Swastik Tv News Odisha

ସ୍କୁଲ ଛାତ୍ରଙ୍କ ସହିତ କାର ରେ ଶାରୀରିକ ସମ୍ପର୍କ ରଖିଲେ-ଶିକ୍ଷୟତ୍ରୀ, ସୋସିଆଲ ମିଡ଼ିଆରେ Viral ହେଲା ଆପତ୍ତିଜନକ ଫଟୋ-ଭିଡିଓ

0

ସମାଜରେ ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ସମ୍ପର୍କ ଅଟେ ଓ ତାଙ୍କୁ ଉଚ୍ଚ ସ୍ଥାନରେ ରଖା ଯାଇ ଥାଏ। ଯେମିତି ମାଆ ତାର ଛୁଆକୁ ଭଲ ଶିକ୍ଷା ଓ ସଂସ୍କାର ଦେଇଥାଏ। ଠିକ ସେମିତି ଗୁରୁ ମଧ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ଭଲ ପାଠ ପଢେଇବାର ଶିକ୍ଷା ଦେଇ ଥାଏ। ଯଦି ପିଲା ମାନେ ପାଠ ନ ପଢି ଖରାପ ଆଡେ ମନ ନିବେଶ କରନ୍ତି, ତା ହେଲେ ଶିକ୍ଷକ ସେମାନଙ୍କୁ ଭଲ ବାଟକୁ ଆଣି ବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଶିକ୍ଷକ ଅଛନ୍ତି ଯେ ଗୁରୁ ଓ ଶିଷ୍ୟର ସମ୍ପର୍କକୁ ପାଦରେ ଆଡେଇ ଦେଉଛନ୍ତି। ସେମାନେ ନୃଶଂସ ଭଳି ବ୍ୟବହାର କରୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ।

ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଏକ ବଡ଼ ଖବର ସମ୍ନାକୁ ଆସିଛି, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜ ଛାତ୍ରଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି। ତେବେ ଆସନ୍ତୁ ପୁରା ଖବର ବିଷୟରେ ଜାଣିବା, ଏଭଳି ଏକ ଘଟଣା ଆମେରିକାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆମେରିକାର ଫ୍ଲୋରିଡାରେ ଏକ ବଡ଼ ସ୍କୁଲ ରହିଛି। ସେଥିରେ ଜଣେ ୩୮ ବର୍ଷୀୟ ଶିକ୍ଷୟତ୍ରୀ ସେହି ସ୍କୁଲରେ ପାଠ ପଢ଼ାଇ ଥାଆନ୍ତି।

ସେହି ସ୍କୁଲରେ ଥିବା ଜଣେ ନାବାଳକ ଛାତ୍ରଙ୍କ ପ୍ରତି ମନୋନିବେଶ କରିଥିଲେ। ସେଥିପାଇଁ ପ୍ରଥମେ ତାଙ୍କ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ କଥା ବାର୍ତା ଆରମ୍ଭ କରିଥିଲେ। ଶିକ୍ଷୟତ୍ରୀ ଜଣଙ୍କ ଛାତ୍ରଙ୍କ ସହିତ ଅତି ନିବିଡ଼ ହୋଇ ଯିବା ପରେ ଛାତ୍ରଙ୍କୁ ନିଜ କାରରେ ବସିବା ପାଇଁ କହିଥିଲେ। ସେହି କାର ଭିତରେ ଦୁଇ ଜଣ ମିଶି କିଛି ଅନେକ ଗୁଡିଏ ଫୋଟୋ ଉଠାଇ ଥିଲେ ଓ ଯୌନ ସମ୍ପର୍କ ମଧ୍ୟ ରଖିଥିଲେ। ଏଥି ସହିତ କିଛି ଭିଡ଼ିଓ ମଧ୍ୟ ତାଙ୍କ ମୋବାଇଲରେ ରେକର୍ଡ଼ କରିଥିଲେ। ଏହି ଘଟଣାକୁ ନେଇ ନାବାଳକ ଛାତ୍ରଟି ଶିକ୍ଷୟତ୍ରୀଙ୍କ ନାଁ ରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ପୋଲିସ ଏହାର ତଦନ୍ତ କରି ଶିକ୍ଷୟତ୍ରୀଙ୍କୁ ଗିରଫ କରି ତାଙ୍କ ମୋବାଇଲରେ ଥିବା ଅନେକ ଫୋଟୋ ଓ ଭିଡ଼ିଓ ଜବତ କରିଛନ୍ତି। ଏଥି ସହିତ ପୋଲିସ କହିଛନ୍ତି ଶିକ୍ଷୟତ୍ରୀ ଜଣଙ୍କ ଅନ୍ୟ ଛାତ୍ର ମାନଙ୍କ ନିକଟକୁ ମେସେଜ ଦେବା ସହିତ ବହୁ ସମୟ ଧରି କଥା ବାର୍ତା ମଧ୍ୟ ହୋଇ ଥାଆନ୍ତି। ସ୍କୁଲ ତରଫୁରୁ ମଧ୍ୟ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ସ୍କୁଲରୁ ନିଲମ୍ବିତ କରା ଯାଉଛି। ଏଭଳି ଶିକ୍ଷତ୍ରିଙ୍କୁ ଉଚିତ ଦଣ୍ଡ ଦିଆଯାଉ। ତେବେ ବନ୍ଧୁଗଣ ଯଦି ଏଭଳି କୁକାର୍ଯ୍ୟ କରାଯାଏ, ତା’ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରତି ଛାତ୍ର ମାନଙ୍କ ଭରସା ଓ ବିଶ୍ୱାସ ରହିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.