Swastik Tv News Odisha

ଶେଷରେ ହେଲା ମହା ଖୁଲାସା ! ସାମ୍ନାକୁ ଆସିଲା cctv ଫୁଟେଜ ଦେଖନ୍ତୁ ମୃତ୍ୟୁର ସେହି 42 ମିନିଟ ଷଡଯନ୍ତ୍ର…ଦେଖନ୍ତୁ ଭିଡ଼ିଓ

0

ଆଜି କାଲିର ଆଧୁନିକ ସମାଜରେ ପ୍ରତିଦିନ କିଛି ନା କିଛି ଅଘଟଣ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଯଦି ଆମ ଓଡ଼ିଶା କଥା ଦେଖିବା, ତାହାଲେ ଓଡ଼ିଶା କ୍ରାଇମ ରେ ଦ୍ୱିତୀୟ ସ୍ଥାନ ରେ ଆସିବ। ପୋଲିସ ଥିଲେ, ମଧ୍ୟ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ନିର୍ଭୟରେ ଅପରାଧ କରିଚାଲିଛନ୍ତି। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧଗଣ ବର୍ତ୍ତମାନ ସମୟରେ ଆମ ଓଡିଶାରେ ପ୍ରତ୍ୟେକ ଦିନ ଅପରାଧ ବଢ଼ିବାରେ ବଢ଼ିବାରେ ଲାଗିଛି। ନିକଟରେ ଯେଉଁ ମନୀଷଙ୍କ ମୃତ୍ୟୁ ହୋଇଛି, ମୃତ୍ୟୁ ରହସ୍ୟ ବିଷୟରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ପୋଲିସ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୋସ ଉଡ଼ିଯିବ, ତେବେ ଆସନ୍ତୁ ଜାଣିବା ପୂରା ଖବର ବିଷୟରେ;

ସୂଚନା ଅନୁସାରେ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀସ ଅନୁରାଗ ଦାସଙ୍କ ମୃତ୍ୟୁ ହୋଇଛି। ତେବେ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଦିନ ରାତି ଏକ କରି ତଦନ୍ତ ଜାରି ରଖିଛନ୍ତି। ମନୀଷଙ୍କ ମୃତ୍ୟୁ କୁ ନେଇ କେତେ ଗୁଡିଏ ପ୍ରଶ୍ନ ଉଠିଛି, ସାଉଥ ସିଟି ରେଷ୍ଟୁରାଣ୍ଟ ଏବଂ ବାର ରାତି ସାରା କାହିଁକି ଖୋଲା ଥିଲା, ସବୁ ବେଳେ ଖୋଲା ରହେ ନା ସେଦିନ ଖୋଲା ଥିଲା, କରନା ଗାଇଡ଼ ଲାଇନର ଖୋଲା ଖୋଲି ଆଇନ ଉଲଂଘନ କରୁଥିଲେ କାହିଁକି, ପୋଲିସ ନଜର ରେ କାହିଁକି ଆସିନଥିଲା, ଜାଣିଶୁଣି ଚୁପ ଥିଲା କି ପୋଲିସ ? ସାଧାରଣ ଭାବରେ ଏହିସବୁ ପ୍ରଶ୍ନ ଉଠୁଛି।

ଘଟଣା ଦିନ ରାତିରେ ଏହି ହୋଟେଲ କୁ ମନୀଷ ଆସିଥିଲେ ଏବଂ ତାଙ୍କ ସହିତ ଥିଲେ ଦୁଇ ସାଙ୍ଗ, କିନ୍ତୁ ଆଉ ତିନି ଜଣ ଆସିଲେ କେମିତି, ସେମାନେ ପୂର୍ବରୁ ହୋଟେଲ ଭିତରେ ଥିବାର, ଅନୁମାନ କରାଯାଉଛି। ହୋଟେଲ ରେ ସେମାନଙ୍କ ବିଲ ୨୮ ହଜାର ହୋଇ ହୋଇଯାଇଥିଲା। ଏମିତି କଣ ଖାଇଲେ ଏତେ ଟଙ୍କା ବିଲ ହୋଇଗଲା। ମନୀଷ ରାତିରେ ମାଆକୁ ୮ ହଜାର କରି ୨ ଥର ଟଙ୍କା ମାଗିଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା, ସେହିଦିନ ରାତିରେ। ତେବେ ମୃତ୍ୟୁ ପୂର୍ବରୁ ମଧ୍ୟ ତାଙ୍କ ବାପାଙ୍କ ଠାରୁ ଶେଷ ଫୋନ କୋଲ କରିଥିଲେ। ତେବେ ବନ୍ଧୁଗଣ ଏହିଭଳି ଭାବରେ ଅନେକ ପ୍ରଶ୍ନ ଉଠୁଛି। ମୃତ୍ୟୁ ରହସ୍ୟ ଉପରେ ପରଦା ଉଠାଇବା ପାଇଁ ପୋଲିସ କେଉଁ ପନ୍ଥା ଆପଣେଇବ ଖାଲି ଦେଖିବାର ବିଷୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.