Swastik Tv News Odisha

ଭୁବନେଶ୍ବର ରେ ଚାଲିଛି ଅନଲାଇନ ସେ-କ୍ସ ରକେଡ୍ ଶୁଣନ୍ତୁ କଲ କରି କଣ କହୁଛନ୍ତି ଦେହଜୀବୀ ? ଶୁଣିଲେ ଅବାକ୍ ହୋଇଯିବେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ।ଯଦି ଆମେ ଆମ ପୂର୍ବ ପୁରୁଷ ଙ୍କର ଜୀଵନ ଶୈଳୀ ଏବଂ ବର୍ତ୍ତମାନ ଆମ ମାନଙ୍କ ଜୀଵନ ଶୈଳୀ ମଧ୍ୟରେ ତୁଳନା କରିବା ତ୍ ନିଶ୍ଚିତ ଭାବରେ ଜାଣିପାରିବା କି ଏହି ଟେକ୍ନୋଲୋଜି ଆମ ଜୀଵନ କୁ କେତେ ଆଡ଼ଭାନ୍ସ ଏବଂ କେତେ ସହଜ କରିଦେଇଛନ୍ତି। ଗୋଟିଏ ସ୍ଥାନରେ ରହି ମଧ୍ୟ ଆମେ ସାରା ବିଶ୍ୱରେ କଣ ହେଉଛି କଣ ନାହିଁ ସେ ବିଷୟରେ ଜାଣିପାରୁଛୁ। କୌଣସି ଜିନିଷ ବିଷୟରେ ଜାଣିବାକୁ ହେଲେ ଆମକୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ହେଉନାହିଁ ବାସ ନିଜ ମୋବାଇଲ ସାହାଯ୍ୟ ରେ ସବୁକିଛି ଜାଣିପାରୁଛୁ।

ମାତ୍ର ଯଦି ଆମେ ଏହାର ବିପରୀତ ପକ୍ଷ କୁ ଦେଖିବା ତେବେ ଆମେ ଜାଣିପାରିବା କି ଏହା ଆମ ପାଇଁ ଯେତିକି ଉପଯୋଗୀ ଏହାର ସେତିକି ଖରାପ ପ୍ରଭାବ ମଧ୍ୟ ରହିଛି। ଖାସ କରି କେତେକ ସାଇବର କ୍ୟାମ୍ପ ଏହି ଟେକ୍ନିକାଲ ର ଦୁର୍ବ୍ୟବହାର କରୁଛନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣେଇବା କୁ ଯାଉଛୁ ଯାହା ଜାଣିଲେ ଆପଣ ଚକିତ ହୋଇଯିବେ।

ତେବେ ବର୍ତ୍ତମାନ ଦେଶ ତଥା ରାଜ୍ୟରେ କୋଭିଡ ର ତାଣ୍ଡବଲୀଳା ଚାଲିଥିବା ରୁ ସବୁ ସଂସ୍ଥା ତଥା ଶିକ୍ଷା ଠାରୁ ଆରମ୍ଭ କରି ବେଶ୍ୟାଳୟ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହୁଛି ।କିନ୍ତୁ ଟେକ୍ନିକାଲ ର ଫାଇଦା ଉଠାଇ ବେଶ୍ୟା ବୃତ୍ତି ଅନଲାଇନ ଚାଲିଛି ।ତେବେ ଏଥିରେ ସମ୍ପୂର୍କ୍ତ ଥିବା ମହିଳା ମାନେ ଏକ ଭିନ୍ନ ଢଙ୍ଗରେ କଲ କରି ସେକ୍ସ କରିବାକୁ ଲୋକଙ୍କୁ ନିଜ ଜାଲ ରେ ଫସାଇ ଦେଉଛନ୍ତି। ଏବଂ ପରେ ସେମାନ ଙ୍କ ଠାରୁ ଅନଲାଇନ ରେ ନିଜ ଦେହ ର ଚାର୍ଜ ମଧ୍ୟ ନେଉଛନ୍ତି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଜଣେଇବୁ।

ସୂଚନାଯୋଗ୍ୟ ଯେ, ସ୍ମାଟ ସିଟି ଭୁବନେଶ୍ୱର ପାଲଟିଛି ଅନଲାଇନ ସେକ୍ସ ସିଟି ।କୋଭିଡ ପାଇଁ ସବୁ ବେଶ୍ୟାଳୟ ବନ୍ଦ ଥିବାରୁ ଏହି ବେଶ୍ୟାଳୟ ରେ ଦେହ ଜୀବୀ ଭାବରେ କାର୍ଯ୍ୟ କରୁଥିବା ମହିଳା ମାନେ, ଏକ ପ୍ରାଇଭେଟ ନମ୍ବର ରେ ତଥା 7384540564 ନମ୍ବରେ କଲ କରି ସେକ୍ସ ସଙ୍ଗ ସୁନାଉଛନ୍ତି ଏବଂ ଏମାନ ଙ୍କର ଏକ ସାଇବର ଲିଙ୍କ ମଧ୍ୟ ପ୍ରସ୍ତୁତ କରିଛି ଯାହାର ନାମ ହେଉଛି nightanglefriendship. com ।

ଏହି ଲିଙ୍କ ଏବଂ ନମ୍ବର ମାଧ୍ୟମରେ ସେମାନେ ପୁଅ ମାନଙ୍କୁ କଲ କରୁଛନ୍ତି ଏବଂ ସେକ୍ସ ସଙ୍ଗ ଶୁଣାଇ ପରେ ତାଙ୍କୁ ଅନଲାଇନ ସେକ୍ସ କରିବା ପାଇଁ ଅଫର କରୁଛନ୍ତି। ଏବଂ ଅନଲାଇନ ମାଧ୍ୟମ ରେ ସେମାନେ ନିଜ ପାର୍ଟନର ବାଛୁଛନ୍ତି। ଏହି ଯୁବତୀ ମାନେ ପେମେଂଟ ମଧ୍ୟ ଅନଲାଇନ ଭାବରେ ଫୋନ ପେ ୟା ଗୁଗୁଲ ପେ ମାଧ୍ୟମରେ ନେଇଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଭଲ ଭାବରେ ଏହି ନମ୍ବର ଏବଂ ୱେବସାଇଟ କୁ ମନେ ରଖନ୍ତୁ ।ଯେପରି ଆଗକୁ କୌଣସି ଅସୁବିଧା ରେ ପଡିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.