Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ବଞ୍ଚାଓ…ବଞ୍ଚାଓ…ଚାହୁଁ ଚାହୁଁ ହଠାତ ପାଣିରେ ଭାସିଗଲେ ୨ ଜଣ ଆଉ ତା ପରେ….

0

ମନୁଷ୍ୟ ଜୀବନ ରେ କେତେବେଳେ କଣ ଦୃଘଟଣା ଘଟିବ କେହି କହି ପାରିବେ ନାହିଁ। ଦୃଘଟଣା ଅଚାନକ ଆସିଥାଏ, ଆଉ ନିମିଶକ ମଧ୍ୟରେ ସବୁ ଶେଷ କରିଦେଇଥାଏ। ବେଳେବେଳେ ନିଜର ଅଜାଣତରେ ବିଭିନ୍ନ ପ୍ରକାର ଦୃଘଟଣା ଘଟିଥାଏ। କିନ୍ତୁ ଅନେକ ସମୟରେ ନିଜର ଅସାଵଧାନତା ଯୋଗୁଁ ବହୁତ କିଛି ହରାଇବା ପାଇଁ ପଡିଥାଏ। ଅନେକ ଏପରି ଘଟଣା ରହିଛି ଯେଉଁଥିରେ ନିଜର ଅସାଵଧାନତା ପାଇଁ ଜୀବନ ମଧ୍ୟ ଚାଲିଯାଇଥିବାର, ସୋସିଆଲ ମିଡ଼ିଆ ଏବଂ ଖବର କାଗଜରେ ଦେଖିବା ପାଇଁ ମିଳିଥାଏ। ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ, ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେଉଛି, ଦୁଇ ଜଣ ନଈରେ ବୁଡ଼ି ଯାଉଥିବାର, ଗାଁ ଲୋକ ଏପରି କିଛି କାମ କଲେ ଭିଡ଼ିଓ ଦେଖିଲେ, ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ନଦୀରେ ଦୁଇ ଜଣ ଯୁବକ ଭାସି ଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି। ନଦୀରେ ପ୍ରାଖର ସ୍ରତ ରେ ଭାସି ଯାଉଥିବା ବେଳେ ଚିତ୍କାର କରୁଥିଲେ, ଆମକୁ ବଞ୍ଚାଅ ବଞ୍ଚାଅ ଏହା ପରେ ରାସ୍ତାରେ ଅନେକ ଲୋକ ଠିଆ ହୋଇ ଦେଖୁଥିଲେ। ସେଥିରେ ଗାଁ ଲୋକ ମାନେ ଉଦ୍ଧାର କରିବା ପାଇଁ ପ୍ରଥମେ ରସି ଆଣି ପୋଲ ଉପରେ ପକାଇଲେ, ଆଉ ଦୁଇ ଜଣ ବ୍ୟକ୍ତି ଭାସି ଯାଉଥିବା ଲୋକ ପାଖକୁ ଯାଇ ରସି ପକାଇଲେ ଏହାପରେ ରସି ଧରି ଭାସି ଯାଉଥିବା ବ୍ୟକ୍ତି ଉପରକୁ ଉଠି ଆସିଲେ। ତାଙ୍କ ପଛରେ ଆଉ ଜଣେ ଭାସି ଆସୁଥିବା ବ୍ୟକ୍ତିକୁ ରସି ପକାଇ ଉଠାଇ ଆଣିଲେ।

ସୂଚନା ଅନୁସାରେ, ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ରେ ଜବଲପୁର ଠାରେ ଦେଖିବା ପାଇଁ ମିଳିଛି। ଜଣେ ଇଂଜିନିୟର ଏବଂ ଅନ୍ୟ ଜଣେ ସୁପର ଭାଇଜର ନଦୀ ମରାମତି ପାଇଁ ପାଇଁ ଆସିଥିଲେ। ଏହାପରେ ତାଙ୍କର ବାଇକ ଖସି ଯାଇଥିଲା ସେମାନେ ସିଧା ନଦୀ ସ୍ରତରେ ଭାସି ଭାସି ଆସିଥିଲେ, ଜବଲପୁର ଗାଁ ଲୋକ ମାନେ ତାଙ୍କୁ ଯମ ଦୂତ ସାଜି ଉଦ୍ଧାର ଲରିଥିଲେ। ଏହାପରେ ଉଦ୍ଧାର ହୋଇଥିବା ଲୋକ ସେହି ଗ୍ରାମର ଲୋକମାନଙ୍କୁ ଅନେକ ଧନ୍ୟବାଦ ଜଣାଇଥିଲେ।

ତେବେ ବନ୍ଧୁଗଣ, ଆପଣ ମାନେ ଥରୁଟିଏ ବିଚାର କରନ୍ତୁ। ଯଦି ସେଠାରେ କୈଣସି ଲୋକ ନଥାନ୍ତେ, ତାହାଲେ କଣ ହୋଇ ଥାନ୍ତା। ଗାଁ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇଟା ଲୋକର ଜୀବନ ବଞ୍ଚିଗଲା। କିନ୍ତୁ ନିକଟରେ ଆମ ଓଡିଶାରେ ହାତୀ ଉଦ୍ଧାର ବେଳର ଘଟଣା ଘଟିଗଲା, ଦୁଇ ଜଣ ପାଣିରେ ବୁଡି ମୃତ୍ୟୁ ହୋଇଥିଲା, ଏହା ପରେ ମଧ୍ୟ ଗୋଟିଏ ପରିବାର ରେ ପାଣିରେ ତିନି ଜଣ ମରିଗଲେ। ତେବେ ବନ୍ଧୁଗଣ ଏଥିରୁ କେବଳ ଗୋଟିଏ କଥା ସ୍ପଷ୍ଟ ଅନୁମେୟ ହୁଏ, ସବୁ କାମକୁ ସାଵଧାନତାର ସହିତ କରିବା ଉଚିତ, ଦେଲେ ଯାଇ ଦୃଘଟଣା ଘଟିବ ନାହିଁ। କାରଣ ନିଜର ସୁରକ୍ଷା, ନିଜ ହାତରେ ହିଁ ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.