Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ସ୍ତ୍ରୀ ଥାଇ ସଉତୁଣୀ ଆଣିବାର ସଉକ ଛାଡ଼ିଲା ! ଥାନା ଆଗରେ ସ୍ୱାମୀଙ୍କୁ ନିର୍ଧୁମ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର, ଭିଡ଼ିଓ ଭାଇରାଲ୍…

0

ଆଜିକାଲିର ଆଧୁନିକ ଯୁଗରେ ସମ୍ପର୍କ ର ମାନେ କିଛି ନାହିଁ , ଆଜିର ଯୁବପିଢୀ ମାନଙ୍କ ପାଇଁ ସମ୍ପର୍କ ଏକ ଖେଳଘର । ଭଗବାନ ଯେଉଁ ସମ୍ପର୍କ ଗଢିଥାନ୍ତି , ତାହାକୁ ସହଜରେ ଭାଙ୍ଗିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଆଜିକାଲିର ଆଧୁନିକ ସମାଜରେ ସବୁକିଛି ପରିବର୍ତ୍ତନ କରି ଦେଉଛି , ପ୍ରତ୍ୟେକ ଘରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଛି । ପରସ୍ପର ମଧ୍ୟରେ କଳହ ପରେ ସେମାନେ ବିଚ୍ଛେଦ ହୋଇ ଯାଉଛନ୍ତି । ତେବେ ସେମିତି ଏକ ନିନ୍ଦନୀୟ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି , ଯେଉଁଥିରେ ଆଜିର ମଣିଷ ନିଜର ନୈତିକତା ସଂଯମତା ହରାଇ ଏମିତି କିଛି ଲଜ୍ୟା ଜନକ କାଣ୍ଡ କରିବସୁଛି । ଯାହା ସମାଜ ପାଇଁ ଏକ ପ୍ରକାର ଲଜ୍ୟା ଜନକ ଅଟେ ।

ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଘଟଣା ପ୍ରତିଦିନ ଦେଖିବାକୁ ପାଉଥିବେ । ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଲଜ୍ୟାହୀନ ଭିଡିଓ ସାମ୍ନାକୁ ଆସୁଛି , ଯେଉଁଥିରେ ମଣିଷ ହୀନ ମାନସିକତାର ପରିଚୟ ପ୍ରଦାନ କରୁଛି । ତେବେ ସେହିଭଳି ଭାବରେ ଏକ ଲଜ୍ୟା ଜନକ ଘଟଣା ପୁଣିଥରେ ସାମ୍ନାକୁ ଆସିସି , ଯାହା ଶୁଣିବା ମାତ୍ରେ ଆପଣ ବି ଏହାକୁ ଧିକ୍କାର କରିବେ । ସୂଚନା ଅନୁସାରେ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ ପଞ୍ଚାୟତ ର ସୋନାରପଶୀ ଗ୍ରାମରେ । ଏହି ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଥାଉ ଥାଉ , ତାଙ୍କ ସହିତ ବିବାହ ବିଚ୍ଛେଦ ନହୋଇ ମଧ୍ୟ ତାଙ୍କ ସ୍ୱାମୀ ଆଉ ଜଣକୁ ବିବହା କରି ନେଇ ଆସିଥିଲେ ।

ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ , ପ୍ରଥମ ସ୍ତ୍ରୀ ଏ ସମ୍ପର୍କ ରେ ଜାଣିବା ପରେ ବିଚ୍ ରାସ୍ତାରେ ସ୍ୱାମୀ ଙ୍କୁ ନିର୍ଧମ୍ ମାଡ ମାରୁଥିବାର ଦେକିବାକୁ ମିଳିଛି । ତେବେ ସେହି ଅଭିଯୁକ୍ତ ସ୍ୱାମୀ ଜଣକ ହେଉଛନ୍ତି ବଡବିଲ ଗ୍ରାମର ସୁରେନ୍ଦ୍ର ମାହାନ୍ତଙ୍କ ପୁଅ ଗଣେଶ୍ୱର ମାହାନ୍ତ । ଯିଏକି 6 ବର୍ଷ ପୂର୍ବେ ସୋନାରୀପଶି ଗ୍ରାମର ପରେଶ ମାହାନ୍ତଙ୍କ ଝିଅ ଲକ୍ଷ୍ମୀ ମାହାନ୍ତଙ୍କୁ ହିନ୍ଦୁ ଧର୍ମର ରୀତିରିବାଜରେ ବିବାହ ସମ୍ପନ୍ନ କରିଥିଲେ । ଉଭୟଙ୍କର ମଧ୍ୟ ଗଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି , ଏହି କାରଣରୁ ସ୍ତ୍ରୀ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ୱାମୀଙ୍କୁ ମାରିଛନ୍ତି ।

ଏହା ଛଡା ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ନାରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଆଜିର ଦିନରେ ଜଣେ ପୁରୁଷ ବିବାହ କରିବା ପରେ ବା ସେମାନଙ୍କର ସନ୍ତାନ ଥାଇ ସୁଦ୍ଧା ସେମାନେ ଅନ୍ୟ ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ଦ୍ୱିତୀୟ ବିବାହ କରୁଛନ୍ତି । ତେବେ ଏମିତି ଏକ ଘଟଣା ସମାଜ ପାଇଁ ନିନ୍ଦନୀୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.