Swastik Tv News Odisha

ଏହି ଝିଅ ଏମିତି କହିଲା ଦେଖିଲେ ଆପଣ ଙ୍କ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ଡିଜିଟାଲ ଯୁଗରେ ପ୍ରାୟତଃ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଛି ଏଵଂ ସମସ୍ତେ କିଛି ନା କିଛି କାର୍ଯ୍ୟ ପାଇଁ ଏହାର ବ୍ୟବହାର ମଧ୍ୟ କରୁଛନ୍ତି। ଯୁବପିଢି ସୋସିଆଲ ମିଡ଼ିଆର ବ୍ଯବହାର ବହୁଳ ଭାବରେ କରୁ ଥିବାର ଦେଖିବାକୁ ମିଳୁଛି। ତେବେ କିଛି ଖବର ଅଳ୍ପ ସମୟ ମଧ୍ୟରେ ପାଇବା ପାଇଁ ଏକ ସହଜ ମାଧ୍ୟମ ପାଲଟିଛି ଇଣ୍ଟରନେଟ, ଡିଜିଟାଲ ସେବା। ସେଥିପାଇଁ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ। ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ। ଏହି କ୍ରମରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ।

ଆଉ ସେ ମଧ୍ୟରୁ ଖୁସି ହେଲାଭଳି, ମଜା ମସ୍ତି କଲାଭଳି ଏବଂ, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ତେବେ କୌତୁକିଆ ଭିଡିଓ ଗୁଡ଼ିକ ସାଧାରଣତଃ ଆମକୁ ମନୋରଂଜନ ର ସୁରାକ ଯୋଗାଇଥାଏ।

ଏହାକୁ ଦେଖିଲେ ଆମେ ବହୁତ୍ ଖୁସି ହୋଇଥାଉ।ବିଭିନ୍ନ ସମୟରେ ଅନେକ ଲୋକ ସେମାନଙ୍କ ମତକୁ, ପସନ୍ଦ ନାପସନ୍ଦ କୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି।ଏହା କିଛି ଜଣଙ୍କୁ ବହୁତ୍ ଭଲ ଲାଗିଥାଏ। ତେବେ ଏବେ ଆମେ ଜାଣିବା ଏବଂ ଦେଖିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ଏଠାରେ ଏକ ଯୁବତୀ ଏକ ଭିଡିଓ ରେ ତାଙ୍କର କଣ ମତ ଦେଇଛନ୍ତି ଆପଣ ଦେଖିବାକୁ ପାଇବେ।ଏହି ଝିଅଟି କଣ କହୁଛି ଥରେ ଶୁଣନ୍ତୁ।ଝିଅ ମାନଙ୍କର ସୁନ୍ଦରତା କୁ ନେଇ ସେ ଏକ ଗୀତ ମାଧ୍ୟମରେ ଏହାକୁ କହୁଛନ୍ତି।

ସେ ସମ୍ବଲପୁରୀ ଭାଷାରେ ଏହି ଗୀତକୁ ଏମିତି କହୁଛନ୍ତି ଯାହା ଶୁଣିବା ପାଇଁ ଯେତିକି ଭଲ ଲାଗୁଛି ସେତିକି ପ୍ରତିକ୍ରିୟା ମଧ୍ୟ ଲୋକେ ଦେଉଛନ୍ତି। ଯୁବତୀ ଜଣଙ୍କ ତାଙ୍କ ଭାଷାରେ କହୁଛନ୍ତି ଯେ, କିଏ କହୁଛି ଯେତିକି ସୁନ୍ଦରୀ ଝିଅ ଅଛନ୍ତି ସବୁ ବଲାଙ୍ଗିରର ତଳେ।ଆଉ କିଏ କହୁଛି ସମ୍ବଲପୁର ତଳେ, ଆଉ କିଏ କହିଲା ଝାରସୁଗୁଡ଼ା ର ତଳେ। କିନ୍ତୁ ଏଇଟା ଜାଣିଛ ସମ୍ବଲପୁରର ପିଲା ମାନେ ମଧ୍ୟ ବହୁତ୍ ସୁନ୍ଦର୍। ମୁଁ ମୋର ଗାଆଁ ପାଇଁ କହୁନାହିଁ। ଯେତିକି ସୁନ୍ଦର୍ ପିଲା ରହିଛନ୍ତି ସେମାନେ ସମ୍ବଲପୁରିଆ ପିଲାଙ୍କ ତଳେ ବୋଲି ସେ କହିଛନ୍ତି।ସେ ସମସ୍ତ ସମ୍ବଲପୁରର ପିଲା ମାନଙ୍କ ପାଇଁ ଏହା କହୁଛନ୍ତି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.