Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଭଣ୍ଡ ସାରଥିଙ୍କ ପରେ ଆଉ ଜଣେ ବାବା ! କରୋନାକୁ ଭଲ କରିଦେବେ କହି ଭକ୍ତ ଙ୍କ ସହ କରୁଛନ୍ତି ରାସଲୀଳା, ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ…ଦୟାକରି ନିଶ୍ଚିତ ଦେଖନ୍ତୁ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ଆପଣ ଜାଣି ପାରୁଥିବେ, ଆଜିର ଦୁନିଆର କିଛି ଏମିତି କାମାନ୍ଧ, ଅସାଧୁ ପୁରୁଷ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁ ଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ। ସେମାନେ ବାହାରେ ସାଧୁବାଦ୍ ର ଡିଡ଼ିମ୍ବ ପିଟିଲେ କଣ ହେବ, ଭିତରେ କିନ୍ତୁ ଅସାଧୁ ମନୋବୃତ୍ତି କୁ ପୋଷଣ କରିଥାନ୍ତି।

ସେମାନେଲୋକଙ୍କ ସରଲତାର ଫାଇଦା ଉଠାଇ ସେମାନେ ଲୋକଙ୍କ ଧାର୍ମିକ ବିଶ୍ୱାସ ସହ ଖେଳିବାକୁ ବି ପଛାଉ ନାହାଁନ୍ତି। ଆମେ ଆପଣଙ୍କୁ କହୁଛୁ ଭଣ୍ଡ ବାବା ମାନଂକର ଭାଣ୍ଡାମି ର କଥା।ଦିନକୁ ଦିନ ସେମାନଙ୍କର ପ୍ରାଦୁର୍ଭାବ ସମାଜରେ ବଢି ବଢି ଚାଲିଛି।ଲୋକଙ୍କ ସରଳତା ଏବଂ ଧାର୍ମିକ ବିଶ୍ୱାସ ର ଫାଇଦା ଉଠାଇ ସେମାନେ ଯାହା କରୁଛନ୍ତି ତାହା ବାସ୍ତବରେ ନିନ୍ଦନୀୟ ଏବଂ ଲାଜ୍ୟାଜନକ ବିଷୟ। ଏହିପରି ଭାବରେ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ମଧ୍ଯ ବଢ଼ିବାରେ ଲାଗିଛି। ଆଉ ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ବି କରୁଛି।

କିନ୍ତୁ କେଉଁଠି ପରିବାର ର ପ୍ରତିଜ୍ଞା ଆଗରେ ପୀଡ଼ିତା ମୁଣ୍ଡ ନୁଆଁଉଛି ତ ଆଉ କେଉଁଠି ସମାଜ ପାଇଁ।ତେବେ ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି। ଆଜିର ସମାଜରେ ଅନେକ ଏମିତି ଅନେକ ଭଣ୍ଡ ବାବା ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି ଅନେକ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି। ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି।

ସେହିଭଳି ଏକ ନିନ୍ଦନୀୟ ଲଜ୍ୟା କର ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ନିଶ୍ଚିତ।ଏହି ଘଟଣାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଦୁଇଜଣ ବାବା ଲୋକଙ୍କୁ ସ୍ପର୍ଶ କରି ତାଙ୍କ ରୋଗ ଭଲ କରିଦେବା ବାହାନାରେ ମହିଳାଙ୍କ ଶରୀରର bଆପତ୍ତି ଜନକ ଅଙ୍ଗକୁ ଛୁଉଁ ଅଛନ୍ତି ଏବଂ ଲୁଗା ଢାଙ୍କି ଚୁମ୍ବନ ବି କରୁଛନ୍ତି। ଲୋକେ ମଧ୍ୟ ଏହାକୁ ବିଶ୍ୱାସ କରି, ବାବାଙ୍କ ପ୍ରତିଭା ବୋଲି ଭାବୁଛନ୍ତି। ତେବେ ଲୋକେ ଏସବୁ ପ୍ରତି ସଚେତନ ହେବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.