Swastik Tv News Odisha

ପ୍ରେମୀ ଯୁଗଳ ଜଙ୍ଗଲରେ କରୁଥିଲେ ରାସଲୀଳା ସେତିକିବେଳେ ଧରି ନେଲେ କିଛି ଟୋକା ଆଉ ତା’ ପରେ…ଦେଖନ୍ତୁ ଭିଡିଓ

0

ପୁଣି ସାମ୍ନାକୁ ଆସିଛି ଏକ ଏମିତି ଘଟଣା ଯାହା ଅନେକାଂଶରେ ଆଲୋଚନା ର ବିଷୟ। ବାସ୍ତବିକ୍ ଭାବରେ ଦେଖିବାକୁ ଗଲେ ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ ନାହିଁ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ ଅନେକ କିଛି କାମ କରୁଛି ଆଜିର ମଣିଷ।ଏହି ଭିତ୍ତିରେ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି।

ଏହାଛଡା ସେମାନେ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ। ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର। ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ ମଧ୍ୟ କରୁଛି।ଏହା ସତ ଯେ ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଆଉ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି।

ମାତ୍ର ସେମାନଙ୍କ ଖରାପ୍ ବ୍ୟକ୍ତିଗତ ରୁଚି, ସ୍ଵଭାବ ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କେଉଁ ପ୍ରକାର ନୈତିକତା ପୂର୍ଣ୍ଣ କାର୍ଯ୍ୟ କଲାପ ସଭ୍ୟ ଶିକ୍ଷିତ ସମାଜର।ତେବେ ସାମ୍ନାକୁ ଆସିଥିବା ଏହି ଘଟଣା ଯାହା ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି।

ଯେଉଁଥିରେ ଦେଖିବାକୁ ମିଳିଛି କିଛି ଅପ୍ରୀତିକର ଘଟଣା। ଏଠାରେ ଏକ ନିଛାଟିଆ ସ୍ଥାନରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ସହିତ ଏକାଠି ଥିବାର ଦେଖି କିଛି ଯୁବକ ଅଟକ ରଖି ତାଙ୍କୁ ଅନେକ କଥା ପଚାରୁଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କୁ ହଇରାଣ କରୁଥିବା ଜଣା ପଡ଼ିଛି। ତେବେ ଯୁବତୀ ଜଣଙ୍କ ଏଠାକୁ ଜଣେ ଯୁବକଙ୍କ ସହ ଆସିଥିବା ବେଳେ ଧରା ପଡ଼ି ଯାଇଛନ୍ତି। ଏହାପରେ ସେ ଏହି ଯୁବକ ମାନଙ୍କ ପ୍ରଶ୍ନର ଉତ୍ତର ଡେଉଛନ୍ତି ଏବଂ କେହି ଜଣେ ଏହି ଘଟଣାକୁ ରେକର୍ଡ଼ କରୁଛି ବୋଲି ଜଣା ପଡ଼ୁଛି। ତେବେ ଏହି ଘଟଣା ଝାଡ଼ଖଣ୍ଡ ର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏକ ଅଞ୍ଚଳର ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.