Swastik Tv News Odisha

ଶୁଣନ୍ତୁ ଭାଇରାଲ Audio Call : ମାଡାମ ଗୋଟେ ରାତିକୁ କେତେ ନେବେ ! ଆପଣ ମୋର Girl friend ଟିକେ Kiss କରିଥାନ୍ତି…ଦେଖନ୍ତୁ ଭିଡ଼ିଓ

0

ଆଜିର ସମାଜର ଯୁବପିଢୀ ମାନେ ଏତେ ମାତ୍ରାରେ ତଳକୁ ଖସି ଯାଉଛନ୍ତି , ତାହା କଳ୍ପନା କରିବା ମଧ୍ୟ କଷ୍ଟକର ହୋଇ ପଡୁଛି । ଆପଣ ମାନେ ପ୍ରତିଦିନ କିଛି ନା କିଛି ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଜାଣିପାରୁଥିବେ । କିଭଳି ଆଜିର ଅଧୁନିକ ସମାଜ ର ଯୁବପିଢୀ ମାନେ ଏଭଳି ଘୂନ୍ୟ କାର୍ଯ୍ୟ କରି ସମାଜ ଆଗରେ ଲଜ୍ଜିତ ହେଉଛନ୍ତି । ମଣିଷ ନିଜର କାମନା ବାସନା ଏବଂ ଶାରୀରିକ ସମ୍ପର୍କ ରଖିବାର ଲାଳସା ତାଙ୍କୁ ଅନ୍ଧ କରିଦେଉଛି । ଯେଉଁଟା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ , କିନ୍ତୁ ଏପରି ଅଭଦ୍ର କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ମନରେ ଟିକିଏ ହେଲେ ଭୟ ନାହିଁ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ ଜଣେଇବୁ , ଯାହା ଆପଣ ମାନେ ଶୁଣିବା ମାତ୍ରେ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ନିନ୍ଦା ଅନୁଭବ କରିବେ । ତେବେ ଘଟଣାଟି ହେଉଛି ଜଣେ ଯୁବକ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଫୋନରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳିଛି । ଏପରି ନିନ୍ଦନୀୟ ବାର୍ତ୍ତା ସମାଜ ପାଇଁ ଏକ ଲଜ୍ୟାଜନକ ଅଟେ , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସହ ଫୋନ ରେ କଥାବାର୍ତ୍ତା ହେଉଥିଲେ । ଯୁବକ ଜଣକ ମହିଳାଙ୍କୁ ଏକ ଫୋଟ ମଧ୍ୟ ମାଗିଥିଲେ ଏହା ସହ ତାଙ୍କୁ ହକ୍ , କିସ ମଧ୍ୟ କରିବା ପାଇଁ କହୁଥିଲେ । ମହିଳା ଜଣକ ଏଥିପାଇଁ ରାଜି ଥିବାର କଥାବାର୍ତ୍ତାରୁ ହିଁ ଜଣା ପଡୁଥିଲା ଏବଂ ଏଥି ସହିତ ମହିଳାଙ୍କୁ ଯୁବକ ଜଣକ କହୁଥିଲେ , ଯେ କେତେ ଟଙ୍କା ନେଲେ ସେ ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ହେବ । ଯୁବକ ଙ୍କ କଥାରେ ମହିଳା ଜଣକ ସମର୍ଥନ କରୁଥିଲେ , ଉଭୟ କଥାବାର୍ତ୍ତା ହେଉଥିବା ସମୟରେ କଲ୍ ଟି ରେକର୍ଡ ହୋଇ ଯାଇଥିଲା । ଏହାପରେ ସେହି ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ନିନ୍ଦନୀୟ କୋଥପ କୋଥନର ରେକର୍ଡ ବର୍ତତ୍ତମାନ ଖବ୍ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ ଏଭଳି ଲଜ୍ୟା ଜନକ କାର୍ଯ୍ୟ ଆମ ସମାଜ ଉପରେ କି ପ୍ରକାର ପ୍ରଭାବ ପକାଇବ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ । ତେଣୁ ଏହି ଘଟଣାର ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସରକାର ଏଥିପାଇଁ କୌଣସି ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଯାଇ ଏଭଳି ଘୂନ୍ୟ କାର୍ଯ୍ୟ କରିବା ପୂର୍ବରୁ ଲୋକମାନେ ଟିକିଏ ଅବଶ୍ୟ ଚିନ୍ତା କରିବେ ଏବଂ ଏଭଳି କାର୍ଯ୍ୟ କରିବା ପାଇଁ ସାହସ କରିବେ ନାହିଁ । ସରକାର ମଧ୍ୟ ଏଥିପ୍ରତି ଅଧିକ ଦୃଷ୍ଟି ଦେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.