Swastik Tv News Odisha

ଦେଖନ୍ତୁ EXCLUSIVE ଭିଡ଼ିଓ : FREE FIRE ଗେମ ଖେଳିବାକୁ ମନା କରିବାରୁ ରାତି ସାରା ଫାଶୀରେ ଝୁଲି ପଡିଲେ ନବମ ଶ୍ରେଣୀ ଛାତ୍ର, ଭିଡ଼ିଓ ଦେଖିଲେ ହୋଇଯିବେ ତାଯୁବ…..

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖି ବାକୁ ମିଳିଥାଏ। ସମାଜରେ ଅନୀତି, ଅତ୍ୟାଚାର ଓ ଅନ୍ୟାୟ କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବହୁତ ମାତ୍ରାରେ ବଢି ଚାଲିଛି। ଆଜିକାଲିର ପିଲା ମାନେ ମାନେ ଆସନ୍ତା କାଲିର ଭବିଷ୍ୟତ ଅଟନ୍ତି। ସେମାନଙ୍କୁ ନେଇ ପରିବାର ଓ ସମାଜ ବହୁତ କିଛି ସ୍ବପ୍ନ ଦେଖି ଥାଏ। କିନ୍ତୁ ସେହି ପିଲା ମାନେ ଭବିଷ୍ୟତକୁ ଦୃଷ୍ଟିରେ ନରଖି ପାଠ ପଢା ପ୍ରତି ଆଗ୍ରହ ହେଉ ନାହାଁନ୍ତି। କିନ୍ତୁ ସେମାନେ ପାଠକୁ ଛାଡି ଖେଳ କୁଦ ପ୍ରତି ବେଶି ଆଗ୍ରହ ହେଉଛନ୍ତି। ସେମାନେ ଖେଳ ପାଇ ପୁରା ପାଗଳ ପରି ହେଇ ଯାଉଛନ୍ତି। ସେମାନେ ଖେଳ ପାଇଁ ନିଜ ଜୀବନକୁ ମଧ୍ୟ ହରେଇ ଦେଉଛନ୍ତି। ଏଭଳି ଖବର ସମ୍ବାଦ, ଟିଭି ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଜଣେ ପିଲାଟି ଫ୍ରି-ଫାୟାର ଗେମ ଯୋଗୁଁ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, କରୋନା ମହାମାରୀ ବିପଦକୁ ଦୃଷ୍ଟିରେ ରଖି ସରକାର ସବୁ ସ୍କୁଲ ଓ କଲେଜ ବନ୍ଦ ରଖିଥିଲେ। ପିଲାଙ୍କ ଭବଶ୍ୟତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପିଲାମାନେ ନିଜ ଘରେ ବସି ମୋବାଇଲ ଦ୍ୱାରା ଅନଲାଇନ କ୍ଲାସ କରିବା ପାଇଁ ନିଷ୍ପତ୍ତି ନେଇ ଥିଲେ। ଜଣେ ପିଲାଟି ଅନଲାଇନ କ୍ଲାସ କରିବା ପାଇଁ ତାଙ୍କ ଘର ଲୋକ ତାକୁ ଏକ ମୋବାଇଲ ଫୋନ ଦେଇ ଥିଲେ ଓ ସେଥିରେ ସେ ଅନଲାଇନ କ୍ଲାସ ମଧ୍ୟ କରିଥିଲା।

ସେହି ପିଲାଟି ଦିନେ ମୋବାଇଲରେ ଫ୍ରି-ଫାୟାର ଗେମ ଖେଳୁ ଥିଲା, ତା’ର ମାଆ ପିଲାଟି ଗେମ ଖେଳୁ ଥିବାର ଦେଖି ବହୁତ ଜୋର ରାଗି ଯାଇ ଥିଲେ ଓ କହିଲେ ଯେ, ଆଗକୁ ପରୀକ୍ଷା ଅଛି ଖେଳ ବନ୍ଦ କରି ଦିଏ। ମାଆଟି ସେତିକି କଥା କହି ପିଲାଟି ହାତରୁ ଫୋନ ଛଡାଇ ଆଣି ତାଙ୍କ ଶିକ୍ଷକଙ୍କ ନିକଟକୁ ମେସେଜ କରିଥିଲେ ଯେ, ଆପଣଙ୍କ ସହିତ କିଛି କଥା ହେବାକୁ ଚାଂହୁଛି, ସେହି ପଦେକ କଥାରେ ପିଲାଟି ଛାତ ଉପରକୁ ଯାଇ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଦେଲା। ପିଲାଟିର ଏଭଳି ମୃତ୍ୟୁ ଦେଖି ମାଆ ତା’ର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଭଳି ଘଟଣା ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Comments are closed.