Swastik Tv News Odisha

School ଅଫିସ ଭିତରେ ଶିକ୍ଷୟତ୍ରୀ ମାନଙ୍କର ରସିକିଆ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିବା ପଡିଲା ମହଙ୍ଗା, ଆଉ ଗୀତ Viral ହେଲା ପରେ ଯାହା ହେଲା…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ। ତେବେ ସେହିଭଳି ଏକ ଭିନ୍ନ ଧରଣର ଘଟଣାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ମାନେ ଦେଖିଥିବେ ଯେତେବେଳ ସ୍କୁଲ୍ ମାନଙ୍କରେ କୌଣସି ଫଙ୍କସନ ହୁଏ ସେତେବେଳେ ଏଥିରେ ପିଲା ମାନେ ଅଂଶ ଗ୍ରହଣ କରିଥାନ୍ତି ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆଦି ହୋଇଥାଏ। ନାଚ, ଗୀତ, ଅଭିନୟ ଆଦି ଏହି କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ସ୍କୁଲ୍ ରେ କେବଳ ସାର୍ କିମ୍ବା ଦିଦି ମାନେ ଡାନ୍ସ କରୁଥିବା ର।

ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯେଉଁଥିରେ ଆପଣ ଏହି ଦୃଶ୍ୟକୁ ଦେଖିବେ ଯେଉଁଥିରେ ମାଡାମ ମାନେ ଫିଲ୍ମ୍ ଗୀତରେ ଝୁମି ଝୁମି ସ୍କୁଲ୍ ରେ ଜବରଦସ୍ତ ଡାନ୍ସ କରୁଛନ୍ତି।ଯେଉଁ ଘଟଣା ର ଦୃଶ୍ୟ ଆପଣଙ୍କୁ ସାମାନ୍ଯ ଅଜିବ ଲାଗିପାରେ କିନ୍ତୁ ଏହା ସତ ଅଟେ। ଆପଣ ତ ଜାଣିଛନ୍ତି ଆଜିର ଏହି ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ବହୁଳ ବ୍ୟବହାର କିପରି ଦେଖିବାକୁ ମିଳୁଛି। ତେବେ କିଛି ଏମିତି ଘଟଣା ବେଳେବେଲେ ଆମ ନିକଟକୁ ଆସିଥାଏ ତାହା ଜାଣିବା ପାରେ ଆମେ କେତେବେଳେ ଖୁସି ହେଇ ଯାଉ ତ ପୁଣି କେତେବେଳେ ଆଶ୍ଚର୍ଯ୍ୟ ହୋଇଯାଉ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।ଆଉ ସେହି ସବୁ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ। ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଦେଖିଲା ପରେ ଆପଣବି ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହେବେ।ଏଠାରେ ଏହି ଭିଡିଓ ରେ ସ୍କୁଲ୍ ରେ ସାର୍ ଏବଂ ଦିଦି ମାନେ କିପରି ଡାନ୍ସ କରୁଛନ୍ତି ତାହା ଥରେ ଭଲ ଭାବରେ ଦେଖନ୍ତୁ। ପୂରା ଯେମିତି ନାଚ ଭିତରେ ସେମାନେ ହଜି ଯାଇଛନ୍ତି ମସଗୁଲ ହୋଇ ଯାଇଛନ୍ତି। ଗୀତ ବଜାଇ ଗୀତର ତାଳେ ତାଳେ ସେମାନେ ନୃତ୍ୟ କରୁଛନ୍ତି। ଯେଉଁଭଳି ଭାବରେ ଗୀତ ସାଙ୍ଗରେ ସେମାନେ ଝୁମି ଝୁମି ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିବା ର କଥା।

ସେମାନଙ୍କ ନୃତ୍ୟ ସମୟର ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରିବା ପରେ ଏହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।ଏହା ଉତ୍ତରପ୍ରଦେଶ ର ଆଗ୍ରାର ଏକ ସ୍କୁଲର ବୋଲି ଜଣା ପଡିଛି। ତେବେ ଏ ଘଟଣାର ଭିଡିଓ ଭାଇରାଲ ହେବାପରେ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ କିନ୍ତୁ ଶିକ୍ଷୟିତ୍ରୀ ମାନଙ୍କ ଉତ୍ତର ସନ୍ତୋଷ ଜନକ ନହେବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାକିରିରୁ ୫ ଜଣଙ୍କୁ ନିଲମ୍ବିତ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.