Swastik Tv News Odisha

ଜିମ ବାହାନାରେ ସ୍ୱାମୀ ପ୍ରେମିକ ସହ କରୁଥିଲା ରାସଲୀଳା, ଲୁଚି ଲୁଚି ଦେଖୁଥିଲା ସ୍ତ୍ରୀ, ଆଉ ତା’ ପରେ….ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ସଭ୍ୟ ସମାଜରେ ଲୋକମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଟିଭି, ମିଡ଼ିଆ ଖବରକାଗଜ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିବାକୁ ମିଳିଥାଏ। ଆଜିକାଲିର ଲୋକମାନେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସବି ସମ୍ପର୍କକୁ ପଛରେ ପକାଇ କେଉଁଠି ଭାଉଜ ଦିଅର ଓ ଶ୍ୱଶୁର ବୋହୂ ଭଳି ଅବୈଧ ସମ୍ପର୍କ ଦେଖିବା ପାଇଁ ମିଳିଥାଏ। ଏହା ବ୍ୟତୀତ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥାଏ। ତେବେ ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ସ୍ତ୍ରୀ ଟି ତାର ସ୍ୱାମୀକୁ ଅନ୍ୟ ମହିଳାଙ୍କ ସହିତ ଦେଖି ଦେଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ମହିଳା ଜଣଙ୍କ ଏଭଳି ଦୃଶ୍ୟ ଦେଖିବା ପରେ ତାଙ୍କର ପ୍ରତିକ୍ରିୟା କଣ ରହିଛି ଜାଣିବା;

ଏଭଳି ଏକ ଘଟଣା ଭୋପାଳ ସହରର କୋହେଫିଜା ଅଞ୍ଚଳରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଭୋପାଳର କୋହେଫିଜା ଥାନା ଅଞ୍ଚଳରେ ଏକ ୟୁନିସେକ୍ସ ଜିମ ରହିଛି। ସେଠାକୁ ପ୍ରତିଦିନ ଲୋକ ମାନେ ସେଠାକୁ ବ୍ୟାୟାମ କରିବାକୁ ଯାଇ ଥାଆନ୍ତି। ବାହା ହୋଇଥିବା ଜଣେ ଯୁବକ ସେହି ଜିମ ସେଣ୍ଟରକୁ ସବୁଦିନ ବ୍ୟାୟାମ କରିବାକୁ ଯାଇ ଥାଆନ୍ତି। ସବୁ ଦିନ ଯିବା ଆସିବା ଭିତରେ ଜିମ ସେଣ୍ଟରରେ ଜଣେ ଯୁବତୀଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା।

ତେବେ ଦୁଇ ଜଣଙ୍କ ଭିତରେ ବନ୍ଧୁତା ଅତି ନୀବିଡ଼ ହୋଇ ଯାଇ ଥିଲା ଓ ଯାହା ଫଳରେ କି ସେମାନେ ଦୁହେଁ ପରସ୍ପର ପ୍ରତି ଭଲ ପାଇଁ ବସିଲେ। ଯୁବକ ଜଣଙ୍କ ବିବାହିତ ବୋଲି ଯେମିତି ନିଜକୁ ଭୁଲି ଯାଇଥିଲେ। ତେବେ ଦୁହିଁଙ୍କର ପ୍ରେମ ସମ୍ପର୍କ ବିଷୟରେ ଯୁବକଙ୍କ ସ୍ତ୍ରୀ କୌଣସି ଉପାୟରେ ଜାଣି ପାରି, ଜଣେ ବୁର୍ଖା ପିନ୍ଧା ମହିଳାଙ୍କ ସହିତ ଜିମ ସେଣ୍ଟରରେ ପହଁଛି ଯାଇଥିଲେ। ମହିଳା ଜଣଙ୍କ ସେଠାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ଯୁବତୀଙ୍କ ସହିତ ଥିବାର ଦେଖି ଦେଇଥିଲେ।

ମହିଳା ଜଣଙ୍କ ସେଠାରେ ପହଁଚିବା ପରେ ନିଜ ସ୍ୱାମୀ ଓ ପ୍ରେମିକାକୁ ଖୁବ ଜୋରରେ ମାଡ଼ ମାରିଛନ୍ତି। ଯୁବକଟି ପ୍ରେମିକାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ମହିଳା ତାଙ୍କ ସ୍ୱାମୀଙ୍କୁ କହୁଛନ୍ତି ଯେ, ଘରେ ଛୁଆ ଧରି କାମ କରିବି ଆଉ ଜିମ ସେଣ୍ଟରରେ ଅନ୍ୟ ଯୁବତୀଙ୍କ ସହିତ ପ୍ରେମଲୀଳା କରିବ। ଯୁବକ ଜଣଙ୍କ ମହିଳାଙ୍କୁ ଛାଡପତ୍ର ଦେଇଛନ୍ତି ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରା ଯାଇ ଥିଲା। ଏହା ପରେ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ, ଦୁହିଁଙ୍କୁ ବୁଝା ସୁଝା କରିବା ସହିତ ଅଲଗା କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.