Swastik Tv News Odisha

ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି ଭଲ ହେବ

0

ସମାଜରେ ନିଜକୁ ଆଗଧାଡିରେ ରଖିବା ପାଇଁ ହେଲେ ସୁସ୍ଥ ଜୀବନଟିର ଆବଶ୍ୟକତା ରହିଛି , ମଣିଷ ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ , ଯଦି ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥାଏ । ତେବେ ତାର ସମସ୍ତ ଧନ ସମ୍ପତ୍ତି ତୁଚ୍ଛ ହୋଇଥାଏ । ତେଣୁ ସର୍ବପ୍ରଥମେ ନିଜ ସ୍ୱାସ୍ଥ୍ୟ କୁ ଠିକ୍ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ସ୍ୱାସ୍ଥ୍ୟ ଠିକ୍ ରହିବା ସମସ୍ତ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ କରି ପାରିଥାଏ । ତେବେ ଅନେକ ସମୟରେ ଆପଣ ମାନେ ଦେଖିଥିବେ ଅଧିକାଂଶ ଲୋକମାନଙ୍କ ଠାରେ କାଛୁ କୁଣ୍ଡିଆ ଜନିତ ସମସ୍ୟା ଲାଗି ରହିଥାଏ ।

ଏହାକୁ ଦୂର କରିବା ପାଇଁ ଲୋକମାନେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି କିନ୍ତୁ ସେଥିରେ କୌଣସି ଉପଶମ ମିଳିନଥାଏ । କିନ୍ତୁ ଆମଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ , ଯାହା ସପ୍ତାହରେ ଦୁଇଥର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ପୁରୁଣା ଯାଦୁ କାଛୁ କୁଣ୍ଡିଆ ଜନିତ ସମସ୍ତ ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ସାଧାରଣ ଭାବରେ କହିବାକୁ ଗଲେ କୌଣସି ସ୍ଥାନରେ ଝାଳ ବୁଡିଲେ ଆମ ଶରୀର କୁଣ୍ଡେଇ ହୋଇଥାଏ । ଏହାଛଡା ଦୂଷିତ ପାଣିର ବ୍ୟବହାର କଲେ ଆମ ଶରୀରରେ କେତେକ ସ୍ଥାନରେ ଯାଦୁ କାଛୁ କୁଣ୍ଡିଆ ପରି ଚର୍ମ ରୋଗ ହୋଇଥାଏ । ଏହାକୁ ଛୁଇଁବା ମାତ୍ରେ ଅଧିକ ହୋଇଥାଏ , କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଏକ ସହଜ ଘରୋଇ ଉପାୟ ରହିଛି । ଏଥିପାଇଁ ପ୍ରଥମେ ଆପଣ କେତେକ ନିମ୍ୱ ପତ୍ରକୁ ନେଇ ତାକୁ ଛିଣ୍ଡାଇ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଅନ୍ୟ ଏକ ପାତ୍ର ନେଇ ସେଥିରେ 2 ଚାମଚ ନଡିଆ ତେଲ ଏବଂ ନିମ୍ୱ ପତ୍ରର ପେଷ୍ଟ ଭଲ ଭାବରେ ପ୍ରସ୍ତୁତ ​କରନ୍ତୁ ।

ବର୍ତ୍ତମାନ ଆପଣ ଙ୍କ ଯାଦୁ ବା କାଛୁ ହୋଇଥିବା ସ୍ଥାନକୁ ଭଲ ଭାବରେ ଉଷମ ପାଣିରେ ଡେଟୋଲ ପକାଇ ଧୋଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ଯାଦୁ କାଛୁ ବା କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଲଗାଇ ସାରିବା ପରେ 2-3 ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ , ଏବଂ 3 -4 ମିନିଟ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହି ରେମିଡିକୁ ଆପଣ ମାନେ ଶୋଇବା ପୂର୍ବରୁ ହିଁ ବ୍ୟବହାର କରନ୍ତୁ , ସକାଳେ ହେବା ମାତ୍ରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।ଏହି ପରି ଆପଣ ମାନେ 15 ଦିନ ପର୍ଯ୍ୟନ୍ତ କରିବା ଆପଣଙ୍କ ଶରୀରରେ ଯେତେ ପୁରୁଣା ଯାଦୁ , କାଛୁ ବା କୁଣ୍ଡିଆ ହଉନା କାହିଁକି ତାହା ଗାଏଫ୍ ହୋଇଯିବ । ଏହାକୁ ବ୍ୟବାହର କରିବା ଦ୍ୱାରା କୌଣସି ପ୍ରକାର ସାଇଟ ଇଫେକ୍ଟ ମଧ୍ୟ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.