Swastik Tv News Odisha

ଦେଖନ୍ତୁ ମାଳିସାହିର ଏହି ଦୃଶ୍ୟ, ଆଗରୁ କେବେ ଦେଖି ନଥିବେ, ଏମିତି ବି…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଆଗରୁ ନିଶ୍ଚିତ ଭାବରେ ମାଳିସାହି ବିଷୟରେ ଶୁଣିଥିବେ ଏବଂ ମାଳିସାହି ର ପାରିପାର୍ଶ୍ବିକ ସ୍ଥିତି ର ଭିଡିଓ ବି ଦେଖିଥିବେ। ଅନେକ ସମୟରେ ଆପଣ ଏ ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ ମଧ୍ୟ। ଏବେ ଆମେ ଆପଣଙ୍କୁ ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଏକ ମାଳିସାହି ର ଭିଡିଓ ଅଟେ। କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଏହି ଭିଡିଓ ଆମ ଓଡିଶାର ନୁହଁ।ଏହା କିନ୍ତୁ ଆମ ଦେଶର କୌଣସି ଏକ ରାଜ୍ୟର। ଯାହା ଆପଣ କେବେ ବି ନା କେବେ ଜାଣିଥିବେ। କାରଣ ଅନେକ ସମୟ ରେ ଏହି ବିଷୟରେ ଆଲୋଚନା ହୋଇଥାଏ ଏବଂ ଲୋକେ ଏ ସଂପର୍କରେ ଅବଗତ ହୁଅନ୍ତି।

ଆପଣ ଜାଣିଛନ୍ତି ନିକଟ ରାଜ୍ୟ ପଶ୍ଚିମବଙ୍ଗ ରେ ମଧ୍ୟ ଏକ ମାଳିସାହି ରହିଛି ଯେଉଁଠିକୁ ଅନେକ ଲୋକ ଯାଇଥାଆନ୍ତି। ତେବେ ଏଠାରେ କଣ ହୁଏ ତାହା ତ ଭଲ ଭାବରେ ଆପଣ ଜାଣିଥିବେ। ତେବେ ଏଠାକୁ ଏକ ଯୁବକ ଯାଇଥିଲେ ଏବଂ ସେ ଏଭଳି ଏକ ଭିଡିଓ ରେକର୍ଡ଼ କରିଛନ୍ତି। ମାଳିସାହି ର ପାରିପାର୍ଶ୍ବିକ ସ୍ଥିତି, ସେଠାକାର ଦୃଶ୍ୟ ଏଵଂ ରାସ୍ତା ଘାଟ କିପରି ହୋଇଥାଏ ତାହା ଆପଣ ଏଠାରେ ଦେଖିବାକୁ ପାଉଥିବେ। ଏଠାରେ ଯୁବତୀ ମାନେ ଛିଡା ହୋଇ ଯୁବକ ମାନଙ୍କ ସହିତ କଥା ହେଉଛନ୍ତି। ତାହା ମଧ୍ୟ ଆପଣ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ। ଏହାର ଭିଡିଓ ଯେଉଁ ଦେଖିବାକୁ ମିଳିଛି ଏଠାରେ ଏହା ସ୍ପଷ୍ଟ ଭାବରେ ଜଣା ପଡ଼ିଛି।

ଯୁବତୀ ମାନେ ସେଠାରେ ଅନେକ ସଂଖ୍ୟାରେ ଛିଡା ହୋଇଛନ୍ତି ଏବଂ ସେଠାକୁ ଯାଇଥିବା ବ୍ୟକ୍ତି ମାନେ ଅର୍ଥାତ୍ ସେମାନଙ୍କ ଗ୍ରାହକ ମାନଙ୍କ ସହିତ କଥା ହେଉଛନ୍ତି। ମାଳିସାହି ରେ କଣ ହୁଏ, ସେଠାକୁ ଲୋକେ କଣ ପାଇଁ ଯାଇଥାଆନ୍ତି ତାହା ତ ଆପଣଙ୍କୁ କହିବାକୁ ପଡ଼ିବ ନାହିଁ।ସେ ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ। ତେବେ ପୁଣି ଥରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ଯେଉଁ ଭିଡିଓ ଏଠାରେ ଦେଖୁଛନ୍ତି ଏହି ଭିଡିଓ ଆମ ଓଡିଶାର ନୁହଁ କିମ୍ବା ଓଡିଶାର କୌଣସି ସ୍ଥାନର ନୁହଁ।ଏହା ହେଉଛି ଆମ ଦେଶର କୋଲକାତା ର ମାଳିସାହି।

ଏଠାରେ ଏହି ଦୃଶ୍ୟ କୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଏଠାରେ କିପରି ଲୋକମାନେ ଛିଡା ହେଇଛନ୍ତି। ସେମାନେ ଯୁବତୀ ମାନଙ୍କୁ ପାଖକୁ ଆସୁଛନ୍ତି ଏଵଂ ସେମାନଙ୍କ ସହିତ କଥାବାର୍ତ୍ତା କରି ପୁଣି ଫେରୁଛନ୍ତି। ତେବେ ଏହି ଭିଡିଓ ଟି ସେଠାକୁ ଯାଇଥିବା ଜଣେ ଯୁବକ ରେକର୍ଡ଼ କରିଥିଲେ।ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓ ଟିକୁ ସୋସିଆଲ ମିଡିଆରେ ୧୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.