Swastik Tv News Odisha

ଟ୍ରାଏଲ Room ଭିଡ଼ିଓ ଭାଇରାଲ ! ଟ୍ରାଏଲ ରୁମରେ ଡ୍ରେସ ଚେଞ୍ଜ କରୁଥିଲେ ହୋଇଯାଆନ୍ତୁ ସତର୍କ, ପ୍ରତ୍ୟେକ ମହିଳା ଏହି ଭିଡ଼ିଓ କୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଅନେକ ମହିଳା ମହିଳା ମାନେ ସଂପି ମହଲରେ ଡ୍ରେସ ଚେଞ୍ଜ କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ମାନେ ଟିକିଏ ସତର୍କ ହୋଇ ଯାଆନ୍ତୁ , କାରଣ ଟ୍ରାଏଲ ରୁମରେ ମଧ୍ୟ ମୋବାଇଲ ଫୋନରେ ଫୋଟ ଉତ୍ତଳନ ହେଉଛି । ଗୋଟିଏ ଗୋଟିଏ ଫୋଟ ରେ ଆପଣ ମାନେ ହୋଇ ପାରନ୍ତି ବଦନାମ , ଆପଣଙ୍କ ଶରୀର ସମସ୍ତ ଭିଡିଓ କଏଦ ହୋଇଯିବ ମୋବାଇଲ ଫୋନ ରେ । ଆଜି ଆମେ ଆପଣଙ୍କୁ ଏକ ଜଳନ୍ତ ଉଦାହରଣ ଦେଖାଇବୁ । କେନ୍ଦୁଝର ଜିଲ୍ଲାର ଏକ ସପିଂ ମୋଲ ରେ ଏକ ସାଙ୍ଘତିକ ଘଟଣା ସାମ୍ନାକୁ ଆସୁଛି । ଏତେ ବିରାଟକାୟ ନାମିଦାମି ମୋଲ ହେଲେ , କାମ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

ଲେଡିସ ମାନେ ନୂଆ କପଡା ନେଇ ଟ୍ରାଏଲ ରୁମରେ ଯାଉଛନ୍ତି , ଆଉ ଜଣେ ସବୁ ମୋବାଇଲରେ କଏଦ କରୁଛି ଭିଡିଓ । ଜଣେ ଯୁବତୀ ନୂଆ ପୋଷାକ ଟ୍ରାଏଲ କରିବାକୁ ଯାଇଥିଲେ , ରୁମ୍ ରେ ଚେଞ୍ଜିଙ୍ଗ କରିବା ପୂର୍ବରୁ ଜାଣିବାକୁ ପାଇଥିଲେ ଗୋଟିଏ ମୋବାଇଲ ଫୋନ ରେ କେହି ଜଣେ ଫୋଟ ଉତ୍ତଳନ କରୁଛି । ସଙ୍ଗେ ସଙ୍ଗେ ଯୁବତୀ ଜଣକ ମୋଲ ର କର୍ମଚାରୀ ମାନଙ୍କୁ ଅବଗତ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୁବକ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା ଚଲାଇଛି , ତେବେ ଏଠାରେ ପ୍ରଶ୍ନ ଉଠୁଛି ଲେଡିଜ ଚେଞ୍ଜିଙ୍ଗ ରୁମରେ କାହାକିଁ ନାହାନ୍ତି ଲେଡିଜ ସିକ୍ୟୁରିଟି ।

ପୂର୍ବରୁ ମଧ୍ୟ ଏହିପରି ଭାବରେ ଅନେକ ସୋପିଙ୍ଗ ମୋଲରେ ଫୋଟ ଉଠୁଥିବାର ଘଟଣା ନଜିର କୁ ଆସିଛି । ଯୁବତୀ ଜଣକ ଙ୍କ କହିବା କଥା ପ୍ରଥମେ ତାଙ୍କୁ ଡାଉଟ ହୋଇଥିଲା କି ପାଖ ରୁମରେ କେହି ଜଣେ ଫୋଟ ଉଠାଇକୁ ପ୍ରୟାସ କରୁଛନ୍ତି । ଏହାପରେ ଯୁବତୀ ପାଟି କରି ଅନ୍ୟ କର୍ମଚାରୀ ମାନଙ୍କୁ ଡାକିଥିଲେ ଏବଂ ସେହି ଲେଡିସ ଟ୍ରାଏଲ ରୁମରୁ ଜଣେ ପିଲାଟିଏ ବାହାରିଲା । ପିଲା ଟିକୁ ଅଧିକ ପଚରା ଉଚରା କରିବାକୁ ସେ ଧମମେ ମଧ୍ୟ ଦେଇଥିଲା । ସେହି ଭିଡିଓ କୁ ଭାଇରାଲ କରିଦେବ ବୋଲି , କିଛି ସମୟ ପରେ ତା ନା ଓ ବାପା ନା ପଚାରିବାରୁ ସେ ଭୁଲ ତଥ୍ୟ ଦେଇଥିଲା ।

ପରେ ତାର ଡିଟେଲ୍ସ ବାହାର କରିବାରୁ ଆଧାରକାର୍ଡ ରୁ ଜଣା ପଡିଥିଲା ସେ ଜଣେ ମୁସଲିମ ଅଟନ୍ତି । ତାଙ୍କ ନା ହେଉଛି ମହମ୍ମଦ ଅତିଫ୍ , ପରେ ମହିଳା ଜଣକ ଥାନାରେ ଏ ନେଇ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ମଧ୍ୟ ଅଭିଯୁକ୍ତ କୁ ଗିରଫ କରି ପଚରା ଉଚରା କରିଛି । ତେବେ ମହିଳା ମାନେ ଯେକୌଣସି ସପିଙ୍ଗ ମୋଲ କୁ ଯାଉଛନ୍ତି ବା ପୋଷାକ ଟ୍ରାଏଲ କରୁଛନ୍ତି , ଟିକିଏ ସତର୍କ ହୋଇ ରୁହନ୍ତୁ । କାରଣ ଆପଣ ମାନଙ୍କ ସହିତ ମଧ୍ୟ ଏହିପରି ଘଟି ଯାଇପାରେ , ସେଥିପ୍ରତି ସଚେତନ ରହିବା ସହ ସତର୍କ ମଧ୍ୟ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.