Swastik Tv News Odisha

ଦେଖନ୍ତୁ viral ଭିଡିଓ – ଧାନ ବିଲରେ ମଝିରେ ଚାଲିଛି ରାସଲୀଳା କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ Upload କରିଲେ

0

ଆଜି କାଲି ଦୁନିଆରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ ।ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ।

ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ । ଏମିତି ହେବାର କାରଣ କଣ ।

କରୋନା ମହାମାରୀ ର କୋପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି।ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି ।ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମହାମାରୀ ପାଇଁ ପ୍ରପୀଡ଼ିତ ହୋଇ ଅଛନ୍ତି ।ଏହି ମହାମାରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି।

ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମହାମାରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମହାମାରୀ ର ଚେନ ଟି କେବେ ଭାଙ୍ଗିବ।ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି।କରୋନା ର ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବା ସହିତ ମୃତ୍ୟୁ ହାର ମଧ୍ୟ ବଢୁଛି ।

ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି କି ଏହି ମହାମାରୀ ଟି କୁ କିଭଳି ଭାବେ ହରାଇବୁ। କାରଣ ଆମେ ବିଗତ କିଛି ଦିନ ହେବ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କୁ ସାମ୍ନା କରୁଛୁ ଓ ଏଥି ସହିତ ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଘଟଣା ଟି ହେଉଛି ।

ଘଟଣାଟି ଘଟିଛି ଯାଜପୁର ଜିଲ୍ଲାର ରସାଲପୁର୍ ବ୍ଲକର କୁରକୁରା ଗାଆଁରେ। ସେହି ଗାଁରେ ନୂଆ କରି ଏକ ମଦ ଦୋକାନ ଖୋଲା ଯାଇଥିଲା କିନ୍ତୁ ଘରଟି ସମ୍ପୂର୍ଣ ହୋଇ ନ ଥିଲେ ମଧ୍ୟ ସେଠାକାର ଲୋକମାନେ ସେହି ଘରେ ଲୁଚି ମଦ ବ୍ୟବସାୟ କରୁଥିଲେ । ଫଳରେ ସେଠାକାର ସ୍ଵୟଂ ସହାୟକ ଗୋଷ୍ଠୀର କିଛି ମହିଳା ମାନେ ସେ ଘରକୁ ଢେଲା ପଥର ମାରି ଭାଙ୍ଗିବାକୁ ଉଦ୍ୟମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ହେଲେ ଅନ୍ୟପଟେ ଲୋକମାନେ କିଛି କାରୋନା ନିୟମକୁ ଖାତିର ନ କରି ସେହି ମଦ ବୋତଲ ଗୁଡ଼ିକୁ ଗୋଟାଇ ଘରକୁ ନେଇ ଯିବାର ଦୃଶ୍ୟ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ମାନେ ଏପରି କରିବାର କାରଣ ମଦ ପିଇବା ପରେ କେହି ନିଜ ହସ୍ ରେ ନ ଥାଆନ୍ତି ତା ପରେ ଛୁଆ ପିଲା ଙ୍କୁ ମାରିବା ଘରୁ ଜିନିଷ ନେଇ ବିକ୍ରି କରିଦେବା । ଏହି ଭଳି ସବୁ ସମସ୍ୟା ଦେଖିବା ପାଇଁ ମିଳୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.