Swastik Tv News Odisha

ଦୁଇଜଣ ପ୍ରେମିକ ମଧ୍ୟରୁ ପିଲାର ବାପାଙ୍କୁ ଚିନ୍ହି ପାରୁନାହିଁ ଯୁବତୀ, ପୂରା ଘଟଣା ଜାଣିଲେ ହୋସ ଉଡ଼ିଯିବ…ଦେଖନ୍ତୁ ଭିଡ଼ିଓ

0

ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ତା’ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଘୃଣା କରିବେ। ତେବେ ଘଟଣାଟି ହେଉଛି ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରାଇଛନ୍ତି କିନ୍ତୁ ସେମାନେ ଏହି କଥାକୁ ଅସ୍ୟୁକାର କରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ରାୟଗଡା ଜିଲ୍ଲାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଗତ କିଛି ଦିନ ତଳେ ଜଣେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରେ ଫୋନ କଲ ଆସିଥିଲା ମହେଶ ମେଲେକ ନାମକ ଜଣେ ଯୁବକ ସେହି ଯୁବତୀଙ୍କୁ ନିକଟକୁ ପ୍ରେମ ନିବେଦନ କରିଥିଲେ ଓ ଯୁବତୀ ଜଣଙ୍କ ମଧ୍ୟ ତାଙ୍କ କଥାରେ ରାଜି ହୋଇ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ। ଏଥି ସହିତ ଯୁବକଙ୍କ ସାଙ୍ଗ ସନ୍ତୋଷ ନାମକ ଜଣେ ଯୁବକ ମଧ୍ୟ ସେହି ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଯୁବତୀ ଜଣଙ୍କ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। କିଛି ଦିନ ପରେ ଯୁବତୀଟି ଗର୍ଭବତୀ ହୋଇ ଯାଇଥିଲେ ଓ ସେ ଦୁହିଁଙ୍କୁ ୫ ମାସରେ ସେ ଗର୍ଭବତୀ ଅଛନ୍ତି ବୋଲି ଜଣାଇଥିଲେ। ସେ ଦୁହେଁ ଏଭଳି ଖବର ଶୁଣି ଯୁବତୀଙ୍କ ସହ ସବୁ ସମ୍ପର୍କ କାଟି ଦେଇଥିଲେ। ଯୁବତୀଟି ଯେତେ ଫୋନ କଲେ ସୁଦ୍ଧା ଫୋନ ରିସିଭ କରୁ ନଥିଲେ କି କଥା ମଧ୍ୟ ହେଉ ନଥିଲେ।

ଯୁବତୀ ଗର୍ଭବତୀ ଥିବାରୁ ତାଙ୍କ ପରିବାର ଲୋକ ମାନେ ଗାଳି କରି ଘରେ ପୁରାଉ ନଥିଲେ ଓ ଘରୁ ବାହାର କରି ଦେଇଥିଲେ। ସେ ଘରୁ ବାହାରି ଆସି ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲିଗଲେ। ସେଠାରେ ସେ କିଛି ଦିନ କାମ କରି ଘରକୁ ଫେରି ଆସି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଘର ଲୋକ ମାନେ ତାଙ୍କୁ ମାଡ଼ ମାରିବାରୁ ସେ ଘରୁ ବାହାରି ଆସି, ମେଡିକାଲର ୱାନ ଷ୍ଟପ ସେଣ୍ଟରରେ ୮ ଦିନର ପିଲାଟିକୁ ଧରି ରହୁଛନ୍ତି। ଯେତେବେଳେ ସେହି ଯୁବକ ଦୁଇ ଜଣଙ୍କୁ ଡକାଇ ଏହି ପିଲା ବାବଦରେ ପଚରା ଯାଇଥିଲା ସେମାନେ ତାଙ୍କର ପିଲା ନୁହେଁ ବୋଲି ଅସ୍ୟୁକାର କରିଥିଲେ। ଏହି ଖବର ଶୁଣିବା ପରେ କାଉନିସିଲ କରୁଥିବା ସେଣ୍ଟର ତରଫୁରୁ ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରା ଯାଇଛି ଓ ସେମାନଙ୍କର DNA ଟେଷ୍ଟ କରା ଯିବା ପାଇଁ ମଧ୍ୟ କୁହା ଯାଇଛି। DNA ଟେଷ୍ଟ ପରେ ପ୍ରକୃତରେ ପିଲାର ବାପା କିଏ ସ୍ପଷ୍ଟ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.