Swastik Tv News Odisha

ରାସ୍ତା ମଝିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଏଭଳି ବ୍ୟବହାରର ଭିଡ଼ିଓ ହେଉଛି ଭାଇରାଲ୍…ଦେଖନ୍ତୁ ଭିଡ଼ିଓ

0

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହା ହେଉଛି ଜଣେ ଶିକ୍ଷୟତ୍ରୀଙ୍କ ଭିଡିଓ। ତେବେ ଏହି ଭିଡିଓ ଟିରେ ଯାହା ଘଟିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜିର ଦୁନିଆରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ ଯେମିତି ଏହି ଘଟଣାରେ ଘଟିଛି। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା ଲୋକ ମାନଙ୍କର ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ, ନିନ୍ଦନୀୟ ଘଟଣା ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ ଏବଂ ଲୋକ ମାନଙ୍କର ଏପରି ବ୍ଯବହାର ଓ କାର୍ଯ୍ୟକଳାପ କୁ ସମାଲୋଚନା ବି କରୁଥିବେ। ତେବେ ଅନେକ ଘଟଣାରେ କିପରି ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାହା ଆପଣ ଦେଖିବାକୁ ପାଉ ଥିବେ। ଆଉ ତାର କରୁଣ ପରିଣତି ମଧ୍ୟ ଏପରି କାମ କରୁଥିବା ମଣିଷକୁ ଭୋଗିବାକୁ ପଡୁଛି।ତେବେ କେତେବେଳେ ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ରେ ଅନ୍ଧ ହୋଇ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ।

ତେବେ ଏଠାରେ ଏହି ଭିଡ଼ିଓରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ କିପରି ଭାବରେ ରାସ୍ତାରେ ପାଟି କରୁଛନ୍ତି ତାହା ଥରେ ଦେଖନ୍ତୁ। ପ୍ରକୃତରେ ତାଙ୍କ ସହିତ କଣ ଘଟିଛି ଏବଂ ସେ କାହିଁକି ଏମିତି ହେଉଛନ୍ତି ତାହା ଏହି ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ। ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ରାସ୍ତା ମଝିରେ ପାଟି କରୁଛନ୍ତି।କେହି ଜଣେ ତାଙ୍କୁ କିଛି କହିବା ପରେ ସେ ଏମିତି ପ୍ରତିକ୍ରିୟା ଶିଳ ହୋଇ ପଡିଥିବା ଦେଖିବାକୁ ମିଳିଛି। ତେବେ ଅନେକ ପ୍ରସଙ୍ଗ କୁ ନେଇ ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ପାଟି କରି କହୁଥିବା ଦେଖିବାକୁ ମିଳିଛି।

ସେ କହୁଛନ୍ତି ମୁଁ ଏତେ ଦୂରରୁ ପ୍ରତିଦିନ ଗାଡ଼ିରେ ୧୦୦ ଟଙ୍କାର ତେଲ ପୋଡ଼ି ଆସୁଛି। କେତେ କଥା ବୁଝୁଛି। ମୋ ନାମରେ ତୁମେ ଅଭିଯୋଗ କରୁଛ। ସ୍ଥାନୀୟ ଲୋକେ କହୁଛନ୍ତି ଆପଣ ପଇସା ମାରି ନେଉଛନ୍ତି, ଜିନିଷ ହଡ଼ପ କରୁଛନ୍ତି ଏବଂ ବିଳମ୍ବରେ ମଧ୍ଯ ସ୍କୁଲରେ ପହଞ୍ଚୁ ଅଛନ୍ତି। ଏନେଇ ଗ୍ରାମବାସୀ ଅଭିଯୋଗ କରିବେ ବୋଲି କହିବାରୁ ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ କହୁଛନ୍ତି ଯେ ଯାହାକୁ କହିବା କଥା କୁହନ୍ତୁ ମୋର କିଛି ହେବନାହିଁ। ତେବେ ଶିକ୍ଷୟତ୍ରୀ ଙ୍କ ଏମିତି ବ୍ୟବହାରର ଭିଡିଓ ସେଠାରେ ଉପସ୍ଥିତ କେହି ଜଣେ ରେକର୍ଡ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.