Swastik Tv News Odisha

ଟିଉସନ ବାହାନା କରି ପ୍ରେଗନେଣ୍ଟ ହେଲା ନବମ ଶ୍ରେଣୀ ଝିଅ , ଘଟଣା ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଚମ୍ୱିତ…

0

ବନ୍ଧୁଗଣ ଏହା ନିଶ୍ଚିତ ଭାବରେ ସତ ଯେ, ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ।

ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଏହି ଘଟଣାରେ ନବମ ଶ୍ରେଣୀରେ ପଢୁଥିବା ଏକ ଛାତ୍ରୀ ଜଣେ ୧୩ ବର୍ଷର ବାଳକ ଦ୍ଵାରା ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଛି।ଏହି ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ରୂଢିଙ୍ଗିଆ ଗ୍ରାମରେ। ତେବେ ଯାହା ସୂଚନା ରହିଛି ଏହି ଗ୍ରାମର ଏକ ବ୍ୟକ୍ତି ଙ୍କ ଝିଅ ଯିଏକି ନବମ ଶ୍ରେଣୀରେ ପଢୁଥିଲା, ତାର ସେହି ଗ୍ରାମର ଏକ ପୁଅ ଯାହାର ନାମ ମିହିର, ବୟସ ୧୩ ତା ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା।ପରେ ସେମାନେ ପରସ୍ପର ଅନ୍ତରଙ୍ଗ ହୋଇଥିଲେ।

କିଛିଦିନ ପରେ ଯୁବତୀଙ୍କ ପରିବାର ଲୋକେ କୌଣସି କାରଣରୁ ଝିଅ ୭ ମାସର ଗର୍ଭବତୀ ଥିବା କଥା ଜାଣିବାକୁ ପାଇଲେ।ପରେ ସେମାନେ ଏ ବିଷୟରେ ଝିଅକୁ ପଚରାଉଚରା କରିବାରୁ ଝିଅ ଉକ୍ତ ପୁଅର ନାମ କହିଥିଲା।ସେ ପାଠ ପଢା ବାହାନାରେ ଉକ୍ତ ପୁଅ ସହ ବୁଲିବାକୁ ଯାଉଥିଲା ଓ ପରେ ସେମାନେ ଅନ୍ତରଙ୍ଗ ହୋଇଥିଲେ।ପରେ ଏକଥା ଜାଣି ପରିବାର ଲୋକେ ଲଜ୍ଜିତ ହେବା ସହ ଏ ବିଷୟରେ ପଦକ୍ଷେପ ସ୍ଵରୂପ ମିହିର ଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। କିନ୍ତୁ ମିହିର ତାଙ୍କ ପରିବାର କୁ ଜଣାଇଥିଲେ କି ଏସବୁ ମିଛ କଥା।ପରେ ଗାଆଁ ରେ ଭଦ୍ରଲୋକ ଏବଂ ମହିଳା ସଂଘକୁ ନେଇ ଏକ ବୈଠକ ହେଲା ଏବଂ ପୁଅ ଝିଅ ବିବାହ କରିବେ ବୋଲି ନିଷ୍ପତ୍ତି ହେଲା।

କିନ୍ତୁ ଏହାକୁ ସ୍ବୀକାର କରି ନଥିଲେ ବାଳକ ଜଣଙ୍କ ଏବଂ ଘରୁ କୁଆଡେ ଫେରାର ହୋଇ ଯାଇଥିଲେ।ପରେ ମହିଳା ସଂଘ ଝିଅର ସଂପୂର୍ଣ୍ଣ ଦାୟିତ୍ଵ ଉକ୍ତ ପରିବାରକୁ ଦେଇଥିଲେ ଏବଂ ଝିଅର ଖାଇବା ପିଇବା ରେ ଯେମିତି କିଛି ଅସୁବିଧା ନ ହୁଏ ସେଥିପ୍ରତି ସଚେତନ ରହିବାକୁ ସେମାନଙ୍କୁ କହିଥିଲେ।ପରେ ପୁଅ ଘର ଲୋକେ ଏକଥା କୁ ମାନିଥିଲେ ଏବଂ ସେମାନେ ତାଙ୍କର ଫେରାର ଥିବା ପୁଅକୁ ଖୋଜିବାରେ ଲାଗି ରହିଥିଲେ। ତେବେ ଏହି ଘଟଣା ଉକ୍ତ ଅଂଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.