Swastik Tv News Odisha

ଡ୍ରେସ ଦେବାକୁ ଡାକି-ଛାତ୍ରୀର ଡ୍ରେସ ଖୋଲିଲେ ଶିକ୍ଷକ, ପୂରା ଘଟଣା ଜାଣି ହୋସ ଉଡ଼ିଯିବ…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ବଢ଼ି ବଢ଼ି ଚାଲିଛି। ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ବିଷୟରେ ଶୁଣିବା ପାଇଁ ମିଳୁଛି। ଆଜିକାଲି ଶିକ୍ଷାର ପ୍ରସାର ପ୍ରଚାର ପାଇଁ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେଥିପାଇଁ ଶିକ୍ଷକଙ୍କୁ ସମାଜରେ ଏକ ଉଚ୍ଚ ଆସନ ଦିଆଯାଇଥାଏ। କାରଣ ଯିଏ ଅନ୍ଧକାର ରୁ ଆଲୋକକୁ ଆଣିଥାଏ, ସେ ହେଉଛନ୍ତି ଶିକ୍ଷକ। ପିଲା ମାନଙ୍କ ଭବିଷ୍ୟତ କେବଳ ଶିକ୍ଷକଙ୍କ ହାତରେ ହିଁ ଥାଏ। କିନ୍ତୁ ସମାଜରେ ଏଭଳି କିଛି ଶିକ୍ଷକ ଅଛନ୍ତି, ଯେଉଁ ମାନେ ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ଛାତ୍ରୀ ମାନଙ୍କ ସହିତ ଖରାପ କାମ କରିବା ପାଇଁ ପଛାଇ ନଥାନ୍ତି। ଏଭଳି ଅନେକ ଘଟଣା ପ୍ରାୟତଃ ଆମେ ସୋସିଆଲ ମିଡ଼ିଆ ଇତ୍ୟାଦିରେ ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ, ପୁଣି ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଆପଣ ମାନେ ଶୁଣିଲା, ପରେ ନିଶ୍ଚିତ ଭାବରେ ଘୃଣା କରିବା, ସହିତ ନିନ୍ଦା ମଧ୍ୟ କରିବେ। ଆଉ ନିଜର ପିଲାକୁ ସ୍କୁଲ କୁ ପଠେଇବା ପାଇଁ ରାଜି ହେବେ ନାହଁ। ତେବେ ଏହି ଘଟଣାଟି ହେଉଛି, ଡ୍ରେସ ଦେବ କହି ଛାତ୍ରୀ ସହିତ ଅସଦାଚରଣ କରିଛି ଜଣେ ଶିକ୍ଷକ, ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ସୂଚନା ଅନୁସାରେ, ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାର ମହାନ୍ତି ସାହି ହିନ୍ଧୁ ପ୍ରଥମିକ ବିଦ୍ୟାଳୟରେ ଦେଖିବା ପାଇଁ ମିଳିଛି। ସେହି ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀଙ୍କୁ ଡ୍ରେସ ଦେବା ପାଇଁ ଡାକିଲେ ଏବଂ ସାଙ୍ଗରେ ସାନ ଭଉଣୀ ନବମ ଶ୍ରେଣୀ ଛାତ୍ରୀ ଦୁହେଁ ଯାଇ ସ୍କୁଲରେ ପହଞ୍ଚିଥିଲେ। ଦୁଇ ଭଉଣୀ ଡ୍ରେସ ପାଇବା ପାଇଁ ବହୁତ ଖୁସି ହୋଇଯାଇଥିଲେ। ଏହା ପରେ ସ୍କୁଲ ଶିକ୍ଷକ ନବମ ଶ୍ରେଣୀ ଛାତ୍ରୀକୁ ରୁମ ଭିତରକୁ ଡାକିଲେ, ଛାତ୍ରୀ ଜଣକ ତାଙ୍କ ସାନ ଭଉଣୀକୁ ନେଇଗଲା, ଏହା ପରେ ଶିକ୍ଷକ କହିଲେ, ସାନ ଭଉଣୀକୁ ବାହାରକୁ ଯିବା ପାଇଁ, ତୁମେ ଭିତରକୁ ଆସ। ଛାତ୍ରୀ ଜଣକୁ କୁଣ୍ଢେଇ ଧରି ତାର ସମ୍ବେଦନଶୀଳ ଅଙ୍ଗରେ ହାତ ମାରୁଥାଏ।

ଛାତ୍ରୀ ଜଣକ ଚିତ୍କାର କରିବାରୁ ତାଙ୍କୁ ଶିକ୍ଷକ ଲୋଭ ମଧ୍ୟ ଦେଖାଇ ଥିଲେ। କିନ୍ତୁ ସାନ ଭଉଣୀ ସହିତ ସେଠାରୁ ପଳେଇ ଆସି ଘରେ ତାଙ୍କ ମାଆଙ୍କ ସହିତ ସବୁ କଥା କହିଥିଲା। ଏହାପରେ ଛାତ୍ରୀର ମାଆ ତୁରନ୍ତ, ଘୋର ଲୋକଙ୍କୁ ଜଣାଇ ପୋଲିସ ରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ଆସି ସେଠାରୁ ତାଙ୍କୁ ନେଇ ଯାଇଥିଲେ। ଏହାପରେ ବର୍ତ୍ତମାନ ସେ ଗିରପ ହୋଇ ଜେଲରେ ଅଛନ୍ତି। ସମାଜରେ କେତେ ଲୋକ ଶିକ୍ଷକଙ୍କୁ ସନମାନ ଦିଅନ୍ତି କିନ୍ତୁ ଏହି ଭଳି ଶିକ୍ଷକ ପାଇଁ ଶିକ୍ଷକ ନାମରେ କଳଙ୍କିତ ହୁଅନ୍ତି, ତେଣୁ ଆପଣ ମାନେ ହିଁ ବିଚାର କରନ୍ତୁ, ଏଭଳି ଗୁରୁଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.