Swastik Tv News Odisha

ହାତ / ଗୋଡ ଯନ୍ତ୍ରଣା, ପିଠି ଯନ୍ତ୍ରଣା, ଦୁର୍ବଳତା, ଥକାପଣ, ରକ୍ତ ଅଭାବ, ମେଦବହୁଳତା / ଚର୍ବି 80 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ୧୦୦% ଗ୍ୟାରେଣ୍ଟି

0

ବୟସ ବଢିବା ସଙ୍ଗେ ସଙ୍ଗେ ଆମ ଶରୀରରେ ଭିଟାମିନ ଓ ପ୍ରଟିନ ର ମାତ୍ରା କମି କମି ଯାଇଥାଏ । ଯାହାଫଳରେ ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଯାଇଥାଏ , ଯେମିତିକି ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା ହେବା , ଶରୀର ଦୁର୍ବଳ ଅନୁଭବ ହେବା , ପେଟ ଯନ୍ତ୍ରଣା ଆଦି ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦେଖାଯାଏ । ଏହି ସବୁ ସମସ୍ୟା ଆମ ଶରୀରରେ ଅନେକ କଷ୍ଟ ଏବଂ ଯନ୍ତ୍ରଣା ମଧ୍ୟ ଦେଇଥାଏ ।

ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଅମ୍ଭେମାନେ ଅନେକ ପ୍ରକାର ମେଡିସିନର ସେବନ କରିଥାଉ , ଯାହା କିଛି କ୍ଷଣ ପାଇଁ ଉପଶମ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାର ସମସ୍ୟା କୁ ଦୂର କରିଥାଏ ।

ତେବେ ସେହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଦୁଇ ଚାମଚ ଖସଖସ୍ କୁ ଅଳ୍ପ ପାଣିରେ 2-3 ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଖସଖସ୍ ଏକ ପ୍ରକାର ମସଲା ଅଟେ , ଯେଉଁଥିରେ ପ୍ରଟିନ ଓ ମିନେରାଲ , ଫାଇବର ଆଦି ଆଧିକ ପରିମାଣରେ ରହିଥାଏ । ସନ୍ଧ୍ୟା ସମୟରେ ଆପଣ ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ଖସଖସ୍ ର ପ୍ରୟୋଗ କରନ୍ତୁ ଏବଂ ସେଥିରେ ଛୋଟ ଛୋଟ ଗୋଳା ବିଶିଷ୍ଟ ଛେନା ର ପ୍ରୟୋଗ କରନ୍ତୁ । ଶୋଇବା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ ।

1. ହାର୍ଟ ରୋଗ ଦୂର କରେ :-

ହାର୍ଟ ପେସେଣ୍ଡ ମାନଙ୍କ ପାଇଁ ଏହି ଉପଚାରର ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହାର୍ଟ ଜନିତ ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ଏବଂ ଶରୀରରେ ଏମ୍ୟୁନିଟି ପାୱାର କୁ ବୃଦ୍ଧି କରିଥାଏ ।

2. କେଶ ଝଡିବା ସମସ୍ୟା ଦୂର କରେ :-

ଲହୁଣି ଏବଂ ଖସଖସ୍ ରେ ପ୍ରସ୍ତୁତ ହୋଇଥିବା ଉପଚାରର ସେବନ ଦ୍ୱାରା କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଖସଖସ୍ ରେ ଅଧିକ ମାତ୍ରାରେ ଫାଇବର ରହିଥାଏ ଏବଂ କ୍ୟାଲସିୟମ ରହିଥାଏ , ତାହା ଆମ କେଶ ଝଡିବାକୁ କମ କରିଥାଏ ।

3. ପେଟ ଜନିତ ସମସ୍ୟା ଦୂର କରେ :-

ଯେଉଁମାନଙ୍କର ପେଟ ଜନିତ ସମସ୍ୟା ରହିଥାଏ ବା ସକାଳେ ଠିକ୍ ଭାବରେ ପେଟ ସଫା ହୋଇ ନଥାଏ , ସେମାନ ଖସଖସ୍ ମିଶା କ୍ଷୀର ର ସେବନ କରି ପାରିବେ । ଯାହାଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

4. ଇମ୍ୟୁନିଟି ବଢାଇଥାଏ :-

ଖସଖସ୍ ମିଶା କ୍ଷୀରରେ ଅଧିକ ମାତ୍ରାରେ ଜିଙ୍କ ଓ ଆଇରନ ରହିଥାଏ , ଯାହା ଆମର ରୋଗପ୍ରତିରୋଧକ ଶକ୍ତି କୁ ମଜବୁତ କରିଥାଏ । ଏହାସହ ଫେସର ଗ୍ଲୋ ମଧ୍ୟ ବଢିଥାଏ ।

;

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.