Swastik Tv News Odisha

ନିଜଠୁ 27 ବର୍ଷ ବଡ ପ୍ରଫେସରଙ୍କ ପ୍ରେମରେ ଛାତ୍ରୀ, ସାର୍ ରଖିଲେ ଶାରୀରିକ ସମ୍ପର୍କ ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

0

ପୂର୍ବ କାଳରେ ଗୁରୁଶିଷ୍ୟଙ୍କ ମଧ୍ୟରେ ଏକ ପବିତ୍ର ସମ୍ପର୍କ ଥିଲା ଏବଂ ଗୁରୁମାନେ ନିଜ ଛାତ୍ର ମାନଙ୍କୁ ପୁଅ ଝିଅ ପରି ମାନୁଥିଲେ । ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ସାହାର୍ଯ୍ୟ ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେମିତି ଏକ ନିନ୍ଦନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଜଣେ ଛାତ୍ର ଓ ଶିକ୍ଷୟତ୍ରୀ ଙ୍କ ଭିଡିଓ ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କର ପଦ ପ୍ରଦର୍ଶକ ହେବା ପରିବର୍ତ୍ତେ , ସେମାନେ ନିଜର କାମନା ପୂରଣ କରିବାରେ ବ୍ୟସ୍ତ ରହୁଛନ୍ତି । ଛାତ୍ର ଛାତ୍ରୀଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଉଛନ୍ତି । ତେବେ ସେମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଶୁଣିବା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ ଘଟଣାଟି ଜର୍ମାନୀର ଅଟେ , ଜଣେ 21 ବର୍ଷୀୟ ଛାତ୍ରୀ ତାଙ୍କ ଠାରୁ 27 ବର୍ଷ ବୟସ ବ୍ୟବଧାନ ଥିବା ତାଙ୍କର ଶିକ୍ଷକଙ୍କ ପ୍ରେମ ରେ ପଡି ଏବେ ସମସ୍ତ ସୀମା ଉଲଙ୍ଘନ କରିବାକୁ ବସିଛନ୍ତି । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜିନା ନାମକ 21 ବର୍ଷୀୟ ଛାତ୍ରୀ ସାଇକୋଲଜି ର ଛାତ୍ରୀ ଅଟନ୍ତି , ମାତ୍ର ସେ ଦର୍ଶନଶାସ୍ତ୍ର ପ୍ରତି ଯଥେଷ୍ଟ ଆଗ୍ରହୀ ଅଟନ୍ତି । ଏଥିପାଇଁ ସେ ନିଜ ୟୁଟ୍ୟୁବ ରେ ଦର୍ଶନଶାସ୍ତ୍ର ଅଧ୍ୟୟନ ଆରମ୍ଭ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ସେହି ଅନଲାଇନ ମାଧ୍ୟମରେ ପଢୁଥିବା ସେହି ଦର୍ଶନଶାସ୍ତ୍ର ଶିକ୍ଷକ ତାଙ୍କୁ ପସନ୍ଦ ଆସିଥିଲେ । ତେବେ ସେହି ଶିକ୍ଷକଙ୍କ ନା ଥିଲା ପିଟର ହେନୀଚ , 2017 ରେ ଉଭୟ ଇମେଲ ସାହାର୍ଯ୍ୟରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହି ପରି କିଛି ଦିନ ଯିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା , ସେ ଦୁହେଁ ପ୍ରଥମ ଥର 2018 ରେ ପରସ୍ପରକୁ ଦେଖା କରିଥିଲେ ।

ପରସ୍ପର ଦେଖାହେବା ପରେ ଭଲ ପାଇ ବସିଥିଲେ , କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି । କିନ୍ତୁ ଜିନା ଓ ପିଟର ଙ୍କ ଉଭୟ ପରିବାର ଲୋକ ଏ ସମ୍ପର୍କ କୁ ଗ୍ରହଣ କରିବାକୁ ନାରାଜ୍ । ଦୁହେଁ ପରସ୍ପରକୁ ବିବାହ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି , କିନ୍ତୁ ଘର ଲୋକ ଏହି ସମ୍ପର୍କୁ ସୀକୃତି ଦେଉ ନାହାନ୍ତି । ତେବେ ଭଲ ପାଇବା ଆଗରେ ବୟସର ର ତାରତମ୍ୟ ମଧ୍ୟ ଭୁଲି ଯାଉଛନ୍ତି । ଗୁରୁ ହୋଇ ଛାତ୍ରୀଙ୍କ ପ୍ରତି ଏପରି ମନୋଭାବ ରଖିବା ଆଧୁନିକତା ଗୁରୁର ପରିଚୟ ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.