Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଦୁଇ ଭଉଣୀ କବାଟ ବନ୍ଦ କରି ଏମିତି କାମ କରୁଥିଲେ, ମାଆ ଦେଖି ଚପଲରେ ପିଟିଲେ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ…….

0

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆ ସହିତ ଏକ୍ଟିଭ ରହିଛନ୍ତି , ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ସମ୍ପର୍କରେ ଜାଣି ପାରୁଛନ୍ତି । ପ୍ରତ୍ୟେକ ଦିନ କିଛି ନା କିଛି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ନିଶ୍ଚୟ ଶୁଣିବା ପାଇଁ ପାଉଥିବେ , ଯାହା ଆମ ମାନଙ୍କୁ ବହୁତ ଆନନ୍ଦ ଦେଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର କ୍ରିଏଟିଭିଟି ଏବଂ ଅଭିନୟ କୁ ଦେଖାଇଥାନ୍ତି , ଲୋକମାନଙ୍କୁ ଏହା ପସନ୍ଦ ଆସିଲେ ଭିଡିଓ କୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ଆପଣ ମାନେ ଦେଖିଲେ ହସି ହସି ଗଡିଯିବେ ।

ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଆପଣ ମାନେ ଦେଖିଲେ ଖୁସୀରେ ପାଗଳ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ । ଆଜିକାଲିର ପିଲାମାନେ ନିଜ ରୁମ ଭିତରେ ନାଚିବା , ଖାଇବା ଫୋନ ରେ ଗୋପିବା ଆଦି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । କାରଣ ଏ ସମ୍ପର୍କରେ ଯେପରି ତାଙ୍କ ପରିବାର ଲୋକ ଜାଣି ନ ପାରନ୍ତି , ପରିବାର କୌଣସି ସଦସ୍ୟଙ୍କ ହାବଡରେ ପଡିଲେ ମାଡ ଗାଳି ଖାଇବାକୁ ପଡିଥାଏ । ବର୍ତ୍ତମାନ ସମୟରେ ସେମିତି କିଛି ଘଟଣା ଘଟିଥିବାର ସୂଚନା ମିଳିଛି ।

ତେବେ ଘଟଣାଟି ହେଉଛି , ଦୁଇ ଜଣ ଭଉଣୀ ନିଜ ରୁମ ଭିତରେ କ୍ୟାମେରା ଲଗାଇ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସେହି ଦୁଇ ଭଉଣୀ କ୍ୟାମେରା ଲଗାଇ ଡ୍ୟାନ୍ସ କରୁଥିବା ସମୟରେ ରୁମ୍ ଭିତରକୁ ତାଙ୍କ ମାଆ ପଶି ଆସିଥିଲେ । ଦୁଇ ଝିଅଙ୍କର ଟୁକରିଙ୍ଗ ଡ୍ୟାନ୍ସ କରୁଥିବାର ମା ଦେଖିବାକୁ ପାଇଥିଲେ , ଏହି ଦୃଶ୍ୟ ଦେଖିବା ପରେ ମା ସେ ଦୁହିଁଙ୍କୁ ଚପଲରେ ପଟିଥିଲେ । ତେବେ ଉଭୟ ଭଉଣୀ ଭିଡିଓ କରୁଥିବା ସମୟରେ କବାଟ ଲଗାଇ ନଥିଲେ । ଏହାଛଡା ସେମାନେ କେବେହେଲେ ଚିନ୍ତା କରିନଥିଲେ ଏମିତି ହଠାତ୍ ତାଙ୍କ ରୁମ ଭିତରକୁ ପଶି ଆସିବେ ବୋଲି ।

ତେବେ ସେହି ଦୁଇ ଯୁବତୀଙ୍କ ମା ପ୍ରକୃତରେ ନାଚକୁ ପସନ୍ଦ କରନ୍ତି ନାହିଁ , ସେମାନେ ନାଚିଲା ବେଳେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରନ୍ତି । ଦୁଇ ଭଉଣୀ ଯେତେବେଳେ ବି ଡ୍ୟାନ୍ସ କରିଥାନ୍ତି କବାଟ ବନ୍ଦ କରି ଡ୍ୟାନ୍ସ କରିଥାନ୍ତି । ତେବେ ମା ଙ୍କର ଏହି ସବୁ ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ,ଏହା ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକମାନେ ଏହି ଭିଡିଓଟିକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରିଛନ୍ତି । ଦୁଇ ଭଉଣୀଙ୍କୁ ଏମିତି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି , ଯାହା ଆପଣ ମାନେ ଭିଡିଓ ଦେଖି ନିଶ୍ଚୟ ଜାଣି ପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.