Swastik Tv News Odisha

ବଲିଉଡ ବାଦଶାହା ଶାହରୁଖ ଖାଁଙ୍କ ଖୋଲା ଧମକ ! ଯିଏ ମୋ ପୁଅ ଆର୍ୟନକୁ ମିଛରେ ଫସେଇବାକୁ ଚେଷ୍ଟା କରୁଛି ତାକୁ ନିଃଶ୍ୱାସ ନେବାକୁ ଦେବିନି” ତାକୁ ସବୁ ଦିନ ପାଇଁ….

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଗତ ରବିବାର ଦିନ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ଗିରଫ କରିଥିଲା। ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଛି।ତେବେ ସୂଚନା ଅନୁସାରେ କ୍ରୁଜ୍‌ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ତେବେ ଏହି ସମୟ ରେ ପୁଅର ଗିରଫ ପରେ କିଙ୍ଗ ଖାନ୍ ଭାଙ୍ଗି ପଡିଥିବା ବେଳେ ତାଂକୁ ନେଇ କିଛି କଥା ଆଲୋଚନା ହେଉଛି। କୁହା ଯାଉଛି କି ଏସବୁ କଥା ଶହାରୁଖ ଖାନ୍ କହିଛନ୍ତି।

ତେବେ ଜାଣନ୍ତୁ ତାଙ୍କର କଣ କଥାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ଅନୁସାରେ କିଙ୍ଗ ଖାନ୍ କହିଛନ୍ତି ଯେ ମୋ ପୁଅ ଉପରେ ହୋଇଥିବା ପ୍ରତିଟି ଅତ୍ୟାଚାର ର ବଦଲା ମୁଁ ନେବି। ମୋ ପୁଅର ଜୀବନ କୁ ଯେଉଁ ମାନେ ବରବାଦ କରିବାକୁ ଚାହୁଁଛନ୍ତି ମୁଁ ସେମାନଂକୁ କେବେ ସ୍ଥିର ହୋଇ ରହିବାକୁ ଦେବିନି। ଯେଉଁମାନେ ମୋ ପୁଅର କ୍ୟାରିଅର କୁ ବରବାଦ କରିବାକୁ ଚାହୁଁ ଛନ୍ତି ସେମାନଙ୍କ ଜୀବନକୁ ମୁଁ ବରବାଦ କରିଦେବି। ଏମିତି ଅନେକ କିଛି ଏବେ କହୁଥିବା ଶୁଣିବାକୁ ମିଳୁଛି ବଲିଉଡ ର କିଙ୍ଗ ଖାନ୍। ଯେତେଯେତେ ଦିନ ବଢୁଛି ସେତେ ଅସ୍ଥିର ହୋଇ ପଡୁଛନ୍ତି କିଙ୍ଗ ଖାନ୍। ସେଥିପାଇଁ ସେ ଧିରେ ଧିରେ ସମସ୍ତ ପାୱାର କୁ ବ୍ଯବହାର କରିବା ପାଇଁ ଚାହୁଁଛନ୍ତି।

ପୁଅ ଅର୍ଯ୍ୟାନ ଖାନ୍ କୁ ଏନ୍ ସି ବି ର କଷ୍ଟେଡି ରୁ ମୁକୁଳିବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।ଏପଟେ ଶାହାରୁଖ ଖାନ୍ ଙ୍କ ଓକିଲ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି କିପରି ଭାବରେ ଅର୍ଯ୍ୟାନ୍ ଖାନ୍ କୁ ମୁକୁଲାଇବେ। ବଡ ବଡ ସେଲିବ୍ରିଟି ଙ୍କ ବେଲ୍ କରାଇଛନ୍ତି ଏହି ଓକିଲ ଜଣଙ୍କ। ତେଣୁ ସେ ତାଙ୍କର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ଶାହାରୁଖ ଙ୍କ ପୁଅକୁ ବେଲ୍ ରେ ଆଣିବା ପାଇଁ। ତେବେ ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଶାହାରୁଖ ନିଜକୁ ସ୍ଥିର କରି ପାରୁ ନାହାଁନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ୍ ଏନ୍‌ସିବି ତାଙ୍କୁ ଲଗାତର ପଚରା ଉଚରା ମଧ୍ଯ ଜାରି ରଖିଥିବା ଜଣା ପଡ଼ିଛି।

ପଚରାଉଚରା ବେଳେ ଆର୍ୟନ କାନ୍ଦି ପକାଇଥିବା ଜଣା ପଡ଼ିଛି। ଏବେ ଆନେକ କଥାର ରହସ୍ୟ ର ଗୁମର ଖୋଲିବ ବୋଲି କୁହା ଯାଉଛି। ଆପଣଙ୍କୁ କହି ରଖୁଛୁ ଯେ ଶନିବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଏନ୍‌ସିବି ଅଧିକାରୀ କାବୁ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.