Swastik Tv News Odisha

ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ…ଦେଖନ୍ତୁ ଭିଡ଼ିଓ

0

ଗୋଟିଏ ବାପା ଝିଅଙ୍କ କାହାଣୀ , ଯାହା ଆପଣ ମାନେ ଥରେ ଶୁଣିବା ମାତ୍ରେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ଆସିଯିବ । ଗୋଟିଏ ଦିନ ଝିଅ ପୁନିମ ଘରକୁ ଆସି ବାପାଙ୍କୁ କହିଲା , ବାପା ମୁଁ ମୋ ପସନ୍ଦର ପୁଅ ସହିତ ବାହା ହୋଇଗଲି । ଏହା ଶୁଣି ବାପା ବହୁତ ରାଗି ଗଲେ , କିନ୍ତୁ ସେ ବହୁତ ବୁଝିବା ଲୋକ ଥିଲେ । ସେ ଝିଅକୁ ବାସ ଏତିକି କହିଲେ ଯେ ମୋ ଘରୁ ବାହରି ଯା , ଝିଅ ତାର ଅସୁବିଧା ବିଷୟରେ କହିଲା କିନ୍ତୁ ବାପା କିଛି ଶୁଣିଲେ ନାହିଁ । କିଛି ବର୍ଷ ବିତି ଯିବା ପରେ ପୁନମ ର ବାପାଙ୍କ ଦେହାନ୍ତ ହୋଇଗଲା , ଦୁର୍ଭାଗ୍ୟ ବଶତଃ ସେ ଯେଉଁ ପୁଅ ସହ ବିବାହ କରିଥିଲେ ସେ ମଧ୍ୟ ଧୋକା ଦେଇ ଚାଲିଗଲା ।

ପୁନମ ର ପୁଅ ଗୋଟେ ଏବଂ ଝିଅ ଗୋଟେ ଥିଲେ , ଆଉ ସେ ଗୋଟେ ହଟୋଲ ଚଳାଉ ଥିଲେ , ସେଥିରେ ତାଙ୍କର ଜୀବନ ବିତୁଥିଲା । ପୁନମ ବାପାର ମୃତ୍ୟୁ ଖବର ପାଇବା ପରେ ମନେ ବହୁତ ଖୁସୀ ହେଲା , ଏବଂ ବାପା ଙ୍କ ଶବକୁ ଥରେ ଦେଖିବା ପାଇଁ ସ୍ଥିର କଲେ । ପୁନମ ତାର ବାପା ଘରେ ପହଞ୍ଚିବା ପରେ ସମସ୍ତେ ଅନ୍ତିମ କାର୍ଯ୍ୟରେ ବ୍ୟସ୍ତ ଥିଲେ , କିନ୍ତୁ ତାଙ୍କ ମନରେ ଟିକିଏ ହେଲେ ଦୁଃଖ ନଥିଲା । ଆଜି ପୁନମର ବାପାଙ୍କର 13 ଦିନ ଥିଲା ଏବଂ ପିଶା ପୁନମଙ୍କୁ ଏକ ଲେଟର ଦେଲେ ଓ କହିଲେ ଏ ଲେଟର ଟି ତୋ ବାପା ଲେଖିଥିଲେ । ରାତି ହେବା ପରେ ସମସ୍ତ ବନ୍ଧୁବାନ୍ଧବ ପଳେଇଲେ ଏବଂ ପୁନମ ସେହି ଲେଟର ଟିକୁ ପଢିବା ଆରମ୍ଭ କଲା ।

ସେଥିରେ ଲେଖା ହୋଇଥିଲା , ମୋର ପ୍ରିୟ ଗୁଡିଆ ମୁଁ ଜାଣିଛି ତୁ ମୋ ଉପରେ ରାଗିକି ଅଛୁ କିନ୍ତୁ ତୁ ତୋ ବାପାକୁ କ୍ଷମା କରିଦେ । ମୁଁ ଜାଣିଛି କି ମୁଁ ତୋତେ ଘରୁ ବାହାର କରିଦେଲି , ତୋ ପାଖରେ ରହିବାକୁ ଜାଗା ନଥିଲା । ମୁଁ ବି ଦୁଃଖ ରେ ଥିଲି କିନ୍ତୁ ତୋତେ ଛୋଟବେଳୁ ତୋର ସମସ୍ତ ଅଳି ଅଝଟକୁ ପୂରଣ କରିଛି । ତୋ ମନରେ କେବେହେଲେ ଦୁଃଖ ଆସିବା ପାଇଁ ଦେଇ ନାହିଁ , କିନ୍ତୁ ଏମିତି ଗୋଟେ ପୁଅକୁ ବିବାହ କରି ଆସିଲୁ ଯାହା ବିଷୟରେ ତୋତେ କିଛି ବି ଜଣା ନଥିଲା । କିନ୍ତୁ ମୁଁ ସେ ପୁଅ ବିଷୟରେ ସମସ୍ତ ଡାଟା ବାହାର କରିଥିଲି , ସେ ଏମିତି ଅନେକ ଝିଅକୁ ତାର କାମ ବାସନା ଓ ଟଙ୍କା ଲୋଭରେ ଫସାଇ ଅନେକ ଝିଅକୁ ଧୋକା ଦେଇଛି ।

ତୁ ସେତେବେଳେ ଏ ସବୁ ବୁଝିବା ପରିସ୍ଥିତିରେ ନଥିଲୁ , ମୋର ଅନେକ ଆଶା ଥିଲା ତୋର ବିବାହକୁ ନେଇ । ଆଲମିରାରେ ତୋ ମା ର କେତେଗୁଡିଏ ଗହଣା ଓ ଟଙ୍କା ରହିଛି ଏବଂ ବ୍ୟଙ୍କରେ ମଧ୍ୟ ଟଙ୍କା ଅଛି । ସେ ସବୁ ତୁ ନେଇ ଆସିବୁ , ପ୍ରଥମ ଥର ପାଇଁ ଯେତେବେଳେ ତୁ ବିବାହ କରି ଆସିଲୁ ପ୍ରଥମ ଥର ପାଇଁ ମୁଁ ବହୁତ ଭାଙ୍ଗି ପଡିଥିଲି । ବାପା ମା ସବୁବେଳେ ପିଲା ମାନଙ୍କର ଖୁସୀ ଚାହିଥାନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.