Swastik Tv News Odisha

ଧନର ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ ୧୦୦ % ଗ୍ୟାରେଣ୍ଟି ଫଳପ୍ରଦ ହେବ

0

ଅପରାଜିତା ଅର୍ଥାତ୍ ଯିଏ କେବେ ବି ହାରି ନଥାଏ ବା ଯାହାର କେବେବି ପରାଜୟ ହୋଇ ନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ , ଯାହା ଶିବଙ୍କର ଏକ ନାମ ଅଟେ । ଏହି ଅପରାଜିତାର ପ୍ରୟୋଗ ଦ୍ୱାରା ମଣିଷର ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଐଶର୍ଯ୍ୟର ମଧ୍ୟ ଅଧିକାରୀ ହୋଇଥାଏ । ତେବେ ଏହି ଅପରାଜିତାର ପ୍ରୟୋଗ କିପରି କରାଯାଏ , ଏବଂ ଏଥିରେ କଣ ଫାଇଦା କଣ ହୋଇଥାଏ ଏ ବିଷୟରେ ଆସନ୍ତୁ ଜାଣିବା ।

ଯଦି ଆପଣ ଧନର ସମସ୍ୟାରେ ସର୍ବଦା ବିଚଳିତ ରହୁଛନ୍ତି ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ଶାନ୍ତିର ଚମତ୍କାର ଦେଖିବାକୁ ପାଇବେ । ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ରଖିବେ , ଯେପରି କେହି ଆପଣଙ୍କୁ ଦେଖିବେ ନାହିଁ । କିମ୍ୱା କିଛି କଥା ହେବେ ନାହିଁ , ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇଁ ପାରିବେ ।

1. ଧନର ସମସ୍ୟାରେ ବିଳିତ ରହୁଥିଲେ :-

ଶନିବାର ଦିନ ରାତ୍ରୀ ସମୟରେ ଅପରାଜିତା ଫୁଲକୁ ମାଳାଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହା ଦ୍ୱାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ , ଏବଂ ଘରର ସମସ୍ତ ପ୍ରକାର ନକରାତ୍ମକତା ଦୂର ହୋଇଥାଏ । ସାକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ । ଏହି ମାଳାଟିକୁ ଯଦି ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି , ତେବେ ନଜର ଦୋଷ ଦୂର ହେବା ସହିତ ତନ୍ତ୍ର ମନ୍ତ୍ର ର ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଧନର ସମସ୍ତ ପ୍ରକାର ର ସମସ୍ୟା ଦୂର କରିଥାଏ ।

2. କରଜ ମୁକ୍ତି ଓ ଧନପ୍ରାପ୍ତି ଉପାୟ :-

ଶନିବାର ଦିନ କିମ୍ୱା ସୋମାବାର ଦିନ ରାତ୍ରୀ ସମୟରେ ଏହି ଅପରାଜିତା ଫୁଲ 5ଟି ତୋଳି କୌଣସି ଏକ ନଦୀ ବା ଜଳସ୍ରୋତରେ ଭସାଇ ଦିଅନ୍ତୁ । ଧ୍ୟାନ ରଖିବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ କିମ୍ୱା କିଛି କଥା ହେବେ ନାହିଁ । ନିଜର ଇଷ୍ଟ ଦେବାଦେବୀଙ୍କୁ ପ୍ରାର୍ଥନା କରନ୍ତି , ତେବେ ସମସ୍ତ ପ୍ରକାର ଧନର ସମସ୍ୟା ଦୂର ହୋଇଥାଏ । ଏହି ଉପାୟଟିକୁ ନିୟମିତ ଭାବରେ 5 ସପ୍ତାହ ନିଶ୍ଚୟ କରନ୍ତୁ ।

3. ମନ ପସନ୍ଦର ଚାକିରୀ ପାଇବା ପାଇଁ :-

ଯଦି ଆପଣ ମନ ପସନ୍ଦର ଚାକିରୀ ଟିଏ ପାଇବା ପାଇଁ ଚାହାଁନ୍ତି ତେବେ ପ୍ରତିଦିନ ମାତା ଦୁର୍ଗା ବା ମାତା ପାର୍ବତୀଙ୍କୁ 11 ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଏହା ନିୟମିତ ରୂପେ କରିବା ଉଚିତ ହୋଇଥାଏ ।

4. ଧନର ସମସ୍ୟା ଦୂର କରିବା ପାଇଁ :-

ପ୍ରତି ଶନିବାର ଦିନ କିଛି ଅପରାଜିତା ଫୁଲ ନେଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ କିମ୍ୱା ପର୍ସରେ ରଖନ୍ତୁ । ଏପରି କରିବା ଦ୍ୱାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.