Swastik Tv News Odisha

IAS Question ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ଝିଅର ଉତ୍ତର ଶୁଣି ଅଫିସର ସମସ୍ତେ ଅବାକ୍ ହୋଇଗଲେ

0

ଆଜିକାଲିର ଯୁଗ ଯେଉଁଠି ପହଞ୍ଚିଲାଣି , ସମସ୍ତେ ପାଠ ପଢି ଶିଷିତ ହେବାକୁ ଚାହୁଁଛନ୍ତି । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । କାରଣ କୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ହେଲେ ନିଜକୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ତେବେଯାଇ ଶେଷରେ ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ଥାଉ । ଏମିତି ଅନେକ ପିଲାମାନେ ରହିଛନ୍ତି , ଯେଉଁମାନେ ସାମାନ୍ୟ ଛୋଟ ଛୋଟ ଭୁଲ ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରନ୍ତି ନାହିଁ । ଆଜିକାଲିର ପିଲା ମାନଙ୍କ ମଧ୍ୟରେ ପ୍ରତୀଯୋଗିତାର ମନୋଭାବ ଦେଖା ଗଲାଣି , ଯାହାଫଳରେ ପରୀକ୍ଷାରେ ଆସୁଥବା ପ୍ରଶ୍ନ ଗୁଡିକ ମଧ୍ୟ ଜଟିଳ ହେବାରେ ଲାଗିଛି ।

ଏହା ସହ କେତେକ ମୌଖୀକ ପ୍ରଶ୍ନ ମଧ୍ୟ ପଚାରା ଯାଇଥାଏ , ଯାହାର ଉତ୍ତର ଜଣେ ଚାଲାକ ବ୍ୟକ୍ତି ହିଁ ଦେଇପାରି ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ବା ଉତ୍ତର ସମ୍ପର୍କରେ ଜଣେଇବୁ ଯାହା ଆପଣଙ୍କୁ ଅନେକ କମ୍ପିଟେଟିଭ ପରିକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ସହ ଉତ୍ତର ସମ୍ପର୍କ ରେ ।

1. କେଉଁ ଜୀବ ତିନି ବର୍ଷ ଶୁଏ
ଉତ୍ତର – ଗେଣ୍ଡା ।

2. ସବୁଠାରୁ ବେଶୀ ଦିନ ବଞ୍ଚୁଥିବା ଜୀବ ?
ଉତ୍ତର – କଇଁଛ ।

3. କେଉଁ ଜୀବର ଆଖୀ ପତା ପଡେ ନାହିଁ ?
ଉତ୍ତର -ମାଛ ।

4. ଟର୍ଚ୍ଚ ପରି ଜଳୁଥିବା ମାଛର ନାମ କଣ ?
ଉତ୍ତର – ଜାଇଜେଂଟେକ୍ସ ।

5. କେଉଁ ଦେଶରେ ସିନେମା ଘର ନାହିଁ ?
ଉତ୍ତର – ଭୁଟାନ ।

6. କେଉଁ ପକ୍ଷୀ ପିଲା ଜନ୍ମ ଦେଇ , ପିଲାକୁ କ୍ଷୀର ଦିଏ ?
ଉତ୍ତର – ଚେମେଡି ।

7. କେଉଁ ପଶୁ ଆହାତ ଅବସ୍ଥାରେ ମଣିଷ ପରି କାନ୍ଦେ ?
ଉତ୍ତର – ଭାଲୁ ।

8. ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ , ଝିଅ ନୁହେଁ କିନ୍ତୁ ପର୍ଷ ରଖିଥାଏ , ପୁଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାଏ , ସେ କିଏ ?
ଉତ୍ତର – ବସ୍ କଣ୍ଡକ୍ଟର ।

9 ଆସିଲା ଆଉ ଜଣେ ବ୍ରାହ୍ମଣ , ତା ଦେହ ସାରା ଯାଦୁ ପଣ ପଣ ?
ଉତ୍ତର – ପଣସ ।

10 ବିଶ୍ୱର କେଉଁ ଦେଶରେ ମଶା ନାହାନ୍ତି ?
ଉତ୍ତର – ଫ୍ରାନ୍ସ ।

11 ବିଶ୍ୱରେ ସବୁଠାରୁ ଲମ୍ୱା ବସ କେଉଁଠି ଚଳୁଛି ?
ଉତ୍ତର – ଆମେରିକା ।

12 ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ?
ଉତ୍ତର – ମଙ୍ଗଳ ସୂତ୍ର ।

13. ବିଶ୍ୱରେ କେତେ ଭାଷା କୁହାଯାଏ ?
ଉତ୍ତର – 2792 ଭାଷା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.