Swastik Tv News Odisha

ଅଜବ ଘଟଣା ! ଝିଅର ବୟଫ୍ରେଣ୍ଡ ସହିତ ଫେରାର ହୋଇଗଲା ମାଆ, ପୁଅର ବାପାକୁ ବାହା ହୋଇଗଲା ଝିଅ, ପୂରା ଘଟଣା ଜାଣି ହୋସ ଉଡ଼ିଯିବ…

0

ଆଜିକାଲିର ଲୋକ ମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟେକ ଦିନ ଖବରକାଗଜ, ମିଡ଼ିଆ ,ଟିଭି ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ଆଜିକାଲିର ଲୋକ ମାନେ ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ କିଛିକୁ ପଛରେ ପକାଇ କେଉଁଠି ଶାଳୀ ଭିଣେଇ, ଭାଉଜ ଦିଅର, ଶ୍ୱଶୁର ବୋହୂ ଓ ଶାଶୁ ଜୁଆଁଇ ଭଳି ଅବୈଧ ସମ୍ପର୍କ ଦେଖି ବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ଯାହାକି ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ମାଆଙ୍କୁ ନେଇ ଫେରାର ହୋଇ ଯାଇ ଥିବା ବେଳେ ପ୍ରେମିକାଟି ମଧ୍ୟ ନିଜ ପ୍ରେମିକର ବାପାକୁ ବିବାହ କରିଛନ୍ତି ବୋଲି ସୂଚନା ରହିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି କିଛି ଏକ ଘଟଣା ବ୍ରିଟେନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କରୋନା ମହାମାରୀ ଯୋଗୁଁ ରୟାନ ସେଲଟନ ନାମକ ଜଣେ ଯୁବକ ନିଜ ପ୍ରେମିକା ଜେସ ଏଲଡ୍ରିଜଙ୍କ ବାପା ଏରିକ ଓ ମାଆ ଜର୍ଜିନାଙ୍କ ସହିତ ଗ୍ଲୁଷ୍ଟରଶାୟରରେ ଦୀର୍ଘ ଦିନ ଧରି ଗୋଟିଏ ଘରେ ରହିଥିଲେ। ଏହି କଥା ଜାଣି ତାଙ୍କ ପ୍ରେମିକାଙ୍କୁ ସନ୍ଦେହ ହୋଇ ଥିଲା ଯେ, ତାଙ୍କ ପ୍ରେମିକ ଓ ମାଆଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି। ୨୪ ବର୍ଷୀୟ ଯୁବତୀ ଜଣଙ୍କ ଯେତେବେଳେ ୯ ମାସ ପରେ ନିଜ ଶିଶୁକୁ ଜନ୍ମ ଦେଇ ଘରକୁ ଫେରିଲେ ସେତେବେଳେ ଦେଖନ୍ତି ଯେ, ତାଙ୍କ ମାଆ ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି ଓ ସେ ଏହି କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ଏହି ଘଟଣାକୁ ନେଇ ସେ ବହୁତ ଦୁଃଖିତ ମଧ୍ୟ ଅଛନ୍ତି।

ତେବେ ଏହି ଘଟଣା ପରେ ଯୁବତୀ ଜଣଙ୍କ ମଧ୍ୟ ତାଙ୍କ ପ୍ରେମିକଙ୍କ ବାପାଙ୍କ ସହିତ ବିବାହ କରିଛନ୍ତି। ଯେତେବେଳେ ଏହି ଘଟଣା ବାବଦରେ ଲୋକ ମାନେ ଯୁବତୀଙ୍କୁ ପଚାରି ଥିଲେ ସେ କହିଛନ୍ତି ଯେ, ତାଙ୍କ ପ୍ରେମିକଙ୍କ ମାଆଙ୍କର ମୃତ୍ୟୁ ହୋଇ ଯାଇଛି ସେ ଚାହୁଁ ନଥିଲେ ଯେ ତାଙ୍କ ବାପାଙ୍କର ମନ ଦୁଃଖ ହେଉ ବୋଲି ଓ ତାଙ୍କ ପାଇଁ ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ସେଥିପାଇଁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି। ଯାହା ଫଳରେ କି ତାଙ୍କ ପ୍ରେମିକଙ୍କୁ ଆଉ ଥରେ ମାଆ ମଧ୍ୟ ମିଳିଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.