Swastik Tv News Odisha

ଫାଟିଲା ପାଇପ୍, ଦେଢ଼ ମହଲା ଉପରକୁ ଉଠିଲା ପାଣି, ଭାସିଲା ପୁରା ସହର…ଦେଖନ୍ତୁ ଭିଡ଼ିଓ

0

ଜଳ ହିଁ ଜୀବନ। କିନ୍ତୁ ସେହି ଜଳ ବେଳେ ବେଳେ ଏଭଳି ପରିସ୍ଥିତି ସୃଷ୍ଟି କରି ଦେଇଥାଏ ଯେ, ଯାହା ଫଳରେ କି ଲୋକ ମାନେ ବହୁତ ହଇରାଣ ହୋଇ ଯାଇ ଥାଆନ୍ତି ଓ ବହୁତ ଅସୁବିଧାର ମଧ୍ୟ ସମ୍ମୁଖିନ ହୋଇ ଥାଆନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାହା ହେଉଛି ଏକ ପିଏଚଡି ପାଣି ପାଇପ ଫାଟି ଯାଇଛି। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି ହେଉଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବ;

ଏଭଳି ଏକ ଭୟାନକ ଦୃଶ୍ୟ କଟକ ସହରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ପୁରୀ ଘଟରୁ ଖାନନଗର ଯାଉ ଥିବା ରିଂ ରୋଡ଼ରେ ଏକ ପିଏଚଡି ପାଣି ପାଇପ ଫାଟି ଯାଇଛି। ଏହାର କାରଣ ହେଉଛି ଯେ, ଗତ କାଲି ରାତିରେ ଯାଇକରେ ସୋରେଜ କାମ ଚାଲି ଥିଲା ଓ ସେହି ସମୟରେ ପାଇପଟି ଲିକ ହୋଇ ଯାଇ ଥିଲା, ଯାହା ଫଳରେ କି ପାଇପ ଫାଟି ଯାଇଛି ଓ ତାହା ୩୦ ଫୁଟ ଉପରକୁ ମଧ୍ୟ ପାଣି ଉପରକୁ ଉଠିଛି। ଘଟଣା ସ୍ଥଳରେ ଏହା କୁତ୍ରିମ ବନ୍ୟା ଜଳ ପରିସ୍ଥିତି ସୃଷ୍ଟି ହୋଇ ଯାଇଛି ଓ ଘଟଣା ସ୍ଥଳରେ ଲୋକ ମାନଙ୍କର ଭିଡ ମଧ୍ୟ ଜମି ଯାଇଛି।

ତେବେ ଏଭଳି ପରିସ୍ଥିତିରେ ସେଠାରେ ହେଉ ଥିବା କାର୍ଯ୍ୟ ମଧ୍ୟ ବନ୍ଦ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ଯାନ ବାହନ ଯିବା ଆସିବା ସବୁ କିଛି ବନ୍ଦ ହୋଇ ଯାଇଛି। ଲୋକ ମାନେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି। ଏହି ପାଣି ସେଠାରେ ଥିବା ଘର ମାନଙ୍କରେ ମଧ୍ୟ ପଶି ଯାଇଛି, ଯାହା ଫଳରେ କି ଲୋକ ମାନେ ଏଭଳି ଦୃଶ୍ୟକୁ ଦେଖି ବହୁତ ଭୟଭୀତ ମଧ୍ୟ ହୋଇ ଯାଇଛନ୍ତି। ତେବେ ବନ୍ଧୁଗଣ ଖାଲି ଯେ କେବଳ କଟକରେ ପାଣି ପାଇପ ଫାଟିଛି, ତାହା ନୁହେଁ ଆଗରୁ ଆପଣ ମାନେ ଅନେକ ସମୟରେ ଦେଖିବା ପାଇଁ ପାଇଥିବେ।

କେଉଁଠି ବ୍ରିଜ ଭୁଶୁଡି ପଡେ ତୋ ଆଉ କେଉଁଠି, ପେଟ୍ରୋଲ ପମ୍ପରେ ନିଆଁ ଲାଗି ଯାଇଛି। କିନ୍ତୁ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଏସବୁ ହେବା ପଛରେ ଦାୟୀ କିଏ, ଆଜିର ନେତା ମନ୍ତ୍ରୀ ମାନେ କେବେଳ ନିଜ ନିଜ କର୍ମରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ କେବେବି ଉନ୍ନତି କଥା ବିଚାର କରନ୍ତି। ନାହିଁ ଯାହା ଫଳରେ ସାଧରଣ ଜନତା ଅନେକ ହଇରାଣ ହରକତ ହେଉଛନ୍ତି। କିନ୍ତୁ ଦେଖିବା ପାଇଁ ଗଲେ ପାଣି ପାଇପ ଫାଟିବା ଫଳରେ ସେଠାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଏବଂ ସାଧାରଣ ଜନ ଜୀବନ ବ୍ୟାହତ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.