Swastik Tv News Odisha

ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..

0

ମଣିଷ ଦୈନନ୍ଦିନ ଜୀବନରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାଏ। ବର୍ତ୍ତମାନ ର ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ମଣିଷ ନିଜ ଶରୀର ର ଯତ୍ନ ନେବା ପାଇଁ ଉଚିତ୍ ସମୟ ପାଉ ନାହିଁ ଫଳରେ ଅଳ୍ପ ବୟସରୁ ଅନେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ମଣିଷକୁ ଗତି କରିବାରୁ ପଡୁଛି। ତେବେ ସେହିସବୁ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଧାତୁ ରୋଗ ପୁରୁଷର ଏକ ବଡ ରୋଗ ହୋଇଥାଏ। କୁହାଯାଏ ଧାତୁ ମଣିଷ ଶରୀରର ଏକ ମୂଲ୍ୟବାନ ଜିନିଷ।ଧାତୁ ମଣିଷ ଶରୀରର ରାଜା ଅଟେ। ଧାତୁ ବିହୀନ ଲୋକ ନିଜକୁ ବହୁତ୍ ସଙ୍କୋଚ କରିଥାଏ।ଏହା ଦ୍ବାରା ମଣିଷକୁ ବହୁତ୍ ଦୁର୍ବଳ ଅନୁଭଵ ହୋଇଥାଏ। ପୁରୁଷ ମାନଙ୍କ ପାଇଁ ଏହି ସମସ୍ୟା ଗୁରୁତର ହୋଇଥାଏ।

ଅଧିକ ଧାତୁ କ୍ଷୟ ହେବା କିମ୍ବା ଧାତୁ ପତଳା ହେବା ଦ୍ଵାରା ପୁରୁଷ ନିଜକୁ ନିରୁତ୍ସାହିତ ବା ନିସ୍ତେଜ ମନେ କରିଥାଏ। ତେବେ ଆପଣ ଯଦି ଧାତୁ କ୍ଷୟ କରୁଥାଆନ୍ତି ଆଉ ଏଥିପାଇଁ ଚିନ୍ତାରେ ରହୁଛନ୍ତି ତେବେ ଜାଣନ୍ତୁ ଆପଣ କିପରି ଏଥିରୁ ମୁକ୍ତି ପାଇବେ ଏବଂ ଏଥିପାଇଁ କେଉଁ ସବୁ ଖାଦ୍ୟ ସେବନ କରିବେ ଫଳରେ ଆପଣ ସୁସ୍ଥ ନିରାମୟ ଜୀବନ ପାଇ ପାରିବେ ଓ ଏହା ସହିତ ଯୌନ ସଂପର୍କ କୁ ଭଲ ଭାବରେ ଉପଭୋଗ କରି ପାରିବେ।

୧) ଅଣ୍ଡା- ଅଣ୍ଡା ଶୁକ୍ରାଣୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଶୁକ୍ରାଣୁ ସେଲ୍ କୁ ଫ୍ରି ରେଡିକ୍ଲେଶ ର ପ୍ରଭାବ ରୁ ଏହା ରକ୍ଷା କରିଥାଏ।

୨) ଲିଚୁ- ଏହା ସେବନ କରିବା ଦ୍ଵାରା ପୁରୁଷଙ୍କ ଯୌନ ସମସ୍ୟା ଦୂର ହୁଏ କାରଣ ଏହା ପୁରୁଷମାନଙ୍କ ଫର୍ଟିଲାଇଯେସନ୍ କ୍ଷମତା ବୃଦ୍ଧି କରିଥାଏ।

୩) ଅଦା- ଅଦାର ସେବନ କ୍ସ୍ ହରମୋନ କୁ ବୃଦ୍ଧି କରିବା ସହ ଶରୀରର ରକ୍ତ ସଞ୍ଚାଳନ କୁ ନିୟନ୍ତ୍ରଣ କରିବା ହୋଇଥାଏ। ତେଣୁ ଏହାର ସେବନ ନିଶ୍ଚିତ କରନ୍ତୁ।

୪) ରସୁଣ- ରସୁଣ ରେ ଥିବା ଏଲିଶିନ କମ୍ପାଉଣ୍ଡ ଯୌନ କ୍ଷମତା କୁ ବଢ଼ାଇବାରେ ସହାୟକ ହୋଇଥାଏ କାରଣ ଏହା ଯୌନାଂଗ ର ରକ୍ତ ସଞ୍ଚାଳନ କୁ ବୃଦ୍ଧି କରିଥାଏ।

୫) ପାଳଙ୍ଗ ଶାଗ- ଶୁକ୍ରାଣୁ ର ପରିମାଣକୁ ବୃଦ୍ଧି କରିବାକୁ ଏଥିରେ ଥିବା ଫଲିକ୍ ଏସିଡ ବେଶ୍ ସହାୟକ ହୋଇଥାଏ।

୬) ଆଭୋକାଡୋ- ଏହା ମଧ୍ୟ ସେକ୍ସ୍ ହରମୋନ କୁ ବୃଦ୍ଧି କରି ଶୁକ୍ରାଣୁ ର ପରିମାଣ ବୃଦ୍ଧି କରାଏ କାରଣ ଏଥିରେ ମହଜୁଦ ରହିଛି ଭିଟାମିନ ବି ୬।

୭) ଡାର୍କ ଚକୋଲେଟ୍- ଆପଣ ଜାଣିଛନ୍ତି ଡ଼ାର୍କ ଚକୋଲେଟ୍ ରେ ଥିବା ଆର୍ଜିନିନିନ ନାମକ ଏମିନୋ ଏସିଡ ପୁରୁଷଙ୍କ କ୍ଷେତ୍ରରେ ଶୁକ୍ରାଣୁ ବୃଦ୍ଧି କରିଥାଏ।

୮) ବୋଇତାଲୁ ମଞ୍ଜି- ଏହାର ସେବନ ଦ୍ବାରା ପୁରୁଷ ସେକ୍ସ୍ ହରମୋନ ଟେଷ୍ଟଷ୍ଟିରନ୍ ଉତ୍ପନ୍ନ ହୋଇଥାଏ।

୯) ପାଣି- ପାଣି ଶରୀରକୁ ସୁସ୍ଥ ରଖିବା ସହିତ ଶରୀରର ଅଦରକାରୀ ବର୍ଜ୍ୟବସ୍ତୁ କୁ ବାହାର କରିବାରେ ସହାୟକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.