Swastik Tv News Odisha

କୁନି ପୁଅର ଏମିତିକା କଥା ଶୁଣି ଆପଣ ହସି ହସି ଗଡ଼ି ଯିବେ, ଏମିତି କହିଲା ଯେ ସମସ୍ତେ କାହିବେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଛୋଟ ପିଲା ମାନଙ୍କର କିଛି ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ। କିପରି ଭାବରେ ସୋସିଆଲ ମିଡିଆରେ ଏହିସବୁ ଭିଡିଓ ବେଶ୍ ଭାଇରାଲ ହୋଇଥାଏ ତାହା ବି ଦେଖିବାକୁ ପାଉଥିବେ। କାରଣ ଛୋଟ ପିଲାମାନଙ୍କର କଥା ଶୁଣିବାକୁ ତାଙ୍କର ଭାବନା ଜାଣିବାକୁ ସମସ୍ତେ ଇଛା କରିଥାନ୍ତି ଏବଂ ଖୁସି ମଧ୍ୟ ହୋଇଥାନ୍ତି ଏବଂ ଭଲ ଲାଗିଲେ ସେୟାର ବି କରିଥାନ୍ତି। ତେବେ ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ।

ଆଉ ସେମାନଙ୍କ ରାଗ ବି ବହୁତ୍ ସୁନ୍ଦର୍ ହୋଇଥାଏ।ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ।

କାରଣ ସେମାନେ କିପରି ଭାବରେ ଏସବୁ କଥାକୁ ମନକୁ ଆଣିଥାନ୍ତି ଏବଂ ଏପରି କହିଥାନ୍ତି ତାହା ସାଧାରଣରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ।ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ଏକ କୁନି ପୁଅ ରାଗି ଯାଇ ତାର ସାଙ୍ଗ ବିଷୟରେ କିପରି କହୁଛି ଥରେ ଆପଣ ଦେଖନ୍ତୁ। ଏହାକୁ ଦେଖିଲେ, ଶୁଣିଲେ ଆପଣ ଚକିତ ହେବା ସହ ହସି ହସି ଗଡି ଯିବେ। ତାର ସାଙ୍ଗ ତାର ଡ୍ରେସ ଟାଣି ଦେବାରୁ ସେ ତା ଉପରେ ରାଗି ଯାଇ ତାର ମାଆ ଙ୍କୁ କିପରି ଭାବରେ ସେ ଉତ୍ତର ଦେଉଛି ତାହା ଦେଖିଲେ ଆପଣ ତାଯୁବ୍ ହୋଇଯିବେ।ସେ ରାଗିକି କହୁଛି ତାକୁ ମୁଁ କହିଲି ଏମିତି ମାରିବି ଯେ ଆଉ କେବେ ମୋ ସହ ଲାଗିବୁନି।

ମାଆ କହୁଛନ୍ତି ଏମିତି କହାକୁ କହିବୁନି। କିନ୍ତୁ ରାଗିଥିବା ଏହି କୁନିଝିଅଟି କହୁଛି ଯେ କଣ ପାଇଁ କହିବିନି?ମାଆ କହୁଛନ୍ତି ଏମିତି ଝଗଡ଼ା କରା ଯାଏନି ଦୁଷ୍ଟ ପିଲାଙ୍କ ଭଳି।ଏହା ଶୁଣି କୁନି ଝିଅଟି କହୁଛି ମୋ ସହ ଲାଗୁଛନ୍ତି, ଝଗଡ଼ା କରୁଛନ୍ତି ମୁଁ କାହିଁକି ଛାଡ଼ିବି? ମାଆ କହୁଛନ୍ତି କିଏ ଝଗଡ଼ା କଲା, ଆଉ ପୁଅଟି ରାଗିକି କହୁଛି ପ୍ରାଚୀ ମୋର ଡ୍ରେସ୍ ର ଚେନ୍ ଝିଙ୍କି ଦେଲା। ତେବେ କୁନି ପିଲାର ଏଭଳି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଏହା ବେଶ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.