କଥା କହିବାର ଶୈଳୀ ଦେଖି ତାଙ୍କ ପରିବାର ଲୋକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି ଓ ସେ ତାଙ୍କ ପରିବାରରେ ଗର୍ବ ଓ ଗୌରବ ଆଣି ଦେଇଛି। ସେ ଏଭଳି ଭାବରେ କଥା କହି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ସମାଜକୁ ମଧ୍ୟ ଭଲ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପିଲା ମାନେ ମଧ୍ୟ ଆକୃଷ୍ଟ ହେବାକୁ ଲାଗୁଛନ୍ତି। ସେହି ଛୋଟ ଝିଅଟି କୁ ବହୁତ ଲୋକ ମାନେ ମଧ୍ୟ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.