Swastik Tv News Odisha

ଭୁବନେଶ୍ୱର ରେ ମଲ୍ ରୁ ଚୋରି କରୁଥିବା ବେଳେ ଧରା ପଡିଲେ ଜଣେ ଶିକ୍ଷିତ ମହିଳା ଭିଡ଼ିଓ ହେଲା ଭାଇରାଲ୍…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଚୋରି ଡକାୟତି ର ଘଟଣା ଯାହାକୁ ଜାଣିବା ପରେ ଆପଣ ହୋଇଯିବେ ତାଜୁବ। ଆପଣ ତ ଜାଣିଛନ୍ତି ଦିନକୁ ଦିନ କିପରି ଭାବରେ ଚୋରି, ଡକାୟତି, ହତ୍ୟା, ଲୁଟ୍ ଆଦି ମାମଲା ବୃଦ୍ଧି ପାଇବାରେ ଲାଗିଛି। କିପରି ଭାବରେ ଠକେଇ ବଢ଼ି ଚାଲିଛି ତାହା ମଧ୍ଯ ଆପଣ ନିଶ୍ଚିତ ଭାବରେ ଜାଣି ପାରୁଥିବେ। ଅନେକ ଲୋକଙ୍କ କ୍ଷେତ୍ରରେ ଚୋରି କରିବାର ମାନସିକତା ଏଭଳି ଭାବରେ ଦେଖା ଯାଉଛି ଯେ ସେମାନେ ଅଳ୍ପ ସମୟରେ ବିନା ପରିଶ୍ରମରେ ବହୁତ୍ କିଛି ହାସଲ କରିବାକୁ ଚାହୁଁଛନ୍ତି।କାରଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ବିଷୟରେ ସହଜରେ ଧାରଣା ପାଉଥିବେ।

ଏହା ସତ ଯେ ଏହି ସୋସିଆଲ ମିଡିଆ କୁ ମାଧ୍ୟମ କରି, ଏହାକୁ ବ୍ୟବହାର କରି ଅନଲାଇନ୍ ରେ ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଏହାର ଫାଇଦା ଉଠାଉଛନ୍ତି। ଏ ବିଷୟରେ ତ ଆପଣ ଜାଣିଥିବେ। ଡିଜିଟାଲ ଯୁଗରେ କିଛି ଜିନିଷ ଆଉ ଲୋକଙ୍କୁ ଅଛପା ହୋଇ ରହୁନାହିଁ। ଦେଶ ବିଦେଶର ଅନେକ ଖବର ମୁହୂର୍ତ୍ତକେ ଆସି ସାମ୍ନାରେ ପହଞ୍ଚି ଯାଉଛି। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ଆଉ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି।ରାଜଧାନୀ ଭୁବନେଶ୍ଵର ରେ ଏପରି ଅନେକ ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି। ତେବେ ଲକ୍ ଡାଉନ୍ ସମୟରେ ଏହି ଡିଜିଟାଲ ଠକ ମାନେ ତାଙ୍କର କାୟା ବିସ୍ତାର କରିଥିବା ବେଳେ ଏହା ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ପୁଣି କିଛି ଅଫଲାଇନ ଚୋରି ର ଅନେକ ମାମଲା ବି ସାମ୍ନାକୁ ଆସିଛି। ତେବେ ଏବେ ନିକଟରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାଟି ଅର୍ଥାତ୍ ଚୋରି ମାମଲାଟି ଭୁବନେଶ୍ବର ର ଏକ ସପିଂ ମଲ୍ ରୁ ହୋଇଛି ବୋଲି ଜଣା ପଡିଛି।

ଏଠାରେ ଜଣେ ମହିଳା ଚୋରି କରି ଧରା ପଡିଛନ୍ତି। ସି ସି ଟିଭି ରେ ତାଙ୍କର ଚୋରି କରୁଥିବା ସମୟର ଫୁଟେଜ ରେକର୍ଡ଼ ହୋଇଛି।ପରେ ସେ ସିକୁରିଟି ଗାର୍ଡଙ୍କୁ ଠେଲି ଚାଲି ଯାଉଥିଲେ ବୋଲି ଜଣା ପଡ଼ିଛି। ତେବେ ଧରାପଡ଼ିବା ପରେ ଏହି ମହିଳାଙ୍କ ପାଖରୁ ଅନେକ ଜିନିଷ ଜବତ ହୋଇଛି। ଦାମୀ ଦାମୀ ଡାର୍କ ଚକୋଲେଟ୍ ସହ ଅନ୍ଯ ଜିନିଷ କିଛି ସେ ଚୋରି କରିଥିଲେ। ତାଙ୍କୁ ଧରିବା ପରେ ସେସବୁ ଜିନିଷ ଜବତ କରି ତାଙ୍କୁ ପଚରାଉଚରା କରାଯାଇଛି। ତେବେ ଏହି ମହିଳାଙ୍କ ଘର ଓଡ଼ିଶାରେ ନୁହେଁ ବରଂ ସେ ରାଜସ୍ଥାନ ର ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.