Swastik Tv News Odisha

ଦେଖନ୍ତୁ Shocking Video : cctv ରେ ରେକର୍ଡ ହେଲା ଅଦ୍ଭୁତ ଦୃଶ୍ୟ, ଦେଖିଲା ପରେ ଆପଣଙ୍କ ମୁଣ୍ଡ କାମ କରିବନି…

0

ଚୋରି କରିବାର ମାନସିକତା ଅନେକଙ୍କ ପାଖରେ ଦେଖା ଦେଇଥାଏ। ବହୁତ୍ ଜଣ ଲୋକ ଏମିତି ରହିଛନ୍ତି ଯେଉଁମାନେ ଅଳ୍ପ ପରିଶ୍ରମ ରେ ବହୁତ୍ କିଛି ପାଇବାକୁ ଇଚ୍ଛା କରିଥାନ୍ତି। ସେଥିପାଇଁ ସେମାନେ ଜୀବନରେ ସର୍ଟ କଟ କୁ ଆପଣେଇ ଥାଆନ୍ତି ଏବଂ ଲୋକଙ୍କୁ ଠକିବା, ଲୁଟିବା, ଡକାୟତି କରିବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି। ତେବେ ଚୋରି ଡକାୟତି କରିବା ଭଳି ଘଟଣା ଆଜିର ଦୁନିଆରେ କିଛି କାମ ନୁହେଁ। ଏଭଳି ଅନେକ ଘଟଣା ସଂପର୍କରେ ଆପଣ ଅବଗତ ହେଉଥିବେ। ସେହିଭଳି ଏବେ ସାମ୍ନାକୁ ଆସିଛି ଏକ ଏମିତି ଅପ୍ରୀତିକର ଘଟଣା ର ସ୍ପଷ୍ଟ ଚିତ୍ର, ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଅବାକ୍।

ଏହାକୁ ଦେଖି ଆପଣ ବି ଭାବିବେ କଣ ଏମିତି ବି ଜଣେ ଲୁଟ୍ କରିପାରେ ସର୍ବ ସମ୍ମୁଖରେ।ଯୁଗ ଯେତେ ଆଗେଇଲେ ବି କଣ ହେବ, ଏବେବି ଲୋକଙ୍କ ମାନସିକତା ରେ ପରିବର୍ତ୍ତନ ଆସିନାହିଁ। ଲୋକେ କିଛି କଥା ପାଇଁ, କିଛି ହାସଲ୍ କରିବା ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି।ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି।ମାତ୍ର ସେମାନଙ୍କ ଖରାପ୍ ବ୍ୟକ୍ତିଗତ ରୁଚି, ସ୍ଵଭାବ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି କରୁଥିବା କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଏଥିରେ ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି।

ଆଉ ଏହାର କୁପ୍ରଭାବ ମଧ୍ଯ ସମାଜ ଉପରେ ଅନେକ ମାତ୍ରାରେ ପଡୁଛି। ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ ପରେ ଅନୁତାପ ବା ଦୁଃଖ ବ୍ୟକ୍ତ କରୁଛନ୍ତି। ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କେଉଁ ପ୍ରକାର ଅଗ୍ରହଣୀୟ କାର୍ଯ୍ୟ କଲାପ ଆମ ସଭ୍ୟ ଶିକ୍ଷିତ ସମାଜର। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଜଣେ ବାଳକ ଏକ ଦୋକାନ ଭିତରେ ଜଣେ ବ୍ୟକ୍ତିଙ୍କ ପ୍ୟାଣ୍ଟ୍ ପକେଟ ରୁ ପର୍ଶ ଚୋରି କରି ନେଇ ଯାଉଛନ୍ତି।

ସେ ପ୍ରଥମେ ଏହି ବ୍ୟକ୍ତିଙ୍କ ପାଖରେ ଆସି ଛିଡା ହୋଇ,ଭିଡ଼ ଭିତରେ ଲୋକଙ୍କୁ ଅନୁଧ୍ୟାନ କରି କେହି ତାଙ୍କୁ ଦେଖୁ ନଥିବାର ସୁଯୋଗ ନେଇ ସେ ପକେଟ ମାର୍ କରିଥିବାର ଦେଖିବାକୁ ମିଳୁଛି। ଏହାପରେ ଯେତେବେଲେ ବ୍ୟକ୍ତି ଜଣଙ୍କ ପେମେଣ୍ଟ କରିବା ପାଇଁ ତାଙ୍କ ପର୍ସ ଖୋଜିଲେ ସେତେବେଳେ ସେ ପର୍ଷ ପାଇ ନଥିଲେ ଏବଂ ସି ସି ଟିଭି କ୍ୟାମେରା ରେ ଦେଖିବା ପରେ ଜଣା ପଡିଲା କି ତାଙ୍କର ପକେଟ ମାର୍ ହୋଇ ଯାଇଛି। ଚୋରି କରିଥିବା ଏହି ବାଳକ ର ମୁହଁ କ୍ୟାମେରା ରେ ରେକର୍ଡ ହୋଇଛି।ତେବେ ଏହି ଘଟଣାଟି ପଂଜାବର ଲୁଧିଆନା ସହରର ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.