Swastik Tv News Odisha

ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଆମ ଦେଶ ଅନେକ କିଛି ଆଇନ କାନୁନ୍ ଦ୍ୱାରା ବନ୍ଧା ହୋଇଥାଏ , ଯାହା ସମସ୍ତ ଜନସାଧାରଣ ମାନଙ୍କ ପାଇଁ ମାନିବା ବାଧ୍ୟତାମୂଳକ ଅଟେ । ଦେଶରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଅନେକ ପ୍ରକାର ନୀତି ନିୟମ ରହିଛି । ଯାହାକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ , କିନ୍ତୁ ଏହି ନୀତି ନିୟମକୁ ଯେଉଁମାନେ ଅବମାନନା କରିଥାନ୍ତି , ସେମାନଙ୍କ ପାଇଁ ମଧ୍ୟ ଦଣ୍ଡ ବିଧାନ ରହିଛି .। କେଉଁ ଦୋଷ କଲେ କେଉଁ ଦଣ୍ଡ ମିଳିବା ଉଚିତ୍ ସେସବୁ ପୂର୍ବରୁ ଆମ ସମ୍ୱିଧାନ ଧାରା ଅନୁସାରେ ଲେଖା ହୋଇ ରହିଛି । ଯେକୌଣସି ବି ଘଟଣା ହେଉ ନା କାହିଁକି ତାହାକୁ ପୁଙ୍ଖା ନୁପୁଙ୍ଖ ଭାବରେ ତଦନ୍ତ କରିଥାନ୍ତି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେଉ ବା ରାଜ୍ୟ ମାନଙ୍କର ଛୋଟ ଛୋଟ କୋର୍ଟ ହୁଅନ୍ତୁ , ସମସ୍ତେ ଘଟଣାକୁ ଭଲ ଭାବରେ ତଦନ୍ତ କରି ତାର ଉଚିତ୍ ଫଇସଲା ଶୁଣାଇଥାନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । ଜଣେ ସାଧାରଣ ମଣିଷ ହେଉ ବା କୋଟିପତି ବା ଉଚ୍ଚପଦସ୍ଥ କର୍ମଚାରୀ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ବିଚାରଧାରା ସମାନ ହୋଇଥାଏ । କୋର୍ଟର ସମସ୍ତ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହୋଇଥାଏ । ଏହାଛଡା ଏ ସମସ୍ତ ନିତୀ ନିୟମକୁ ମାନିବା ଏକ ପ୍ରକାର ବାଧ୍ୟତା ମୂଳକ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଶୁଣାଣି କରିଛନ୍ତି ପାର୍ଟନା କୋର୍ଟ ।

ସୂଚନା ଅନୁସାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ଶୁଣାଣି କରି ବଡ ରାୟ ଦେଇଛନ୍ତି ପାର୍ଟନା କୋର୍ଡ । ତେବେ ଘଟଣାଟି ହେଉଛି , ଯଦି ବିବାହ ପରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି ଚାଲି ଯାଉଛନ୍ତି । ତାହାଲେ ଆପଣ ମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ , ସ୍ତ୍ରୀ ଛାଡି ଚାଲିଗଲା ପରେ ମଧ୍ୟ ଆପଣ ମାନେ ଆଉ ଜଣେ ଯୁବତୀଙ୍କୁ ଦେଖି ତାଙ୍କୁ ବିବାହ କରି ପାରିବେ ବୋଲି ପାର୍ଟନା କୋର୍ଟ ଏଭଳି ମାମଲାର ଶୁଣାଣି କରିଛନ୍ତି । ଏକ ଘଟଣା ରେ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କ ସହ ପ୍ରତାରଣା କରି ଛାଡି ଚାଲିଯାଇଛନ୍ତି , ଏହାପରେ ସ୍ୱାମୀ ପତ୍ନୀଙ୍କ ନାମରେ କୋର୍ଟରେ ମାମଲା ଦାୟର୍ କରିଥିଲେ ।

ସ୍ୱାମୀ ନଗେନ୍ଦ୍ରଙ୍କ କହିବା ଅନୁସାରେ , ବିବାହ ପରେ ତାଙ୍କ ସ୍ତ୍ରୀ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁଥିଲେ । ନଗେନ୍ଦ୍ର ଏଥିରେ ରାଜି ମଧ୍ୟ ହୋଇଥିଲେ , କଲେଜରେ ନାମ ମଧ୍ୟ ଲେଖାଇଥିଲେ । ଶାଶୁ ଘରେ ରହି ତାନିଆ କ୍ଲାସ କରିବା ପାଇଁ ଯାଉଥିଲେ , କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କୁଆଁଡେ ଗାୟବ୍ ହୋଇ ଯାଇଥିଲେ । ଏହାପରେ ନଗେନ୍ଦ୍ର ନିଜ ସ୍ତ୍ରୀଙ୍କୁ ପାଗଳ ପରି ଖୋଜିଥିଲେ , କିନ୍ତୁ ପରେ ଜଣାପଡିଥିଲା ଯେ ରାଜେଶ କୁମାର ନାମକ ଜଣେ ଯୁବକଙ୍କ ସହ ତାନିଆ ନିଜ ଇଚ୍ଛାରେ ବିବାହ କରିଛନ୍ତି । ଏହାପରେ ନଗେନ୍ଦ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ , କିନ୍ତୁ କୋର୍ଟ ତାଙ୍କୁ ଏହି ଆଶ୍ୱସନା ଦେଇଛନ୍ତି , ଯେ ତୁମେ ତାନିଆଙ୍କୁ ଭୁଲି ଅନ୍ୟ କାହାକୁ ବାହା ହୋଇଯାଅ । କୋର୍ଟର ଏଭଳି ନିଷ୍ପତ୍ତି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.