Swastik Tv News Odisha

ଦେଖନ୍ତୁ Live ଭିଡିଓ : CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି, ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ମାଡ଼ପିଟ,ଡ଼କାୟତ ଓ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅପରାଧିକ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସମାଜରେ ମନୁଷ୍ୟ ମାନେ ସମୟ ସୁବିଧା ଦେଖି ଚୋରି ଓ ଡକାୟତ କାର୍ଯ୍ୟ କରୁଛନ୍ତି ଓ ଏଭଳି ନୀଚ କାମ କରୀ ନିରୀହ ଲୋକ ମାନଙ୍କ ଆଖିରେ ଧୂଳି ଦେଇ ସବୁ କିଛି ଲୁଟି ନେଉଛନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଯାହାକି ଏହା ଏକ ନିନ୍ଦନୀୟ କାର୍ଯ୍ୟ ଅଟେ। ସେମାନେ ଆଇନକୁ ମଧ୍ୟ ଭୟ କରୁ ନାହାନ୍ତି। ସମାଜରେ ମନୁଷ୍ୟ ମାନେ ସବୁବେଳେ ସୁଯୋଗ ର ଅପେକ୍ଷାରେ ରହି ଥାଆନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ତାକୁ ହାସଲ କରି ରହନ୍ତି। ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ସମାଜ କୁ ଏକ ଖରାପ ପ୍ରଭାବ ପକାଉଛି ଏବଂ ଏଥି ସହ ପରିବେଶ ମଧ୍ୟ ଖରାପ ଆଡକୁ ଗତି କରିବାକୁ ଲାଗୁଛି। ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଏଭଳି ଘଟଣା ଦେଖିବା ପାଇଁ ମିଳି ଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ବାଟରେ ଆସୁଥିବା ସମୟରେ ଜଣେ ଯୁବକ ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଜଣେ ମହିଳା ସ୍କୁଟିରେ ପିଲାଟିକୁ ଆଗରେ ବସାଇ ଆସୁଥିଲେ। ସେ ଆସୁଥିବା ସମୟରେ ଜଣେ ଯୁବକ ତାଙ୍କ ପଛେ ପଛେ ଆସି ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ଯାଇଥିଲେ। ମହିଳା ଜଣଙ୍କ ଜୋରରେ ଚିତ୍କାର କରିବାରୁ, ସେହି ଯୁବକଟି ଖସି ପଳାଇ ଯାଇଥିଲେ।ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହି ଘଟଣାଟି ସୋସିଆଲ ମୁଡ଼ିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ଏଭଳି ଘଟଣା ଦେଖି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଭୟ ସୃଷ୍ଟି ହୋଇ ଯାଇଛି। ତେବେ ବନ୍ଧୁଗଣ ଆପଣ ମାନେ ଯୁଆଡେ ବି ଯାଉଛନ୍ତି ବା କାର୍ଯ୍ୟ କରୁଛନ୍ତି, ସବୁବେଳେ ପାଇଁ ସବଧାନର ସହ ଯାଆନ୍ତୁ ଓ କାର୍ଯ୍ୟ କରନ୍ତୁ ନ ହେଲେ ଆପଣ ମାନେ ବି ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.