Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ସ୍ତ୍ରୀ ସାମନା ରେ ଅନ୍ୟଜଣେ ଯୁବତୀଙ୍କ ସହିତ ସ୍ୱାମୀ କରୁଥିଲା ସେ-କ୍ସ, ଆଉ ତା’ପରେ…

0

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଘରେ ରହି ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ପାରୁଛନ୍ତି , କାରଣ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । ଘରେ ରହି ଦେଶ ଦୁନିଆରେ କଣ ସବୁ ହେଉଛି ସେ ସମ୍ପର୍କ ରେ ଜାଣିପାରୁ । ପ୍ରତିଦିନ ଦୁର୍ଘଟଣା ହେଉ ବା ଚୋରୀ ଡକାୟତି ଏହିପରି କିଛି ନା କିଛି ଦୁର୍ଘଟଣା ନିଶ୍ଚିତ ଘଟିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ରଙ୍ଗିଲା ସ୍ୱାମୀଙ୍କ ବିଷୟରେ କହିବାକୁ ଯାଉଛୁ , ଘଟଣା ସମ୍ପର୍କରେ ଜାଣିଲେ ଆପଣଙ୍କର ହୋସ୍ ଉଡିଯିବ ।

ତେବେ ଘଟଣାଟି ଏପରି ଯେ , ଜଣେ ସ୍ୱାମୀ ତା ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ଯୁବତୀ ସହ ସମ୍ପର୍କ ରଖିଥିଲା ଏବଂ ସ୍ତ୍ରୀକୁ କିରୋସିନି ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲା । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ । ସୂଚନା ଅନୁସାରେ ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଥିବା ଟେକ୍ନୋ ୱାର୍ଲଡ ନାମକ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ରେ । ସେଠାରେ ରଙ୍ଗିଲା ମାଲିକ ଉମାକାନ୍ତ ମାହାନ୍ତ କାମ କରୁଥିଲେ । ସେହି ଶିକ୍ଷାନିଷ୍ଠାନରେ ପୂଜା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ଦୀର୍ଘଦିନ ହେବ ଅନୈତିକ ସମ୍ପର୍କରେ ରହୁଥିଲେ ।

ଦିନେ ହଠାତ୍ ଉଭୟ ଫେରାର୍ ହୋଇ ଯାଇଥିଲେ , ମାତ୍ର ସ୍ତ୍ରୀ ସେମାନଙ୍କୁ ବହୁତ ଖୋଜା ଖୋଜି କରୁଥିଲେ । ବହୁ ଖୋଜା ଖୋଜି ପରେ ନିରାଶ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ । ଉମାକାନ୍ତ ଓ ସେହି ଯୁବତୀ ଜଣକ ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ସେଠାରେ ପରସ୍ପର ବୁଝା ବୁଝି କରିବା ପରେ ସ୍ତ୍ରୀ ଓ ସେହି ଯୁବତୀଙ୍କୁ ନେଇ ଏକ ଭଡାଘରେ ରହୁଥିଲେ । ତେବେ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ତାଙ୍କରି ସାମ୍ନାରେ ଯୁବତୀଙ୍କୁ ଉଲଗ୍ନ କରାଇ ସେକ୍ସ କରୁଥିଲେ ।

ଏହି ଦୃଶ୍ୟ ଦେଖି ତଥାପି ସେ ଚୁପ ରହିଥିଲେ , ମନେ ମନେ ସ୍ଥିର କରିଥିଲେ ଅନ୍ୟ ଏକ ଭଡାଘରେ ରହିବା ପାଇଁ , କିନ୍ତୁ ସେହି ଯୁବତୀ ଓ ତାଙ୍କ ସ୍ୱାମୀ ମିଳିତ ଭାବରେ କିରୋସିନି ଢାଳି ପୋଡି ଦେବା ପାଇଁ ଉଦ୍ୟମ କରିଥିଲେ । ସେ ଚିତ୍କାର କରି ବାହାରକୁ ବାହାରି ଆସିଥିଲେ , ପଡୋଶୀ ମାନେ ମଧ୍ୟ ଚିତ୍କାର ଶୁଣି ସାହାର୍ଯ୍ୟ ପାଇଁ ବାହାରି ଆସିଥିଲେ । ସ୍ୱାମୀ ତାଙ୍କ ଗର୍ଭରେ ବଢୁଥିବା ପିଲାକୁ ମଧ୍ୟ ନଷ୍ଟ କରି ଦେଇଥିବାର ସୂଚନା ମିଳିଛି , ଏମିତି ଏକ ଘଟଣା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ । ସମାଜରେ ଜଣେ ଶିକ୍ଷିତ ଯୁବପିଢୀ ହୋଇ ଏପରି ଲଜ୍ୟାଜନକ କାର୍ଯ୍ୟ କରିବା ଆଦୌ ଶୋଭନୀୟ ନୁହେଁ । ଯେଉଁ କାର୍ଯ୍ୟ କରୁଛନ୍ତି ଟିକିଏ ଭାବିଚିନ୍ତି କରନ୍ତୁ ନଚେତ୍ ଆଗାମୀ ସମୟରେ ଏହା ବିପଦ ସାଜି ଆପଣଙ୍କୁ ବିପଦରେ ପକାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.