Swastik Tv News Odisha

ଏଣ୍ଟ୍ରି ହେଉ ବା ପୋଲିସର ରେଡ୍‌, OYO Room ସହିତ ଜଡିତ ସତ୍ୟତାର ଖୁଲାସା…ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ଓୟୋ ଏମିତି ଏକ ଆବା ହୋଟେଲ , ଯାହା ମାର୍କେଟ ରେ ଆସୁ ଆସୁ ହିଟ ହୋଇଯାଇଥିଲା । ତେବେ ଏହି ହୋଟେଲ କେବଳ କୋପଲ ନୁହନ୍ତି ସାଧାରଣ ଲୋକାମନେ ମଧ୍ୟ ରହି ପାରିବେ । କିନ୍ତୁ 21 ବର୍ଷରୁ ଉର୍ଦ୍ଧ୍ୱ ଲଭରସ୍ ମାନେ ଏହି ହୋଟେଲ ରେ ବାସ କରି ପାରିବେ , ତେବେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଯେ ଏହି ହୋଟେଲ ରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ ବା ଏହି ହୋଟେଲ ରେ ଅନେକ ଥର ପେଲିସଙ୍କର ରେଟ୍ ପଡିଥାଏ । ତେବେ କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା ।

ଓୟୋ ସମସ୍ତ ଲୋକମାନଙ୍କ ପାଇଁ ଉପଲବ୍ଧ ଅଟେ , ଏଠାରେ କପଲ ମାନେ ଅର୍ଥାତ୍ ସାଧାରଣ ଲୋକମାନେ ମଧ୍ୟ ରହିବାର ବ୍ୟବସ୍ଥା ରହିଛି । ବଜେଟ ଅନୁସାରେ ବିଭିନ୍ନ ପ୍ରକାର ରୁମ ଗୁଡିକ ରହିଛି , ଏହାଛଡା ଅନମେରେଡ କପୁଲ ମାନେ ମଧ୍ୟ ଏଠାରେ ରହି ପାରିବେ । ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାର କଟକମା କରାଯାଏ ନାହିଁ , କିନ୍ତୁ ଉଭୟ କପୁଲଙ୍କର ବୟସ 21 ବର୍ଷ ହୋଇଥିବା ଆବଶ୍ୟକ । ହୋଟେଲ ବୁକ କରିବା ପୂର୍ବରୁ ସର୍ବପ୍ରଥମେ କଷ୍ଟମର ମାନଙ୍କର ଆଧାର କାର୍ଡ ଏବଂ ରେଜିଷ୍ଟର ବୁକ ରେ ଫୋନ୍ ନମ୍ୱର , ତା ସହ ପରପସ ଭିଜିଟ ରଖାଯାଏ । ସେମାନେ ଏଠାକୁ କଣ ପାଇଁ ଆସିଛନ୍ତି

ଏମିତି କିଛି ଲୋକମାନେ ରହିଛନ୍ତି , ଯେଉଁମାନେ ସେମାନଙ୍କର ଚିନ୍ତାଧାରା ପାଇଁ ଓୟୋ ଆଜି ବଦନାମ ହେଉଛି । କାରଣ ଏମିତି କିଛି ଓୟୋର ୱନରମାନେ ରହିଛନ୍ତି , ଯେଉଁ ମାନେ ଅଲ୍ପ ଦିନରେ ନିଜର ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି । ସେଥିପାଇଁ ସେମାନେ ହୋଟେଲ ମଧ୍ୟରେ ଅନେକ ପ୍ରକାର ଖରାପ କାର୍ଯ୍ୟ କରିଥାନ୍ତି , ଯେଉଁଥିପାଇଁ ଓୟୋ ହୋଟେଲ ଗୁଡିକ ବଦନାମ ହୋଇଥାଏ । ଏମିତି କିଛି କପଲ ରହିଥାନ୍ତି ଯେଉଁମାନେ ନିଜର ଅଶ୍ଳୀଳ ଭିଡିଓ କରି ସେସିଆଲ ମିଡିଆରେ ଭାଇରାଲ କରିବାର ଧମକ୍ ଦେଇ ବ୍ଲାକମେଲ କରିଥାନ୍ତି । ପରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଅୟୋ ହୋଟେଲ ରେ ରୁମ ପ୍ରାଇସ ବହୁତ କମ ଥାଏ , କାରଣ କଷ୍ଟମର ମାନଙ୍କର ମନମୁତାବକ ସମସ୍ତ ଜିନିଷ ଉପଲବ୍ଧ ଥାଏ । ରୁମ ଗୁଡିକ ନିଟ ଏଣ୍ଡ କ୍ଲିନ ମଧ୍ୟ ଥାଏ , ଯାହାଫଳରେ କଷ୍ଟମର ମାନେ ପୁଣିଥରେ ଆସିବା ପାଇଁ ଆଗ୍ରହୀ ହେବେ । ଅୟୋ କୁ ଫ୍ୟାମିଲି ମେମ୍ୱର ବା କୌଣସି ବ୍ୟାଙ୍କର ଷ୍ଟାପ ମାନେ ମଧ୍ୟ ନିଜର ମିଟିଙ୍ଗ ପାଇଁ ରୁମ ବୁକ କରିଥାନ୍ତି । ଏଠାରେ ସେମିତି କିଛି ଲାଗୁ କରାଯାଇ ନାହିଁ , ଯେ ଏଠାକୁ କେବଳ କପଲ ମାନେ ହିଁ ଆସି ପାରିବେ । ଏଟାକୁ ସମସ୍ତ ସାଧାରଣ ଲୋକମାନେ ମଧ୍ୟ ଆସିବାର ବ୍ୟବସ୍ଥା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.