Swastik Tv News Odisha

ଚତୁର୍ଥୀ ରାତିରେ ସ୍ତ୍ରୀକୁ ସମ୍ଭାଳିବାର ଦମ୍ ନାହିଁ ତ ବିବାହ କରୁଥିଲ କାହିଁକି….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ସମାଜରେ ପ୍ରତ୍ୟେକ ଦିନ କିଛି କିଛି ଘଟଣା ନିଶ୍ଚୟ ଦେଖିବାକୁ ପାଉଥିବେ , ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଆଜିର ଦିନରେ ପ୍ରତ୍ୟେକ ପୁରୁଷ ବା ନାରୀ ମାନଙ୍କର ଅନ୍ୟ ପୁରୁଷ ବା ନୀରୀ ସହିତ ସମ୍ପର୍କ ରେ ରହୁଛନ୍ତି । ଯାହା ପରବର୍ତ୍ତୀ ସମୟରେ ବିରାଟକାୟ ପରିସ୍ଥିତି ସୃଷ୍ଟି କରିଥାଏ , ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବିବାହିତ ନାରୀଙ୍କ ସ୍ୱାମୀ ଅନ୍ୟ କାହା ସମ୍ପର୍କରେ ରହିଛନ୍ତି । ମହିଳା ଜଣକ ଏ ସମ୍ପର୍କ ରେ ଜାଣିବା ପରେ ତାଙ୍କୁ ବିରୋଧ କରିଥିଲେ କିନ୍ତୁ ସ୍ୱାମୀ ତାଙ୍କର କୌଣସି ବି କଥା ଶୁଣି ନଥିଲେ ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଉକ୍ତ ମହିଳା ଜଣକ ସ୍ୱାମୀଙ୍କର ଟରଚର ସହ୍ୟ ନକରି ପାରି ତାଙ୍କ ଠାରୁ ମିରିଚୁଆଲ ଡିଭୋସ ନେବା ପାଇଁ ଚାହିଁଥିଲେ । ସ୍ୱାମୀ ମଧ୍ୟ ଏଥିରେ ରାଜି ହୋଇଥିଲେ ଏବଂ ଏଥିରେ 10 ଲକ୍ଷ ଟଙ୍କା ଦେବାର କଥା ହୋଇଥିଲା । ମାତ୍ର ସ୍ୱାମୀ 10 ଲକ୍ଷ ଟଙ୍କାର ଦେବାର ପ୍ରତିଶ୍ରୁତି ଦେଇ ଡେଟ ଘୁଞ୍ଚାଉଥିଲେ କିନ୍ତୁ ଆଜି ସେ ଟଙ୍କା ଦବା ପାଇଁ ସିଧା ମନା କରି ଦେଇଛନ୍ତି । ମହିଳା ଜଣକ ନିଜ ଝିଅ ସହ ଭୁବନେଶ୍ୱରରେ ଏକା ରହୁଛନ୍ତି ଏବଂ ମଝିରେ ମଝିରେ ତାଙ୍କୁ ବହୁତ ଡିଷ୍ଟପ ମଧ୍ୟ କରୁଛନ୍ତି । ମହିଳା ଜଣକ ସ୍ୱାମୀ କହିଛନ୍ତି , ଯେ ସେ ତାଙ୍କ ବାପାଙ୍କ ଖୁସୀ ପାଇଁ ତାଙ୍କୁ ମ୍ୟାରେଜ କରିଥିଲେ ।

ନିଜ ବିବାହିତ ସ୍ତ୍ରୀଙ୍କୁ ଛାଡି ଅନ୍ୟ ଯାଗାରେ ଅନ୍ୟ ସହ ରହୁଛନ୍ତି , ମହିଳାଙ୍କ କହିବା କଥା ଏହା ଯେ ବିବାହର ପୂର୍ବରୁ ସେ 4 ମାସ ତାଙ୍କ ସହ କଥାବାର୍ତ୍ତା କରିଥିଲେ । ମାତ୍ର ସେହି ସମୟରେ ବିବାହ ପାଇଁ ଇଚ୍ଛା ନାହିଁ ବା ଅନ୍ୟ କୌଣସି ସମସ୍ୟା ବିଷୟରେ ତାଙ୍କୁ ଜଣାଇଥିଲେ । କିନ୍ତୁ ବର୍ତ୍ତମାନ ସେ ତାଙ୍କୁ ପସନ୍ଦ କରୁ ନାହାନ୍ତି ଏବଂ ବାପାଙ୍କ ଖୁସୀ ପାଇଁ ସେ ବିବାହ କରିଛନ୍ତି ବୋଲି କହୁଛନ୍ତି । ଏହାଛଡା ସ୍ୱାମୀଙ୍କ ଭିଣେଇ ମଧ୍ୟ ମହିଳାଙ୍କୁ ମଧ୍ୟ ବହୁତ ଖରାପ ମେସେଜ କରନ୍ତି ଏବଂ ସ୍ୱାମୀ ତାଙ୍କୁ ବହୁତ ହଇରାଣ ମଧ୍ୟ କରୁଥିବାର ସେ କହିଛନ୍ତି । ବର୍ତ୍ତମାନ ମହିଳା ଜଣକ ଭୁବନେଶ୍ୱର ରେ ଏକା ରହୁଛନ୍ତି ଏବଂ ସେ ପ୍ରଜେକ୍ଟ ଫାଇନାନ୍ସ ଆକାଉଣ୍ଡରେ ଜବ୍ କରୁଛନ୍ତି ।

ସମାଧାନ ପାଇଁ ସେ କୋର୍ଟର ସାହାରା ନେଇଛନ୍ତି , ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କୁ ଟଙ୍କା ଦେଇଦେବା ପରେ ସେ ତାଙ୍କ ରାସ୍ତାରେ ମୁଁ ମୋ ରାସ୍ତାରେ ଚାଲିଯିବି । ଡିଭୋସ ପରେ ତାଙ୍କ ସହ କୌଣସି ପ୍ରକାର ରିଲେସନ ରଖିବା ପାଇଁ ଇଚ୍ଛା ନାହିଁ । ଟଙ୍କା ଦେଲେ ଯାଇ ମୁଁ ଏହି କେସ ଉଇଡ୍ରୋ କରିବି ନଚେତ୍ ମୁଁ ସେ ପର୍ଯ୍ୟନ୍ତ କେସ୍ ଲଢିବି ବୋଲି ଦାବି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.