Swastik Tv News Odisha

ରାତି ଅଧରେ ଲେଡିଜ ହଷ୍ଟେଲ ଭିତରେ ଯୁବକ…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଆଜିର ଯୁବପିଢି ଅନେକାଂଶରେ କିଛି ଏମିତି ଅପ୍ରୀତିକର କାମ କରି ବସୁଛନ୍ତି ଯାହା ଦ୍ଵାରା ସେମାନେ ପରବର୍ତ୍ତୀ ସମୟରେ ନିଜେ ଲଜ୍ଜିତ ହେବା ସହିତ ନିଜର ପରିବାର ପାଇଁ ମଧ୍ଯ ଲଜ୍ୟା ଆଣୁଛନ୍ତି। କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରିବା ପୂର୍ବରୁ ସେମାନେ ଥରେ ନିଜ ବିବେକକୁ ପଚାରୁ ନାହାଁନ୍ତି। ଯେତେବେଳେ ସେମାନେ କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରି ସମାଜରେ ଅପମାନିତ ହେଉଛନ୍ତି ସେତେବେଳ ସେମାନଙ୍କ ପାଖରେ କହିବା ପାଇଁ କିଛି ନଥାଏ। ଯେତେ ଯାହା ଅନୁତାପ କଲେ ବି ଏଭଳି କିଛି ଭୁଲ୍ ସେମାନଂକୁ ବହୁତ୍ ଲଜ୍ଜିତ କରି ଦେଇଥାଏ।ସେହିପରି ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ଆପଣ ଏହା ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ହେଇପାରେ। ବାସ୍ତବରେ କଣ ହେଉଛନ୍ତି ଆଜିର ଏହି ଯୁବପିଢି। କଣ ସେମାନେ ପ୍ରେମକୁ ବଜାରର ସଉଦା କରି ସାରିଲେଣି। ଆଉ ଏହି ପ୍ରେମକୁ ସମାଜରେ ନିନ୍ଦିତ କରୁଛନ୍ତି। ତେବେ ଏପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତା ମଧ୍ୟରୁ କିଛି ଘଟଣା ବେଶ୍ ଭାଇରାଲ ହୋଇଥାଏ। ତେବେ ଅନେକ ପ୍ରକାର ଏମିତି ଘଟଣା ଅଛି ଯାହା ଆମ ସମ୍ମୁଖକୁ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଏହା ସହଜରେ ବିଶ୍ବାସ ର ବିଷୟ ହୋଇ ନଥାଏ।

ସେହିପରି ଏବେ ସୋସିଆଲ ମିଡିଆରେ ଏକ ଘଟଣା ସେୟାର ହେବାରେ ଲାଗିଛି ଯେଉଁ ଘଟଣାରେ ଜଣେ ଯୁବକଙ୍କୁ ରାତି ଅଧରେ ଲେଡିଜ୍ ହଷ୍ଟେଲ ରେ ରହିଥିବା ଦେଖିବାକୁ ମିଳିଛି। ଏହାପରେ ସେଠାରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ଘଟଣାରେ ଯାହା ଘଟିଛି ତାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଏହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ।ଅଳ୍ପ ସମୟ ମଧ୍ୟରେ ତାହା ଆମ ସମ୍ମୁଖରେ ଆସି ପହଞ୍ଚି ଯାଇଥାଏ ଏଵଂ ଆମେ ସେ ବିଷୟରେ ଜାଣିବାର ସୁଯୋଗ ପାଇଥାଉ।

ତେବେ ଏହି ଭାଇରାଲ ହୋଇଥିବା ଘଟଣାରେ ଯୁବକଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଛି।ସେ କାହିଁକି ଏତେ ରାତିରେ ଲେଡିଜ ହଷ୍ଟେଲ ଭିତରକୁ ଆସିଥିଲେ ସେ ବିଷୟରେ ପଚାରିବାରୁ ଯୁବକ ଜଣଙ୍କ ମେଡିସିନ ଦବାକୁ ଆସିଥିଲେ ବୋଲି କହିଛନ୍ତି। କିନ୍ତୁ ସେ ସେଠାକୁ ବହୁତ୍ ସମୟରୁ ଆସି ରହିଛନ୍ତି ବୋଲି ଅନ୍ଯ ଯୁବତୀ ମାନେ କହିଛନ୍ତି। ଯଦିଓ ଯୁବକ ଜଣଙ୍କ ଯେଉଁ ରୁମ୍ କୁ ଯାଇଥିଲେ ସେହି ରୁମ୍ ରେ ଥିବା ଯୁବତୀ ମାନେ ଏହି ଘଟଣାରେ ଚୁପ୍ ରହିଛନ୍ତି। ତେବେ ଏହି ଘଟଣାଟି ଓଡ଼ିଶାର ଏକ ଲେଡିଜ ହଷ୍ଟେଲ ର ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.