Swastik Tv News Odisha

ରାଜଧାନୀ ଭୁବନେଶ୍ୱରରେ ଭିଡ଼ିଓ Call କରି ଉଲଗ୍ନ ଶରୀର ଦେଖାଇ କହୁଛନ୍ତି ମୁଁ ଦେଖେଇଲି ଏବେ ତୁ ଦେଖା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ଆଧୁନିକ ସମାଜରେ ଟେକ୍ନୋଲୋଜି କାୟା ବିସ୍ତାର କରିସାରିଲାଣି, ପୂର୍ଵ ଅପେକ୍ଷା ବର୍ତ୍ତମାନ ସବୁ କାମ ଖୁବ ସହଜରେ ହୋଇପାରୁଛି। ଯଦି ଦେଖିବା ଆଜିକାଲି ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ଏସିସବୁ ସୁଵିଧାର ଫାଇଦା ଉଠାଉଛନ୍ତି, କିଛି ଅସାମାଜିକ ଲୋକ। ବର୍ତ୍ତମାନ ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ବହୁ ମାତ୍ରାରେ ଖରାପ କାର୍ଯ୍ୟରେ ସବୁବେଳେ ଲିପ୍ତ ରହୁଛନ୍ତି। ଏଥିପାଇଁ ସୋସିଆଲ ମିଡ଼ିଆକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି।

ତେବେ ବନ୍ଧୁଗଣ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଠକେଇର ଶିକାର ହୋଇଥିବା କଥା ଆପଣ ମାନେ ଶୁଣିବା ପାଇଁ ପାଇଥିବେ। ଏହା ପରେ ମଧ୍ୟ ଏଭଳି ଅନେକ ସାଇବର କ୍ରାଇମ ବଢି ବଢି ଚାଲିଛି। ବର୍ତ୍ତମାନ ସମୟରେ ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଗୋଟେ ସୁନ୍ଦରୀ ମହିଳା ନିଜର ଉଲଗ୍ନ ଫୋଟୋ ଦେଖାଇ ଯୁବକଙ୍କୁ ବ୍ଲାକମେଲ କରୁଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା, ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଘଟଣା ଭୁବନେଶ୍ୱରର ଡୁମ ଡୁମା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଅଞ୍ଚଳର ମାନସ ସାହୁ ନାମକ ଜଣେ ଯୁବକ ସବୁବେଳେ ଫେସବୂକ ଓ ୟୁଟ୍ୟୁବ ଚ୍ୟାନେଲରେ ଆଡ଼ଭେନଚର ଓଡିଶା ଓ ନମାସ୍କର ଭୁବନେଶ୍ୱର, ସେଥିପାଇଁ ସେ ତାଙ୍କ ଫୋନ ନମ୍ବର ଦେଇ ଥାଆନ୍ତି। ଯାହା ଫଳରେ କି ତାଙ୍କ ଅଡିୟନ୍ସ ମାନଙ୍କ ସହ ସବୁବେଳେ ସଂଯୋଗ ରହି ପାରିବେ। କିନ୍ତୁ ଏହାର ଫାଇଦା ଉଠାଇ ରିୟା ଜେନ ନାମକ ଜଣେ ମହିଳା, ସେହି ଯୁବକଙ୍କ ନିକଟକୁ ଫ୍ରେଣ୍ଡ ରିକୁୱେଷ୍ଟ ପଠାଇ ଥିଲେ। ଯୁବକ ଜଣଙ୍କ ତାଙ୍କ ଫ୍ରେଣ୍ଡ ରିକୁୱେଷ୍ଟକୁ ମଧ୍ୟ ଗ୍ରହଣ କରିଥିଲେ।

ତେବେ ମହିଳା ଜଣଙ୍କ ତାଙ୍କ ସହ ଚାଟିଙ୍ଗ କରିବା ଆରମ୍ଭ କରି ଦେଇ ଥିଲେ ଓ କଥା ବାର୍ତା ହେବା ଭିତରେ ମହିଳାଟି ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଇ ଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କର ସେହି ଚାଲାଖକୁ ଜାଣି ପାରି ତାଙ୍କୁ ଇଗନୋର କରିଥିଲେ ଓ ତାଙ୍କର କୌଣସି କଥାର ଉତ୍ତର ଦେଇ ନଥିଲେ। କିନ୍ତୁ ହଠାଥ ମହିଳାଟି ଯୁବକଙ୍କୁ ନିକଟକୁ ଉଲଗ୍ନ ଶରୀରରେ ଭିଡ଼ିଓ କଲ କରିଥିଲେ ଓ ତାଙ୍କୁ ମଧ୍ୟ ଉଲଗ୍ନ ଶରୀରରେ ଭିଡ଼ିଓ କଲ କରିବା ପାଇଁ ବାଧ୍ୟ କରିଥିଲେ। ଯୁବକଟି ତାଙ୍କ କଥାରେ ରାଜି ନହୋଇ ଏହି ଖବରକୁ ସାଇବର କ୍ୟାବ ଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯଥା ଶୀଘ୍ର ଏଭଳି ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ଓ ତାଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆଯାଉ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ମହିଳାଙ୍କ ଠାରୁ ସବୁବେଳେ ପାଇଁ ଦୁରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.