Swastik Tv News Odisha

ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଲେ, ହତ୍ୟାର କାରଣ ଜାଣି ହୋସ ଉଡ଼ିଯିବ…ଦେଖନ୍ତୁ ଭିଡ଼ିଓ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବାକୁ ମିଳୁଛି ଓ ସମାଜରେ ସେତେ ଅପରାଧୀ କାର୍ଯ୍ୟ ବଢି ବଢି ଚାଲିଛି। ଆମ ସଭ୍ୟ ସମାଜରେ ପ୍ରତିଦିନ କିଛି ନା କିଛି ଅଘଟଣ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। କେଉଁଠି ଚୋରି , ଡକାୟତି, ଆତ୍ମହତ୍ୟା ଓ ହତ୍ୟା ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି।

ଏଭଳି ଘଟଣା ଟିଭି, ସମ୍ବାଦ ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଏକ ଖବର ସମ୍ନାକୁ ଆସିଛି, ଯାହା ଆମେ ଆପଣ ମାନଙ୍କୁ ଜଣାଇବୁ, ତାହା ହେଉଛି ଜଣେ ବ୍ୟକ୍ତି ଯୁବତୀଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଛନ୍ତି। ତେବେ ସେ କଣ ପାଇଁ ତାଙ୍କୁ ମାରି ଫୋପାଡ଼ି ଦେଇଛନ୍ତି ସେହି ବିଷୟରେ ଆସନ୍ତୁ ଜାଣିବା;ଏଭଳି ଏକ ଦୁଃଖ ଦାୟକ ଘଟଣା ଆନନ୍ଦପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ରେ ଜଣେ ମହିଳାଙ୍କ ଘରେ ତାଙ୍କ ପରିବାର ଲୋକ ମାନଙ୍କ ସହିତ ତାଙ୍କର ଖୁବ ଜୋରରେ ଗଣ୍ଡଗୋଳ ସୃଷ୍ଟି ହୋଇ ଥିଲା।

ଯାହା ଫଳରେ ତାଙ୍କ ପରିବାରର ଜଣେ ବ୍ୟକ୍ତି ମହିଳାଙ୍କ ଉପରେ ରାଗ ରଖି ଥିଲେ ଓ ସେହି ରାଗର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହାର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ରାତିରେ ସମସ୍ତେ ଶୋଇ ସାରିବା ପରେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରି ତାଙ୍କ ଶରୀରକୁ ଦୁଇ ଖଣ୍ଡ କରି ଅମାରଗ ବୈତରଣୀ ନଦୀକୁ ଫୋପାଡ଼ି ଦେଇଥିଲେ। ସେଠାକାର ଲୋକ ମାନେ ଏହି ଘଟଣା ଦେଖି ନଦୀ ନିକଟରେ ଯାଇ ଜମାଟ ହୋଇ ଯିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇ ଥିଲେ। ଏହି ଘଟଣାକୁ ନେଇ ସେଠାକାର ସ୍ଥାନୀୟ ଲୋକ ମାନେ ଯୁବତୀଙ୍କ ପରିବାର ଲୋକ ମାନଙ୍କ ନିକଟକୁ ଖବର ଦେଇ ଥିଲେ।

ତେବେ ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକ ମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ଖବର ପାଇଁ ଘଟଣା ସ୍ଥଳରେ ଆସି ପହଁଛି ଯିବା ସହିତ ଯୁବତୀଙ୍କ ଅଧାଶରୀରକୁ ମଧ୍ୟ ପାଣି ଭିତରୁ ଉଦ୍ଧାର କରିଥିଲେ। ଆଉ ବାକି ଶରୀର ଖୋଜିବା ପାଇଁ ତଦନ୍ତ ଜାରି କରିଛନ୍ତି। ତାଙ୍କ ପରିବାର ଲୋକ ମାନେ କହିଛନ୍ତି ଯେ, ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆ ଯିବା ସହିତ ତାଙ୍କୁ ନ୍ୟାୟ ଦିଆଯାଉ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.