Swastik Tv News Odisha

ଦେଖନ୍ତୁ shocking ଭିଡିଓ : cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ…

0

ଭାରତ ବର୍ଷରେ ପ୍ରତିଦିନ ସଡକ ଦୁର୍ଘଟଣା ଘଟି ଚାଲୁଛି। ରାସ୍ତା ଘାଟରେ ଗାଡି ଚଳାଚଳରେ ବହୁତ ଅସୁବିଧା ସୃଷ୍ଟି ହେବାର ଦେଖି ବାକୁ ମିଳିଥିଲା, ଯାହା ଫଳରେ କି ପ୍ରତିଦିନ ଗାଡି ଏକ୍ସିଡେଣ୍ଟ ରେ ହଜାର ହଜାର ଲୋକ ମାନେ ମୃତ୍ୟୁବରଣ କରୁଛନ୍ତି। ଯାହାକି ଏହା ଏକ ବହୁତ ଦୁଃଖ ଦାୟକ କଥା ଅଟେ। ଏଭଳି ଘଟଣାକୁ ନେଇ ସରକାର ବହୁତ ଚିନ୍ତାରେ ପଡି ଯାଇଛନ୍ତି ସେଥିପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ନେଇଛନ୍ତି ଓ ଏହିସବୁ ଦୁର୍ଘଟଣାକୁ ରୋକିବା ପାଇଁ ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଓ ହେଲମେଣ୍ଟ ପିନ୍ଧିବା ଆଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି।

ଏଭଳି କରିବା ସ୍ୱତେ ମଧ୍ୟ ଲୋକ ମାନେ ଏଭଳି ନିୟମ ନମାନି ଦୁର୍ଘଟଣାର ଶିକାର ହେଉଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ।

ତେବେ ଘଟଣାଟି ହେଉଛି, ଜଣେ ଯୁବକ ଜୋର ସୋର ଭାବରେ ସ୍କୁଟି ଚଲାଇ ଆସୁ ଥିବାର ଦେଖି, ଅନ୍ୟ ଜଣେ ଯୁବକ ତାଙ୍କୁ ଦେଖି ବଞ୍ଚାଇବାକୁ ଯାଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟ ହେଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ।ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ, ଜଣେ ଲୋକ ରାସ୍ତା ଫାଙ୍କା ଥିବାର ଦେଖି ଜୋର ସୋର ଭାବରେ ସ୍କୁଟି ଚଲାଇ ରାସ୍ତା ପାର ହେଉ ଥିଲେ। ସେ କିନ୍ତୁ ଆଗକୁ ଲକ୍ଷ ରଖି ନଥିଲେ ଓ ଠିକ ସେହି ସମୟରେ ଅନ୍ୟ ଜଣେ ଲୋକ ତାଙ୍କ ବାଇକ ଚଲାଇ ସାମ୍ନା ଆଡୁ ଆସୁଥିଲା ଓ ତାଙ୍କ ବାଇକର ବେଗ ବହୁତ ସ୍ପୀଡ଼ ରହି ଥାଏ।

ତେବେ କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ସ୍କୁଟି ଚଲାଇ ଆସୁଥିବା ବ୍ୟକ୍ତି ଉପରେ ନଜର ରଖି ତାକୁ ତାଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତାର ଆର ପଟରେ ଥିବା ଏକ ଦୋକାନୀ ବାରଣ୍ଡାରେ ଖୁବ ଜୋର ସୋର ଭାବରେ ପିଟି ହୋଇ ୧୫ ଫୁଟ ଦୂରରେ ଛିଟିକି ହୋଇ ପଡି ଗଲା ଓ ତାଙ୍କ ବାଇକଟି ରାସ୍ତା ମଝିରେ ପଡି ଯାଇ ଥିଲା। ତେବେ ଏତେ ଦୂରରେ ଛିଟିକି ପଡି ଥିବା ଯୋଗୁଁ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟ ହୋଇଥିଲା। କିନ୍ତୁ ଯେଉଁ ବ୍ୟକ୍ତି ସ୍କୁଟି ଚଲାଇ ଆସୁ ଥିଲେ ତାଙ୍କର ଜୀବନ ବଞ୍ଚି ଯାଇ ଥିଲା। ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ଚାରି ଆଡ଼େ ନଜର ରଖି ଗାଡିକୁ ଧୀର ସ୍ତିର ଭାବରେ ଚଳାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.