Swastik Tv News Odisha

ପୁଣିଥରେ ଭାଇରାଲ ହେଲା ମନ୍ଦିର କୁ ଯାଇ ରୋମାନ୍ସ କରୁଥିଲେ ପ୍ରେମୀ ଯୁଗଳ, କିଛି ଟୋକା ଲୁଚି ଲୁଚି ଭିଡ଼ିଓ କରି Upload କରିଦେଲେ….ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଛି। ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ପାଇଁ ପ୍ରେମ ଶାଶ୍ୱତ ଓ ଚିରନ୍ତନ ଅଟେ। ସେମାନେ ପ୍ରେମରେ ଅନ୍ଧ ହୋଇ ବେଳେ ବେଳେ ଭୁଲ କାର୍ଯ୍ୟ ବି କରି ବସୁଛନ୍ତି। ଯାହାକି ସମାଜ ପାଇଁ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଭୁଲି ଯିବା ସହିତ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ସବୁ କିଛି କୁ ଗୋଡ଼ରେ ଆଡେଇ ଦେଇ ତାଙ୍କ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକ ଓ ଯୁବତୀ ମନ୍ଦିର ଭିତରେ ପ୍ରେମ କରୁ ଥିବାର ସୂଚନା ମିଳୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀ ଦୁହେଁ ଦୁହିଁଙ୍କୁ ପରସ୍ପରକୁ ବହୁତ ଭଲ ପାଉଥିଲେ ଓ କେହି କାହାରିକୁ ଛାଡି ଗୋଟେ ମୁହୂର୍ତ୍ତ ମଧ୍ୟ ରହି ପାରୁ ନ ଥିଲେ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ। ଉଭୟଙ୍କ ଭଲ ପାଇବାକୁ ତାଙ୍କ ପରିବାର ଲୋକ ମାନେ ବିରୋଧ କରୁଥିଲେ, ସେଥିପାଇଁ ସେମାନେ କିଛି ଉପାୟ ନପାଇ ଘରୁ ଲୁଚି ପଳାଇ ଆସିଥିଲେ।

ତେବେ ସେମାନେ ଏକ ମନ୍ଦିର ଭିତରେ ରାସଲୀଳା କରୁ ଥିବାର ନଜର ଆସିଛି। ସେଠାରେ ଥିବା କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ ଏହି ଘଟଣାଟିର ଭିଡ଼ିଓ ରେକର୍ଡ଼ କରୁଥିବା ସମୟରେ ଯୁବକ ଓ ଯୁବତୀ ସେହି ବ୍ୟକ୍ତିଙ୍କୁ ଦେଖି ମନ୍ଦିର ଭିତରୁ ବାହାରି ଆସିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କୁ ଅଟକାଇ ପଚରା ଉଚରା କରିଛନ୍ତି, ଓ ସେ ଭୟରେ କିଛି ନକହି ଖସି ପଳାଇଛନ୍ତି। ବ୍ୟକ୍ତି ଜଣଙ୍କ ରେକର୍ଡ଼ କରିଥିବା ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Comments are closed.