Swastik Tv News Odisha

IAS Interview Question – ଝିଅ ମାନଙ୍କର ମୋଟା ଲମ୍ବା କଣ ପସନ୍ଦ ଥାଏ ? ୯୯ % ଲୋକ ଉତ୍ତର ଦେବାରେ ଫେଲ….

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ ଟି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:-ଆଫ୍ରିକାର ଜାତୀୟ ପଶୁ କିଏ ?
ଉତ୍ତର: ସିଂହ।

(୨) ପ୍ରଶ୍ନ:- ହାତ ନାହିଁ, ଗୋଡ଼ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ?
ଉତ୍ତର: ଖବର କାଗଜ।

(୩) ପ୍ରଶ୍ନ:- ତାହା କଣ ଯାହା ଦେଲେ ବଢିଥାଏ?
ଉତ୍ତର: ଜ୍ଞାନ।

(୪) ପ୍ରଶ୍ନ:- ସିଏ କିଏ ଯିଏ ମୁଣ୍ଡରେ ପାଣି ଧରି ପାଣି ଧରି ଦିନ ରାତି ଛିଡା ହୋଇଥାଏ ?
ଉତ୍ତର: ନଡ଼ିଆ ଗଛ।

(୫) ପ୍ରଶ୍ନ:- ଗୋଟେ ପୁଅ ଗୋଟେ ଝିଅର ଗାଲରେ କଣ ଦେଇ ପାରିବ ?
ଉତ୍ତର: ଚାପୁଡ଼ା।

(୬) ପ୍ରଶ୍ନ:- କେଉଁ ଯିବ ଦିନ ରାତି ଶୁଏ ନାହିଁ ?
ଉତ୍ତର: ମାଛ।

(୭) ପ୍ରଶ୍ନ:- ଝିଅ ମାନଙ୍କୁ ମୋଟା ଓ ଲମ୍ବା କଣ ପସନ୍ଦ ?
ଉତ୍ତର: ବାଳ।

(୮) ପ୍ରଶ୍ନ:- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର: ଗେଣ୍ଡା।

(୯) ପ୍ରଶ୍ନ:- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର: ଘୋଡା।

୧୦) ପ୍ରଶ୍ନ:- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର: ବିରାଡି।

(୧୧) ପ୍ରଶ୍ନ:- ମଣିଷ ଶରୀରରେ ଓଜନିଆ ଅଙ୍ଗଟି କଣ ?
ଉତ୍ତର: ମୁଣ୍ଡ।

(୧୨) ପ୍ରଶ୍ନ:- ଓଡ଼ିଶାର ପ୍ରଥମ ମହିଳା ବୈଜ୍ଞାନିକ କିଏ ?
ଉତ୍ତର: ଗିରିବାଳା ମହାନ୍ତି।

(୧୩) ପ୍ରଶ୍ନ:- ଭାରତର କେଉଁ ରାଜ୍ୟରୁ ସମ୍ବାଦପତ୍ର ପ୍ରକାଶ ପାଏ ନାହିଁ ?
ଉତ୍ତର: ଅରୁଣାଚଳ ପ୍ରଦେଶ ?

(୧୪) ପ୍ରଶ୍ନ:- ଭାରତର ବୃହତ୍ତମ ଜିଲ୍ଲାର ନାଁ କଣ ?
ଉତ୍ତର: ଲଦାଖ।

(୧୫) ପ୍ରଶ୍ନ:- ଭାରତର ଦୀର୍ଘତମ ନଦୀ ବନ୍ଧ କିଏ ?
ଉତ୍ତର: ହୀରାକୁଦ।

(୧୬) ପ୍ରଶ୍ନ:- କର୍ପୂର ଦ୍ୱୀପ କାହାକୁ କହନ୍ତି ?
ଉତ୍ତର: ତାଇୱାନ।

(୧୭) ପ୍ରଶ୍ନ:- କିଏ ଡିଜେଲ ଇଞ୍ଜିନ ଉଦ୍ଭାବନ କରିଥିଲେ ?
ଉତ୍ତର: ରୁଡୋଲଫ ଡିଜେଲ

(୧୮) ପ୍ରଶ୍ନ:- ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?
ଉତ୍ତର: ଡକ୍ଟର ଜାକିର ହୁସେନ।

(୧୯) ପ୍ରଶ୍ନ:- ଲହୁଣୀ ଗଛ କେଉଁଠି ଦେଖାଯାଏ ?
ଉତ୍ତର: ଦକ୍ଷିଣ ଆଫ୍ରିକା।

(୨୦) ପ୍ରଶ୍ନ:- ଜେରକ୍ସ ମେସିନର ଉଦ୍ଭାବକ କିଏ ?
ଉତ୍ତର: ଆମେରିକାର ଚେଷ୍ଟର ଫ୍ଲଏଡ଼ କାର୍ଲସନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.