Swastik Tv News Odisha

ଏହି ଚପଲ ପିନ୍ଧନ୍ତୁ ମିଳିବ ସରକାରୀ ଚାକିରୀ ! ଭଡ଼ା ରେ ବି ମିଳୁଛି, ଏ ଚପଲ ଗୁଣ ଜାଣିଲେ ହୋସ ଉଡ଼ିଯିବ…

0

ଆଜିକାଲି ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହା ମାଧ୍ୟମରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି ଲୋକ ମାନେ ଏହାର ସଦୁପଯୋଗ କରୁଥିବା ବେଳେ ଆଉ କିଛି ଲୋକ ମାନେ ଏହାର ଦୃବ୍ୟବହାର ମଧ୍ୟ କରି ଥାଆନ୍ତି। ଏଭଳି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଟେକ୍ନୋଲୋଜି ମାଧ୍ୟମରେ ଏହାର ଫାଇଦା ଉଠାଇ ବଡ଼ ବଡ଼ କାର୍ଯ୍ୟ ହାସଲ କରି ଥାଆନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନେ ପର ମୁହୂର୍ତ୍ତରେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ମଧ୍ୟ ହୋଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି କିଛି ପରୀକ୍ଷାର୍ଥୀ ଚପଲ ଦ୍ୱାରା କପି ବ୍ୟବହାର କରି ଧରା ପଡ଼ିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଚପଲ ଦ୍ୱାରା କେଉଁ ଭଳି ଭାବରେ କପି କରା ଯାଉଛି ନଜର ପକାଇବା ;

ସୂଚନା ଅନୁସାରେ, ରାଜସ୍ଥାନରୁ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ରାଜସ୍ଥାନର ଅନେକ ଜିଲ୍ଲା ମାନଙ୍କରେ ସରକାରୀ ସ୍କୁଲରେ ୩୧ ହଜାର ପଦବୀ ବାହାରି ଥିଲା। ସେଥି ମଧ୍ୟରୁ ୧୬ ଲକ୍ଷ୍ୟ ପିଲା ପରୀକ୍ଷା ଦେଇ ଥିଲେ। ପରୀକ୍ଷା ଚାଲୁ ଥିବା ସମୟରେ ମୋବାଇଲ ଓ ମେସେଜକୁ ବିଚ୍ୟୁତ କରା ଯାଇ ଥିଲା। ସେଥିରୁ କିଛି ଠକ ପିଲା ଏଭଳି ନିଷ୍ପତ୍ତିକୁ ଖାତିର ନ କରି, ଚପଲର ଆଶ୍ରୟ ନେଇ ଥିଲେ। ଆଜମେୟରର ଜଣେ ବ୍ୟକ୍ତି ଏହି ଚପଲ ଦ୍ୱାରା କପି କରି ଧରା ପଡିବା ସହିତ ତାଙ୍କ ସହ ଆଉ ୫ ଜଣ ମଧ୍ୟ ଧରା ପଡିଛନ୍ତି।

ତେବେ ଏହି ଚପଲ ଭିତରେ ଏକ ମୋବାଇଲ ଫୋନ ରହିବା ସହିତ ବ୍ଲୁତୁର୍ଥ ଡିଭାଇସ ଲାଗିଛି ଓ ଅନ୍ୟ ପଟେ ପରୀକ୍ଷାର୍ଥୀଙ୍କ କାନରେ ମଧ୍ୟ ଏକ ବ୍ଲୁତୁର୍ଥ ଲାଗିଛି। ଯାହା ଫଳରେ କି ସେମାନଙ୍କୁ କପି କରିବା ପାଇଁ ସହଜ ହୋଇ ପଡି ଥାଏ। ଏହି ଚପଲର ଦାମ ୬ ଲକ୍ଷ ଟଙ୍କା ହୋଇଥାଏ, ସମସ୍ତଙ୍କ ପାଇଁ ଏହା କିଣିବା ମଧ୍ୟ ସମ୍ଭବ ହୋଇ ନଥାଏ। ସେଥିପାଇଁ ଏହି ଚପଲଟି ଭଡାରେ ମିଳିଥାଏ ଓ ଏହି ଚପଲର ପ୍ୟାକେଜ ପାଇଁ ପରୀକ୍ଷାର୍ଥୀଙ୍କୁ ୨ ଲକ୍ଷ୍ୟ ଟଙ୍କା ଦେବାକୁ ପଡିଥାଏ ବୋଲି ଆଜମେୟର ପୋଲିସ କହିଛନ୍ତି। ଏହି ମାମଲାରେ ଅଧିକରୁ ଅଧିକ ଲୋକ ମାନଙ୍କୁ ଧରା ପକାଇବା ପାଇଁ ମଧ୍ୟ ଚେଷ୍ଟା ରହିଛି। ଯଥା ଶୀଘ୍ର ଏଭଳି କାର୍ଯ୍ୟକୁ ବନ୍ଦ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.