Swastik Tv News Odisha

ଓଡ଼ିଆ ପୁଅର ଭିଡ଼ିଓ ଭାଇରାଲ, ସୋସିଆଲ ମିଡିଆରେ ଛୋଟ ବାଳକଙ୍କ ମୋଦି ଙ୍କୁ ନେଇ ରାପ୍…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଶୁଣିବା ମାତ୍ରେ ବହୁତ ଖୁସି ଲାଗି ଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇ ଥାଆନ୍ତି। ବିଶେଷ କରି ବଡ଼ ଲୋକ ମାନଙ୍କ ପାଖରୁ ଛୋଟ ପିଲା ମାନଙ୍କ ପାଖରେ ଅଧିକ ମାତ୍ରାରେ ଭଲ ଗୁଣ ରହିଥାଏ। ଭଗବାନ ଛୋଟ ଛୁଆଙ୍କୁ ଏଭଳି ଏକ ବର ଦାନ ଦେଇଥାନ୍ତି ଯେ,ସେମାନେ ଏମିତି କିଛି କାର୍ଯ୍ୟ କରିଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡିଥାଏ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ କଳା ବା ଭଲ ଗୁଣକୁ ସମସ୍ତଙ୍କ ନିକଟରେ ପରିବେଷଣ କରି ପାରନ୍ତି, ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଶୁଣିବାକୁ ମିଳିଛି। ଯାହା ଆମେ ଆପଣ ମାନଙ୍କୁ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ, ତାହା ହେଉଛି ଗୋଟେ ଛୋଟ ବାଳକଟି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ରାପ କରୁ ଥିବାର ନଜର ଆସିଛି। ତେବେ ଏହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଜଣେ ଓଡ଼ିଆ ପୁଅଟି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ହିନ୍ଦୀରେ ରାପ କରୁ ଥିବାର ଭିଡ଼ିଓ ସମ୍ନାକୁ ଆସିଛି। ଏହି ଭିଡ଼ିଓ ପ୍ରଥମେ ଟ୍ୟୁଟରରେ ଅପଲୋଡ଼ କରା ଯାଇ ଥିଲା ଓ ଏଥି ସହିତ ୧୦ ହଜାର ଲୋକଙ୍କ ନିକଟକୁ ସେୟାର ମଧ୍ୟ କରା ଯାଇଥିଲା। ଯାହାକି ବର୍ତ୍ତମାନ ସମୟରେ ୧ ଲକ୍ଷ୍ୟରୁ ଅଧିକ ଲୋକ ଏହି ଭିଡ଼ିଓଟିକୁ ଲାଇକ କରିଥିଲେ। ଏହି ଭିଡ଼ିଓଟିକୁ ବଡ଼ ବଡ଼ ନାମୀ ଦାମୀ କଳାକାର ମାନେ ମଧ୍ୟ ଲାଇକ କରିବା ସହିତ ବହୁତ ଖୁସି ହୋଇ ଯାଇଛନ୍ତି। ପିଲାଟିର ଫ୍ୟାନ ଫଲୋଇଙ୍ଗ ମଧ୍ୟ ବଢି ଯାଇଛନ୍ତି।

ଏତେ କମ ବୟସରୁ ଏଭଳି ଅନ୍ଦାଜରେ କହିବାର ଶୈଳୀ ଛୋଟ ପିଲା ମାନଙ୍କ ପାଇଁ ବହୁତ କଷ୍ଟ କର କଥା ଅଟେ। କିନ୍ତୁ ସେହି ଛୋଟ ପିଲାଟି ପାଖରେ ବହୁତ ସାହାସିକତା ଓ ଟ୍ୟାଲେଣ୍ଟ ଭର୍ତ୍ତି ହୋଇ ରହିଛି ସେଥିପାଇଁ ସେ ନିଜର ବୁଦ୍ଧି ବଳରେ ଏଭଳି କହି ପାରୁଛି। ତେବେ ସେହି ଛୋଟ ପୁଅଟି ସେ ତାଙ୍କ ପରିବାରରେ ଗର୍ବ ଓ ଗୌରବ ଆଣି ଦେଇଛି। ଏହି ଭିଡ଼ିଓଟି ତା’ର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେହି ଛୋଟ ପୁଅଟିକୁ ବହୁତ ଲୋକ ମାନେ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.